ଜାତିସଂଘରେ ‘ ପେଡ୍ ପିରୀଅଡ୍ ଲିଭ୍ ‘ଫିଲ୍ମ ପ୍ରଦର୍ଶିତ

ଭୁବନେଶ୍ବର,23/09:ମହିଳାଙ୍କର କାର୍ଯ୍ୟସ୍ଥଳ ସମତା ଏବଂ ମାନବିକ ଅଧିକାର ଦିଗରେ ଏକ ଐତିହାସିକ ପଦକ୍ଷେପ ହୋଇଛି । ଜାତିସଂଘ ଚର୍ଚ୍ଚ ସେଣ୍ଟରରେ ଆୟୋଜିତ ୪ଥ ଇଣ୍ଟରନ୍ୟାସନାଲ୍ କନଫରେନ୍ସ ଅନ୍ ପେଡ୍ ପିରିଅଡ୍ ଲିଭ୍ରେ ପ୍ରଥମ ଥର ‘ ପେଡ୍ ପିରୀଅଡ୍ ଲିଭ୍ ‘…

Continue reading
କରଣ ଜୋହର କରିବେ ଓଡ଼ିଆ ଫିଲ୍ମ ‘ବୋଉ ବୁଟୁ ଭୂତ’ର ରିମେକ୍ !

ଭୁବନେଶ୍ବର,23/09:କିଛି ମାସ ତଳେ ରିଲିଜ୍ ହୋଇଥିବା ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କ ବ୍ଲକ୍‌ବଷ୍ଟର ଫିଲ୍ମ ବୋଉ ବୁଟୁ ଭୂତ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଥିଲା। ଫିଲ୍ମଟି ଆୟରେ ଅନେକ ବଲିଉଡ ଫିଲ୍ମକୁ ମଧ୍ୟ ପଛରେ ପକାଇଥିଲା। ଏବେ ଏହାର ଲୋକପ୍ରିୟତାକୁ ‌ଦେଖି…

Continue reading
ଆଫ୍ରିକାର ସର୍ବୋଚ୍ଚ ଶିଖର ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ କରି ଇତିହାସ ରଚିଲେ ଓଡିଆ ପୁଅ ଆଶୀର୍ବାଦ

ବରଗଡ଼,22।09: ବରଗଡ଼ର ଅତାବିରା ବ୍ଲକର କୁଲିତା ଟୁକୁରା ଗ୍ରାମର ଜଣେ ୨୯ ବର୍ଷୀୟ ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ଆଫ୍ରିକାର ୫,୮୯୫ ମିଟର ଉଚ୍ଚ ସର୍ବୋଚ୍ଚ ଶିଖର ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ କରି ଇତିହାସ ରଚିଛନ୍ତି। ଜଣେ ଚାଷୀ ପୁଅ ଆଶୀର୍ବାଦ ମହାପାତ୍ର…

Continue reading
ମୋହନଲାଲଙ୍କୁ ଦାଦାସାହେବ ଫାଲ୍‌କେ

ନୂଆଦିଲ୍ଲୀ,20/09: ମାଲୟାଲମ୍‌ ସିନେମାର ସୁପର୍‌ଷ୍ଟାର ମୋହନଲାଲଙ୍କୁ ୨୦୨୩ ପାଇଁ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ଆଜି କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ମୋହନଲାଲ କହିଛନ୍ତି, ‘ଏହା କେବଳ ମୋର ନୁହେଁ, ସମଗ୍ର ମାଲୟାଲମ୍‌…

Continue reading
‘ହୋମ୍‌ବାଉଣ୍ଡ’ଓସ୍କାର ପାଇଁ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବ

ନୂଆଦିଲ୍ଲୀ,20/09: ଓସ୍କାର ପାଇଁ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବ ଫିଲ୍ମ ‘ହୋମ୍‌ବାଉଣ୍ଡ’ | ଓସ୍କାର ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବେ ‘ହୋମ୍‌ବାଉଣ୍ଡ’ ମନୋନୀତ ହୋଇଛି | ଫିଲ୍ମ ଫେଡେରେସନ ଅଫ୍ ଇଣ୍ଡିଆ (FFI) ଆଜି କୋଲକାତାରେ ଘୋଷଣା କରିଛି ଯେ…

Continue reading
ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ସମ୍ବଲପୁର,20/09: ପବିତ୍ର ମହାଳୟା ତିଥିରେ ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ଟ୍ରଷ୍ଟବୋର୍ଡ ଓ ପୂଜକମାନଙ୍କ ମିଳିତ ବୈଠକରେ ଦର୍ଶନ ସମୟ ନିର୍ଘଣ୍ଟ କରାଯାଇଛି। ମହାଳୟା ଦିନ ଭୋର ୪ଟା ୩୦ରେ ମା’ଙ୍କର ମଙ୍ଗଳ ଆଳତି କରାଯିବ। ମଙ୍ଗଳ ଆଳତି…

Continue reading
ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହେଲା ଶିମିଳିପାଳର ବିରଳ କଳାବାଘ

ଭୁବନେଶ୍ୱର,୧୯.୦୯.୨୦୨୫: ବନ୍ୟପ୍ରାଣୀ ସମ୍ପର୍କିତ ଚମତ୍କାର କଥାବସ୍ତୁ ଓ ଚିତାକର୍ଷକ ଚିତ୍ର ପାଇଁ ସାରା ବିଶ୍ୱରେ ବିଶେଷ ଆଦୃତ ଲାଭ କରିଥିବା ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ଶିମିଳିପାଳର ବିରଳ କଳାବାଘ । “The Tigers Who…

Continue reading
୩୦୦ ବର୍ଷର ପରମ୍ପରାକୁ ବଂଚାଇବାର ପ୍ରୟାସ, ଜୟପୁର ଦଶହରା ୬୦ ରୁ ଅଧିକ ଆଦିବାସୀ ଗୋଷ୍ଠୀ ଅଂଶଗ୍ରହଣ କରିବେ

ଜୟପୁର,16/09: ଚଳିତ ବର୍ଷ କୋରାପୁଟ ଜିଲ୍ଲାର ଜୟପୁର ଦଶହରା ପୂଜା କମିଟି ଦ୍ୱାରା ଆୟୋଜିତ ହେଉଥିବା ଦଶହରା ଉତ୍ସବରେ ୬୦ ରୁ ଅଧିକ ଆଦିବାସୀ ଗୋଷ୍ଠୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ନିଜର ସମୃଦ୍ଧ ଇତିହାସ ଏବଂ ଜୟପୁର ରାଜ୍ୟର…

Continue reading
ବୃଦ୍ଧଙ୍କ ପେଟରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି

ବ୍ରହ୍ମପୁର: MKCG ମେଡିକାଲରେ ବିରଳ ଅସ୍ତ୍ରୋପଚାର । ୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟ ନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି । ମେଡିକାଲର ENT ବିଭାଗର ଉଦ୍ୟମରେ ପ୍ରାୟ ସପ୍ତାହେ ପରେ ବୃଦ୍ଧଙ୍କ ପେଟରୁ ଦାନ୍ତକାଠିକୁ ବାହାର କରାଯାଇଛି । ବିଭାଗୀୟ…

Continue reading
ଆଜି ଗୁରୁ ଦିବସ

ଭୁବନେଶ୍ୱର: ଆଜି ଗୁରୁ ଦିବସ। ଗୁରୁ ଶିଷ୍ୟଙ୍କ ସମ୍ପର୍କର ମହତ୍ତ୍ୱପୂର୍ଣ୍ଣ ଦିବସ । ଗୁରୁଙ୍କୁ ଛାତ୍ରଛାତ୍ରୀ ପୂଜା କରୁଥିବା ବେଳେ ଗୁରୁ ମାନେ ମଧ୍ୟ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନର ଆଲୋକ ଆଡ଼କୁ ନେବା ପାଇଁ ସଂକଳ୍ପବଦ୍ଧ । ଗୁରୁଦିବସ ପାଇଁ…

Continue reading