ପାଣିକୋଇଲି ଗୁଳିକାଣ୍ଡ:୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଯାଜପୁର ଜିଲ୍ଲା ପାଣିକୋଇଲି ବଜାରରେ ଶନିବାର ଦିନ ଅପହରାହ୍‌ଣରେ ଘଟିଥିବା ଗୁଳିକାଣ୍ଡ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବଗତ ହୋଇଛନ୍ତି। ଏହି ଘଟଣା ନେଇ ସେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ନିମନ୍ତେ ୨…

Continue reading
ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ମୃତ

ଯାଜପୁର: ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାର ନାମକ ସୁନା ଦୋକାନରୁ ଲୁଟ ଉଦ୍ୟମ ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡ଼ । ସୁନା ଦୋକାନର ୨ କର୍ମଚାରୀଙ୍କ ସହ ରାସ୍ତା କଡରେ ଥିବା ଇଲେକ୍ଟ୍ରି କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ I ଏଥିରେ ବିଦ୍ୟୁତ…

Continue reading
ଚୋରି ପରେ ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କଳିଙ୍ଗନଗର ଦ୍ବିତୀୟ ଲାଇନରେ ଘରେ ଚୋରି କରିବା ପରେ ଦୁର୍ବୃତ୍ତ ଘରେ ଲଗାଇଦେଲେ ନିଆଁ । କଳିଙ୍ଗ ନଗରର ପ୍ଲଟ ନମ୍ବର ୨୧ରେ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ଘରେ ଗତକାଲି ରାତିରେ କିଛି ଦୁବୃର୍ତ୍ତ ପଶିଥିଲେ…

Continue reading
ଭଉଣୀ-ଭାଇଙ୍କୁ ଗୁଳିମାଡ଼

ବଇଣ୍ଡା: ଅନୁଗୁଳ ଜିଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ଶୋଇଥିବା ବେଳେ ଭଉଣୀ-ଭାଇଙ୍କୁ ଗୁଳିମାଡ଼ ହୋଇଛି। ଫଳରେ ଏହି ଗୁଳିମାଡ଼ରେ ୧୫ ବର୍ଷୀୟ ଭଉଣୀ ଏବଂ ୧୧ ବର୍ଷୀୟ ଭାଇ…

Continue reading
ଲୁଟି ନେଲେ ୩୦ କିଲୋ ସୁନା

ସମ୍ବଲପୁର: ସମ୍ବଲପୁରରେ ଘଟିଛି ବଡ଼ ଧାରଣାର ଡକାୟତି। ଆଜି ସକାଳୁ ସମ୍ବଲପୁର ବୁଢ଼ାରଜା ଅଞ୍ଚଳରେ ଥିବା ମାନା ପୁରମ୍ ଗୋଲ୍ଡ ଫାଇନାନ୍ସ କାର୍ୟ୍ୟାଳୟରୁ ଲୁଟି ନେଇଛନ୍ତି ଲକର ଭିତରେ ଥିବା ୩୦ କିଲୋ ସୁନା ସହ ସମସ୍ତ ଟଙ୍କା। ଆଜି ମାନା…

Continue reading
ଭିଜିଲାନ୍ସ ଜାଲରେ ସୁପରଭାଇଜର

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ସୁପର ଭାଇଜର । ୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମେଡିକାଲ ସୁପରଭାଇଜର ଲକ୍ଷ୍ମୀ ମହାରଣା । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଡାକ୍ତରଖାନାରେ କାର୍ୟ୍ୟରତ ସୁପରଭାଇଜର ଲକ୍ଷ୍ମୀ ମହାରଣା ଜନ୍ମମୃତ୍ୟୁ ପ୍ରମାଣ ପତ୍ର ନିମନ୍ତେ…

Continue reading
ସାଙ୍ଗକୁ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଲେ ସାଙ୍ଗ

ବୋରିଗୁମ୍ମା: ରାତିରେ ଭୋଜି କରିବା ପରେ ସକାଳୁ ସାଙ୍ଗକୁ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଲେ ସାଙ୍ଗ । ମୃତ ଯୁବକ ଜଣକ ବୋରିଗୁମ୍ମା ନକୁଳଗୁଡା ଗ୍ରାମର ଜଗନ୍ନାଥ ମାଝୀ (୨୮) ବୋଲି ଜଣାପଡ଼ିଛି । ଏହି ହତ୍ୟାକାଣ୍ଡର କାରଣ…

Continue reading
ପରିବାରର ୫ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ହୋଟେଲରେ ମଙ୍ଗଳବାର ଜଣେ ଯୁବକ ତାଙ୍କ ମା’ ଓ ୪ ଭଉଣୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ନାଁ ଅର୍ଶଦ (୨୪)। ତାଙ୍କୁ ପୁଲିସ ଗିରଫ କରିଛି। ଅର୍ଶଦଙ୍କ ବାପା ବଦରଙ୍କର…

Continue reading
ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବେଳେ ଫୁଟିଲା ଗୁଳି, ବୁଲିଲା ଛୁରୀ

ଖଲ୍ଲିକୋଟ : ନୂଆବର୍ଷରେ ଅଘଟଣ। ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବେଳେ ଫୁଟିଲା ଗୁଳି, ବୁଲିଲା ଛୁରୀ। ଏହି ଆକ୍ରମଣରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା…

Continue reading
ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: ବିରସୋତୀ ଗାଁର ପାଟ ମଝିରେ ଥିବା ଏକ ପୋଖରୀରୁ ଯୁବକଙ୍କ ଭାସୁଥିବା ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ କାହ୍ନୁଚରଣ ନାଥ ବୋଲି ଜଣାପଡ଼ିଛି । ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କେନ୍ଦ୍ରାପଡ଼ା ଜିଲ୍ଲା…

Continue reading