ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ୪ ସପ୍ତାହ ମଧ୍ୟରେ ମାମଲା ସାରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପାଟଣାଗଡ: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ବିଚାର ପ୍ରକ୍ରିୟା ବିଲମ୍ବନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ଚାରି ସପ୍ତାହ ମଧ୍ୟରେ ମାମଲା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ହୃଷିକେଶ ରାଏ ଓ ଏସ୍‌ବିଏନ୍‌…

Continue reading
ଅନିଲ-ହଂସିକାଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ରାଜଧାନୀରେ ହାଇ ପ୍ରୋଫାଇଲ୍‌ ଠକେଇ ମାମଲାରେ ଅନିଲ- ହଂସିକାଙ୍କ ଜାମିନ ଖାରଜ କଲେ ଭୁବନେଶ୍ଵର ଏଡିଜେ ୨ କୋର୍ଟ । ଜାନୁଆରୀ ୧୮ ତାରିଖରେ ଉଭୟଙ୍କ ଶୁଣାଣି ହୋଇଥିଲା । ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ ।…

Continue reading
ବଡର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ତାଟିଗୁଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ଘଟିଛି। ମୃତକ ତାଟିଗୁଡା ଗାଁର ଭୀମା ସୋଡ଼ୀ ବୋଲି ଜଣାପଡିଛି। ସୂଚନା ମୂତାବକ ତାଟିଗୁଡା ଗାଁର…

Continue reading
ନିଶା ଖାଇବାକୁ ବାରଣ କରିବାରୁ ଆତ୍ମହତ୍ୟା

ଭୁବନେଶ୍ବର: ରାଜଧାନୀ ପଳାଶୁଣି ଅଞ୍ଚଳରେ ଅଭାବନୀୟ ଘଟଣା। ନିଶା ଖାଇବାକୁ ବାରଣ କରିବାରୁ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବେକରେ ରଶି ଲଗାଇ ଉକ୍ତ ବ୍ୟକ୍ତି ଜଣଙ୍କ ଝୁଲିପଡିଥିଲେ। ମୃତକଙ୍କ ନାଁ ହେଉଛି କୈବଲ୍ୟ ଜେନା । ବୟସ ୪୦…

Continue reading
ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି

ଭୁବନେଶ୍ୱର:ଚୋରି ହୋଇଛି ହାଇପ୍ରୋଫାଇଲ୍ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ। ନୟାପଲ୍ଲୀ ଓଜଉ ଭିଲେଜ୍ ଭଳି ହାଇସିକ୍ୟୁରିଟି ଜୋନରେ ଥିବା ତାଙ୍କ ଘରୁ ହୋଇଛି ଚୋରି। ଚୋର ୫୦ ଲକ୍ଷ ଟଙ୍କାର ସୁନାଗହଣା ନେଇଯାଇଛି। ତା’ ସହିତ…

Continue reading
ନୃଶଂସ ପୁଅ: ମା’ ବେକକୁ କାଟିଲା

ବାରିପଦା: ରାଶନ ଚାଉଳ ଭାଗବଣ୍ଟାକୁ ନେଇ ନୃଶଂସ ପୁଅ ଏକ ଦାଆରେ ମା’ ବେକକୁ କାଟି ହତ୍ୟା କରିବା ପରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା…

Continue reading
ଏନକାଉଣ୍ଟର: ନିହତ ମାଓବାଦୀଙ୍କ ମଧ୍ୟରୁ କଟକରୁ ଜଣେ

ଭୁବନେଶ୍ୱର: ନୂଆପଡ଼ା ଜିଲା ଓ ଛତିଶଗଡ଼ ଗରିଆବନ୍ଦ ସୀମା କୁଲାରିଘାଟ ଜଙ୍ଗଲରେ ସୁରକ୍ଷାବାହିନୀ-ମାଓବାଦୀ ଗୁଳି ବିନିମୟରେ ନିହତ ହୋଇଥିବା ୧୬ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଳିଛି। ମୃତକ ୧୨ ଜଣ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଓଡ଼ିଶାର ବୋଲି ଜଣାପଡ଼ିଛି। ତେବେ…

Continue reading
ଏସ୍‌ବିଆଇ ଏଟିଏମ୍‌କୁ ତାଡ଼ି ଲୁଟ୍‌

ଭୁବନେଶ୍ୱର: ସାମନ୍ତରାପୁର ସ୍ଥିତ ଶ୍ରୀରାମ ନଗର ପାଖ ତିନି ଛକ ନିକଟରେ ଏସ୍‌ବିଆଇ ଏଟିଏମ୍‌କୁ ତାଡ଼ି ଲୁଟ୍‌ କଲେ ଲୁଟ୍‌ । ଘଟଣାସ୍ଥଳରେ ସିସିଟିଭିକୁ ଆଧାର କରି ଧଉଳି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ରାଜଧାନୀ ଭୁବନେଶ୍ୱରରେ ଏଭଳି…

Continue reading
ହଂସିକାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ପୋଲିସ

ଭୁବନେଶ୍ୱର: ଅନିଲ- ହଂସିକା ଗିରଫ ମାମଲାରେ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ପକ୍ଷରୁ ଅଭିଯୋଗ ପରେ ହଂସିକାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ପୋଲିସ । ଶୁକ୍ରବାର ଜେଏମ୍‌ଏଫ୍‌ସି କୋର୍ଟରେ ଏନେଇ ଆବେଦନ କରାଯିବ ବୋଲି ସୂଚନା ମିଳିଛି…

Continue reading
ମାଓବାଦୀଙ୍କ ଅସ୍ତ୍ର କାରଖାନା ଠାବ

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମାଜିଲ୍ଲାରେ ମାଓବାଦୀଙ୍କ ଅସ୍ତ୍ର ଶସ୍ତ୍ର ତିଆରି କରିବା କାରଖାନା ଠାବ । ମାଓ ବିରୋଧୀ ଅଭିଯାନରେ କୋବ୍ରା ବାଟାଲିୟନ ଓ ସିଆର୍‌ପିଏଫ୍‌ର ମିଳିତ ଅପରେସନ ବେଳେ ସୁକୁମା ଜିଲ୍ଲାର ମେଟାଗୁଡେମ ଏବଂ ଡୁଲେର ଗାଁ ମଧ୍ୟରେ…

Continue reading