ଆଜି ରାଜ୍ୟ କ୍ୟାବିନେଟ୍
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ବସିବ । ଅପରାହ୍ନ ୪ଟାରେ ଏ ବୈଠକ ବସିବାକୁ କାର୍ୟ୍ୟସୂଚି ଧାର୍ୟ୍ୟ ହୋଇଛି । ନିର୍ଦ୍ଦିଷ୍ଟ ଭାବେ ଏଜେଣ୍ଡା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ବସିବ । ଅପରାହ୍ନ ୪ଟାରେ ଏ ବୈଠକ ବସିବାକୁ କାର୍ୟ୍ୟସୂଚି ଧାର୍ୟ୍ୟ ହୋଇଛି । ନିର୍ଦ୍ଦିଷ୍ଟ ଭାବେ ଏଜେଣ୍ଡା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ…
ଭୁବନେଶ୍ୱର : ବସ୍ କିମ୍ବା ଘରେ ଥାଇ ସିଧା ଟିକଟ୍ କରି ହେବ । ଫୋନ୍ ପେ, ଗୁଗୁଲ ପେ ଭଳି ଆପ୍ରେ ଟିକଟ କରି ପାରିବେ ଯାତ୍ରୀ । ଏନେଇ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଓପନ୍ ନେଟୱାର୍କ…
ଭଦ୍ରକ: ପୂର୍ବତନ ସରପଞ୍ଚ ତଥା ସମବାୟ ସେବା ସମିତିର ସଭାପତି ଚିତ୍ତ ରଞ୍ଜନ ରାଉତଙ୍କୁ ହତ୍ୟା । ନାଳରୁ ଚିତ୍ତ ରଞ୍ଜନଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କ ମୁଣ୍ଡର ପଛ ପଟେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି…
ଭୁବନେଶ୍ୱର: ରାଜ୍ୟ ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ‘ସୁଭଦ୍ରା’ର ପ୍ରଥମ କିସ୍ତିର ତୃତୀୟ ପର୍ୟ୍ୟାୟ ଟଙ୍କା ଆସନ୍ତା ୨୪ତାରିଖରେ ପ୍ରାୟ ୨୦ଲକ୍ଷ ହିତାଧିକାରୀଙ୍କୁ ମିଳିବ । ଏନେଇ ରାଜ୍ୟ ସରକାର ପ୍ରସ୍ତୁତି ଶେଷ କରିଛନ୍ତି । ଏବେସୁଦ୍ଧା ରାଜ୍ୟରେ ମୋଟ ୧କୋଟି…
ଆଠଗଡ଼: ବଡ଼ଓଷା ପାଇଁ ଧବଳେଶ୍ୱରଙ୍କ ପୀଠ ଆଜି ଲୋକାରଣ୍ୟ । ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତ୍ର ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ପ୍ରକାର ନିତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରଫିଟା ଯାଇଥିଲା।…
ଭୁବନେଶ୍ୱର: ରାଜ୍ୟ ସରକାର ୨୦୨୫ ମସିହା ପାଇଁ ଛୁଟି କ୍ୟାଲେଣ୍ଡର ଜାରି କରିଛନ୍ତି। ୨୦୨୫ ଇଂରାଜୀ ବର୍ଷରେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ୨୬ଟି ସରକାରୀ ଛୁଟିଦିନ ଓ ୮ଟି ଇଚ୍ଛାଧୀନ ଛୁଟି(ଯେକୌଣସି ଗୋଟିଏ ଦିନ) ମିଳିବ। ଅବଶ୍ୟ ଏହି ସମସ୍ତ ଛୁଟିରେ…
ପୁରୀ: ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା। ସିଂହଦ୍ୱାର ଦେଇ ମହିଳା ଜଣକ ଶ୍ରୀମନ୍ଦିର ଗୁମୁଟ ପର୍ୟ୍ୟନ୍ତ ଯାଇଥିଲେ। ସେଠାରେ ତାଙ୍କୁ ଧରି ଥିଲେ ଜଗନ୍ନାଥ ଟେମ୍ପୁଲ ପୁଲିସ୍। ମହିଳା ଜଣକ ଚାଇନିଜ୍ ଭାଷାରେ କଥା ହେଉଥିବା ଜଣାପଡ଼ିଛି। ଉଦ୍ଧାର ବେଳେ ମହିଳା…
ନୂଆଦିଲ୍ଲୀ: ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ୟ୍ୟୟ ବିଧାନସଭା ନିର୍ବାଚନ। ସକାଳ ୭ଟା ରୁ ୫ଟା ପର୍ୟ୍ୟନ୍ତ ଚାଲିବ ଭୋଟ ଗ୍ରହଣ। ପ୍ରଥମ ପର୍ୟ୍ୟାୟରେ ୪୩ ସିଟ୍ରେ ନିର୍ବାଚନ ହେଉଛି। ପାଖାପାଖି ୧୩.୭ ମିଲିୟନ ଜନତା ବାଛିବେ ନିଜର ନେତା। ପ୍ରଥମ ପର୍ୟ୍ୟାୟ…
କ୍ରୀଡ଼ା କେନ୍ଦ୍ର ବାହାରେ ଶତାଧିକ ଲୋକ ଛିଡ଼ା ହୋଇଥିଲେ। ଅନେକ ଲୋକ ରାସ୍ତାରେ ଚାଲି ଚାଲି ମଧ୍ୟ ଯାଉଥିଲେ। ଏହି ସମୟରେ ହଠାତ ଗୋଟିଏ ଦ୍ରୁତଗାମୀ କାର ଆସିବା ସହ ଲୋକଙ୍କ ଉପରେ ମାଡ଼ି ଯାଇଛି। ଏଥିଯୋଗୁ ୩୫ ଜଣଙ୍କ ମୃତ୍ୟୁ…
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଆଶ୍ୱସ୍ତି। ଚୁପ ରହିବା ପାଇଁ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ମାମଲାର ଶୁଣାଣିକୁ ନ୍ୟୁୟର୍କର ଗୋଟିଏ କୋର୍ଟ ଅସ୍ଥାୟୀ ରୂପ ସ୍ଥଗିତ କରି ଦେଇଛନ୍ତି। ଏହି ମାମଲାରେ ଟ୍ରମ୍ପ ପୂର୍ବରୁ ଦୋଷୀ…