ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ: ୧୬ ବର୍ଷ ପରେ ଲେଉଟିବ କି ‘ଘୋଡ଼ାବେପାର’!
ଭୁବନେଶ୍ୱର : ୨୦୧୦ ପରଠାରୁ ଓଡ଼ିଶାରେ ଆଉ ରାଜ୍ୟସଭା ନିର୍ବାଚନ ବେଳେ ଘୋଡ଼ାବେପାର ହୋଇନାହିଁ । ସେବେଠାରୁ ସୁରୁଖୁରୁରେ ବିଜେଡ଼ି ତା’ର ପ୍ରାର୍ଥୀମାନଙ୍କୁ ଜିତାଇ ଚାଲିଛି । ୨୦୧୪ରେ ରଞ୍ଜୀବ ବିଶ୍ୱାଳ ବିଜେଡ଼ି-ବିଜେପିକୁ ଚକମା ଦେଇ ବାଜିମାତ୍ କରିଥିଲେବି ସେତେବେଳେ ଘୋଡ଼ାବେପାରର…












