‘ଚିଲିକା’ରେ ଆରମ୍ଭ ହୋଇଛି ରଙ୍ଗବେରଙ୍ଗ ପକ୍ଷୀମାନଙ୍କର ଆଗମନ

ଭୁବନେଶ୍ବର,12/10: ଓଡ଼ିଶାର ସର୍ବ ବୃହତ୍ତ ହ୍ରଦ ‘ଚିଲିକା’ରେ ପୁଣି ଥରେ ରଙ୍ଗବେରଙ୍ଗର ବିହଙ୍ଗମାନଙ୍କର ରାବ ଶୁଣାଯାଉଛି। ବିଦେଶୀ ପକ୍ଷୀମାନଙ୍କର ଆଗମନ ହେବା ଆରମ୍ଭ ହୋଇଯାଇଛି। ଶାନ୍ତ, ସ୍ବଚ୍ଛ ଓ ସୁରକ୍ଷିତ ସ୍ଥାନ ମନେକରି ପ୍ରବାସୀ ପକ୍ଷୀମାନେ ଚିଲିକାକୁ ଏକ ସୁରକ୍ଷିତ ସ୍ଥାନ…

Continue reading
“ଗଗନଯାନ” ମିଶନରେ ଓଡ଼ିଶାର ରୋବର୍ଟ “ବ୍ୟୋମମିତ୍ର”

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର “ଗଗନଯାନ” ମିଶନରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ମହାକାଶକୁ ଯିବ ଓଡ଼ିଶା ରୋବର୍ଟ “ବ୍ୟୋମମିତ୍ର” । “ଗଗନଯାନ” ମିଶନରେ “ବ୍ୟୋମମିତ୍ର” ସାମିଲ ହୋଇଛି । ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍…

Continue reading
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ରାଜ୍ୟସ୍ତରୀୟ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି, ପଣ୍ଡିତ ଗୋପବନ୍ଧୁ ଥିଲେ ସମଗ୍ର ଆର୍ଯ୍ୟାବର୍ତ୍ତର ମଣି – ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର ୧୦/୧୦/୨୦୨୫: ଓଡ଼ିଶା ମାଟି ଏପରି କିଛି ମଣିଷଙ୍କୁ ଜନ୍ମ ଦେଇଛି ଯେଉଁମାନେ ନିଜ ସ୍ୱାର୍ଥକୁ ଭୁଲି ଜନସେବାକୁ ନିଜ ଧର୍ମ ଭାବେ ଗ୍ରହଣ କରିଥିଲେ । ସେହିପରି ଜଣେ ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ।…

Continue reading
ସୋଆ ଆଇବିସିଏସ୍ ଏବଂ ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ‘ସ୍ୱଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ଅକ୍ଟୋବର 10 : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ସାଇନସେସ୍ (ଆଇବିସିଏସ୍‌) ଏବଂ ବିଶ୍ୱବିଦ୍ୟାଳୟର ଏନ୍‌ଏସଏସ୍ ଶାଖା ପକ୍ଷରୁ ‘ସ୍ୱଚ୍ଛ ଭାରତ ଅଭିଯାନ’ ପରିପ୍ରେକ୍ଷୀରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି…

Continue reading
ନିଃସ୍ବାର୍ଥ ସେବାର ମୂର୍ତ୍ତିମନ୍ତ ବିଗ୍ରହ ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ

ଭୁବନେଶ୍ୱର: ‘‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ।’’ ଗୋପବନ୍ଧୁ ଦାସଙ୍କ ଏହି ଦୁଇ ଧାଡ଼ି କବିତାରୁ ବାରି ହୁଏ ତାଙ୍କ ତ୍ୟାଗ ଓ ବଳିଦାନର ଗାଥା । ସେ ନିଃସ୍ବାର୍ଥ ସେବାର ମୂର୍ତ୍ତିମନ୍ତ ବିଗ୍ରହ…

Continue reading
ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ୧୪୮ତମ ଜନ୍ମଜୟନ୍ତୀ

ଭୁବନେଶ୍ଵର,09।10: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ୧୪୮ତମ ଜନ୍ମଜୟନ୍ତୀ। ଦିନଦରିଦ୍ରଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଗୋପବନ୍ଧୁ ଦାସ ଥିଲେ ଏକାଧାରାରେ ଜଣେ ଦେଶପ୍ରେମୀ, ସମାଜସେବୀ, ସଂଗଠକ, ସଂସ୍କାରକ ତଥା ସାହିତ୍ୟିକ। ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ଏହି ତପସ୍ୱୀ ସାଧକ…

Continue reading
ବିହାର ନିର୍ବାଚନ: ‘ଜନ ସୁରାଜ’ ଶକ୍ତିଶାଳୀ ତୃତୀୟ ଶକ୍ତି ନା ଭୋଟ୍ କଟର୍‌

ପାଟନା,09।10: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନବାଗତ ପ୍ରଶାନ୍ତ କିଶୋର(ପିକେ)ଙ୍କ ଜନ ସୁରାଜ ଏକ ବିଶ୍ୱସନୀୟ ତୃତୀୟ ସାମ୍ମୁଖ୍ୟ ଭାବରେ ଉଭା ହୋଇଛି। ‘ବିହାରୀ ଡକାୟତ’ଠାରୁ ଆରମ୍ଭକରି ‘ଜୋକର’ ଓ ‘ବହୁରୂପୀ’ରୁ ‘ବିଶ୍ବାସଘାତକ’ ପର୍ଯ୍ୟନ୍ତ ପ୍ରଶାନ୍ତ କିଶୋରଙ୍କୁ ସବୁକିଛି…

Continue reading
ଆଜି ଠାରୁ ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳ,06।10: ଆଜି ଗଜଲକ୍ଷ୍ମୀ ପୂଜା। ଜଗତଜନନୀଙ୍କ ମା’ ଦୁର୍ଗାଙ୍କ ମେଲାଣି ପରେ ଧରାପୃଷ୍ଠକୁ ଧରାବତଣ କରିଛନ୍ତି ଧନଦାତ୍ରୀ ମା’ ଲକ୍ଷ୍ମୀ। ଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳରେ ଜୋରଦାର ପ୍ରସ୍ତୁତି ହୋଇଛି। ସୁଖ, ସମୃଦ୍ଧି, ସୌଭାଗ୍ୟ, ସୁଖ୍ୟାତି ଓ ଐଶ୍ବର୍ଯ୍ୟର ଭଣ୍ଡାର…

Continue reading
୩୬ ଚାନ୍ଦି ମେଢ଼, ପିତଳ,କାଠ ଓ କାଚର ମେଢ଼ରେ ଝଲସୁଛି ରୌପ୍ୟନଗରୀ

କଟକ,30।09: ଏଥର ଦଶହରାରେ କଟକର ୩୬ ପୂଜାମଣ୍ଡପରେ ‌‌ଶୋଭାପାଉଛି ଚାନ୍ଦିମେଢ଼। ଏଥି ସହ ୧୧ଟି ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ସମେତ ପାର୍ଶ୍ବଦେବଦେବୀ ପରିଧାନ କରିଛନ୍ତି ସୁନାମୁକୁଟ ଓ ସୁନାର ଚମ୍ପାହାର। ଚଳିତ ବର୍ଷ ଦୁଇଟି ନୂଆ ଚାନ୍ଦିମେଢ଼ ନିର୍ମାଣ ହୋଇଛି।…

Continue reading
ବିଦେଶରେ ଝଟକିବ ଆମ ସ୍ଥାପତ୍ୟ କଳା କ୍ବାଲାଲମ୍‌ପୁରରେ ଶୋଭାପାଇବ ଓଡ଼ିଶାରେ ନିର୍ମିତ ୨୫ଟନ୍‌ର ପ୍ରସ୍ତର ବୁଦ୍ଧ ମୂର୍ତ୍ତି

ଭୁବନେଶ୍ବର,24/09:ବିଦେଶରେ ଝଟକିବ ଓଡ଼ିଆ ସ୍ଥାପତ୍ୟ କଳା। ଓଡ଼ିଆ ଶିଳ୍ପୀର ହାତଗଢ଼ା ୨୫ଟନ୍‌ ଓଜନର ବିଶାଳ ବୁଦ୍ଧ ମୂର୍ତ୍ତି ମାଲେସିଆର କ୍ବାଲାଲମ୍‌ପୁରରେ ଶୋଭାପାଇବ। ଐତିହାସିକ ବୌଦ୍ଧ ପୀଠ ଧଉଳିଗିରି ପାଦଦେଶରେ ନିର୍ମାଣ କରାଯାଉଥିବା ଏହି ବୁଦ୍ଧ ମୂର୍ତ୍ତି ମାଲେସିଆ ଯିବା ପାଇଁ ପ୍ରସ୍ତୁତ…

Continue reading