ବୃଦ୍ଧାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ଖୋର୍ଦ୍ଧା : ଜଟଣୀରେ ଘରେ ପଶି ବୃଦ୍ଧାଙ୍କୁ ନିର୍ମମ ହତ୍ୟା। ଶୁକ୍ରବାର ରାତିରେ ଘରେ ପଶି ଜଣେ ବୃଦ୍ଧାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ଜଟଣୀ ଥାନା ଉପରବସ୍ତ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ଲୁଟ୍ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ…

Continue reading
ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ଏନ୍‌କାଉଣ୍ଟର

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲାରେ ପୁଣି ଏନକାଉଣ୍ଟର । ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ପ୍ରଥମଥର ଏନକାଉଣ୍ଟର କରାଯାଇଥିଲା । ପୁରୁଷୋତ୍ତମପୁର ନଦୀତଟ ସାହିର କୁକ୍ଷାତ ଅପରାଧି କାଳିଆ ଓରଫ ଘନଶ୍ଯାମବେହେରାଙ୍କୁ ପୋଲିସ ଏନକାଉଣ୍ଟର କରିଛି । କାଳିର ଗ୍ଯାଙ୍ଗ ଦିର୍ଘଦିନହେଲା ପୁରୁଷୋତ୍ତମରପୁର ଥାନା…

Continue reading
ମହର୍ଷି କଲେଜରେ ଆତଙ୍କରାଜ; ୩ ଛାତ୍ର ଗିରଫ, ୫ଙ୍କୁ ନୋଟିସ୍, ଥାର୍ ଜବତ

ଭୁବନେଶ୍ବର: ପୁଣି ଅଶାନ୍ତ ହୋଇଛି ଭୁବନେଶ୍ବର ମହର୍ଷି କଲେଜ । କିଛି ଅଣଛାତ୍ରଙ୍କ ସମେତ ଏକ ଛାତ୍ରଗୋଷ୍ଠୀ କଲେଜ କ୍ୟାମ୍ପସ ଭିତରେ ଥାର୍ ଗାଡି ପୁରାଇ ଆତଙ୍କରାଜ ସୃଷ୍ଟି କରିଛନ୍ତି । ଗତକାଲି (ଗୁରୁବାର) ଏହି ଘଟଣାରେ ସହିଦନଗର ଥାନା ପୋଲିସ…

Continue reading
ଲୁଟିନେଲେ ୨୦ ଲକ୍ଷ ଅଳଙ୍କାର

ଖଇରା:ବାଲେଶ୍ବରଜିଲ୍ଲା ଖଇରା ଥାନା କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗାଁର ଅନନ୍ତ କୁମାର ମିଶ୍ରଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଘରର ତାଲା ଭାଙ୍ଗି ଘରେ ଥିବା ୨୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା, ରୁପା ଅଳଙ୍କାର ସମେତ ନଗଦ ୮୦ହଜାର ଟଙ୍କା…

Continue reading
ଅପହରଣ କରି ପ୍ରେମିକାକୁ ହତ୍ୟା:୩ ଗିରଫ

କୁଚିଣ୍ଡା: କୁଚିଣ୍ଡାରୁ ଅପହରଣ କରି ପ୍ରେମିକାକୁ ହତ୍ୟା କରିଥିବା ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ୍ । ମୁଖ୍ୟ ଅଭିଯୁକ୍ତ ପ୍ରେମିକ ଅନୀଲ ପୃଷେଠ ସହ ତା’ର ବନ୍ଧୁ ସୁଭିତ୍ ମାକର ଓ ଅଶୋକ କିସାନକୁ କୋର୍ଟ ଚାଲାଣ କରାଯାଇଛି…

Continue reading
୧୦ ବର୍ଷର ଝିଆରୀକୁ ଦୁଷ୍କର୍ମ: ଦାଦା ଓ ବଡ଼ ବାପା ଗିରଫ

ବ୍ରହ୍ମପୁର : ଘରେ ବି ଝିଅ ସୁରକ୍ଷିତ ନୁହେଁ। ବାପା ସମାନ ଦାଦା ଓ ବଡ଼ ବାପା ରାକ୍ଷସ ପାଲଟିଗଲେ । ୧୦ ବର୍ଷର ଝିଆରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ଅଞ୍ଚଳରେ ଏଭଳି…

Continue reading
ସ୍ତ୍ରୀଙ୍କ ଜନ୍ମଦିନରେ ସ୍ୱାମୀଙ୍କୁ ହତ୍ୟା!

ବାଲେଶ୍ୱର: ପତ୍ନୀଙ୍କ ଜନ୍ମଦିନ ପାଇଁ ଭୁବନେଶ୍ୱରରୁ ବାଲେଶ୍ୱର ଆସିଥିଲେ । ଧୁମ୍‌ଧାମରେ ଜନ୍ମଦିନ ମଧ୍ୟ ପାଳନ କରାଯାଇଥିଲା । ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ସେଲିବ୍ରେସନ୍ । ମାତ୍ର ପରେ ସ୍ୱାମୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ କରାଯାଇଛି । ସମସ୍ତଙ୍କୁ ଚକିତ…

Continue reading
ରଥଯାତ୍ରା ଭିଡ଼ ଲୁଟେରାଙ୍କ ପାଇଁ ପୁଷମାସ: ୧୦୩ ଗିରଫ

ପୁରୀ: ରଥଯାତ୍ରା ଭିଡ଼ ଲୁଟେରାଙ୍କ ପାଇଁ ପୁଷମାସ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ରେ କରିଛନ୍ତି ଲୁଟ୍‌ପାଟ । ଗୋଟିଏ ପରେ ଗୋଟିଏ ଲୁଟ୍ କରି ଖସିଯାଉଥିବା ବେଳେ ଶତାଧିକ ଲୁଟେରାଙ୍କୁ କାବୁ କରିଛନ୍ତି ଶ୍ରଦ୍ଧାଳୁ । ସେମାନଙ୍କ ମଧ୍ୟରୁ କିଛି…

Continue reading
ନକଲି ସୁନା ବନ୍ଧକ ରଖି ଋଣ ଠକେଇ ଅଭିଯୋଗ, ୩ ଗିରଫ

ଦେବଗଡ଼:ନକଲି ସୁନା ବନ୍ଧକ ରଖି ଋଣ ଠକେଇ ହୋଇଥିବା ନେଇ ଦେବଗଡ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ଆଜି ପୁଲିସ ୩ ଜଣଙ୍କୁ ଗିରଫ…

Continue reading
ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲା: ଏନ୍‌ଆଇଏର ଛାନ୍‌ଭିନ୍

ଭୁବନେଶ୍ୱର,: ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ମାମଲାରେ ଏବେ ଅଭିଯୁକ୍ତ ରୋହନ ରଞ୍ଜନ ରାଉତ ଉପରେ ଫୋକସ୍ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) । ତା’ ମୋବାଇଲ୍‌ରେ କିଛି ବୋମା ପ୍ରସ୍ତୁତିର ଭିଡିଓ ଓ ଫଟୋଚିତ୍ର ଥିବାର ସୁରାକ ମିଳିଛି ।…

Continue reading