ଭୁବନେଶ୍ବର କୋର୍ଟରେ ବୋମା ଆତଙ୍କ

ଭୁବନେଶ୍ବର : ଭୁବନେଶ୍ବର କୋର୍ଟରେ ବୋମା ଆତଙ୍କ । କୋର୍ଟ ପରିସରରେ ଭୟର ବାତାବରଣ । ଏହା ମଧ୍ୟରେ କୋର୍ଟରେ ବୋମା ନିଷ୍କ୍ରିୟକାରୀ ଟିମ୍‌ର ଛାନ୍‌ଭିନ୍‌ । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଯାଞ୍ଚ । ତେବେ ବୋମା ଧମକ ମିଳିବା…

Continue reading
ଭୁବନେଶ୍ବର ବିମାନବନ୍ଦରରୁ ୫ କୋଟି ଟଙ୍କାର ମାରିଜୁଆନା ଜବତ

ଭୁବନେଶ୍ୱର: ବିମାନ ଯୋଗେ ହେଉଛି ନିଶା ସାମଗ୍ରୀ ଚାଲାଣ। ବିଭିନ୍ନ ଏୟାରପୋର୍ଟରେ ନିୟମିତ ମାରିଜୁଆନା (hydroponic weed) ଜବତ ହେଉଛି। ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି ହେଉଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକାଧିକ ବାର ଏହି ନିଶା…

Continue reading
ଚପଲରୁ ମିଳିଲା ମୃତକର ପରିଚୟ: ଡିଏନଏ ରିପୋର୍ଟରେ ଧରାପଡ଼ିଲା ହତ୍ୟାକାରୀ

ଉଦଳା: ଚପଲରୁ ମିଳିଲା ମୃତକର ପରିଚୟ । ଅଢେଇ ବର୍ଷ ପରେ ଖୋଲିଲା ହତ୍ୟା ରହସ୍ୟ । ଡିଏନଏ ରିପୋର୍ଟରେ ଧରାପଡ଼ିଲା ହତ୍ୟାକାରୀ । ୨୦୨୩ ନଭେମ୍ବର ୮ରେ ଉଦଳା ଥାନା ବହୁବନ୍ଧ ସୁରେଇସାହି କାଜୁ ଜଙ୍ଗଲର ଏକ ପରିତ୍ୟକ୍ତ କୂଅ…

Continue reading
ଛାତ୍ରୀ ଆତ୍ମହତ୍ୟା ମାମଲା ; ଖଣିମନ୍ତ୍ରୀଙ୍କ ପୁତୁରା ଗିରଫ

ଗୋପାଳପୁର : ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଠାରେ ଥିବା ଏକ ବେସରକାରୀ କଲେଜର ବିସିଏ ଦ୍ବିତୀୟ ବର୍ଷର ଛାତ୍ରୀ ସ୍ମୃତି ଭୋଳ(୨୦) ଶନିବାର କଲେଜ ପରିସର ହଷ୍ଟେଲ କୋଠରୀରେ ଆତ୍ମହତ୍ୟା କରିବା ଘଟଣାରେ ପୁଲିସ ଆଜି ଅଭିଯୁକ୍ତ…

Continue reading
ପରକୀୟା ପ୍ରୀତି: ରାଜଧାନୀରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ଵର : ପରକୀୟା ପ୍ରୀତି ପାଇଁ ରାଜଧାନୀରେ ଗଡ଼ିଲା ମୁଣ୍ଡ। ଗାଡ଼କଣ ଶ୍ରୀ ସାଇ ବିହାରରେ ବର୍ବର ହତ୍ୟାକାଣ୍ଡ। ସ୍ତ୍ରୀ ସହ ପରକୀୟା ସମ୍ପର୍କ ଥିବା ବ୍ୟକ୍ତିଙ୍କୁ କଟୁରୀରେ ହାଣିଦେଲା ସ୍ଵାମୀ। ଅଭିଯୁକ୍ତକୁ ଗିରଫ କଲା ମଞ୍ଚେଶ୍ଵର ଥାନା ପୁଲିସ। ମୃତ…

Continue reading
ଗୁଣିଗାରେଡ଼ି ସନ୍ଦେହ: ମା’ ଓ ଝିଅକୁ ହାଣିଦେଲେ

ସମ୍ବଲପୁର : ସମ୍ବଲପୁରରେ ଡବଲ ମର୍ଡର। ଶାସନ ଥାନା ଗିରିପାଲିରେ ଡବଲ ମର୍ଡର। ମା’ ଓ ଝିଅକୁ ହତ୍ୟା। ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଶୋଇଥିବା ଅବସ୍ଥାରେ ଟାଙ୍ଗିଆ…

Continue reading
ସୌମ୍ୟ ମୃତ୍ୟୁ ମାମଲା ; ଆଉ ଜଣେ ଗିରଫ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସୌମ୍ୟ ମୃତ୍ୟୁ ମାମଲାରେ ବଢୁଛି ଗିରଫ ସଂଖ୍ୟା। ଏହି ମାମଲାରେ ମଙ୍ଗଳବାର ଆଉ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲିଅନ୍ତା ଥାନା ବେଣୁପୁର ଗାଁର ପ୍ରଦୀପ ମଙ୍ଗରାଜ (୪୬)। ଢେଙ୍କାନାଳରୁ ପ୍ରଦୀପକୁ ଗିରଫ…

Continue reading
ରାଜଧାନୀରେ ପୁଣି ବୁଲିଲା ଖଣ୍ଡା

ଭୁବନେଶ୍ୱର:ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳ ତାରିଣୀ ବସ୍ତିରେ ସଂଘବଦ୍ଧ ଆକ୍ରମଣ। ଖଣ୍ଡା ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ହେଲେ ଦୁଃଶାସନ ନାୟକ। ପୂର୍ବ ଶତ୍ରୁତାକୁ ନେଇ ଦୁଃଶାସନଙ୍କ ସହ କିଛି…

Continue reading
ଓଡ଼ିଶାର ଗଞ୍ଜେଇ ଲିଙ୍କ୍ କାଶ୍ମୀର ଯାଏଁ ଲମ୍ବିଛି

ଭୁବନେଶ୍ବର: କାଶ୍ମୀରରୁ ଆସୁଥିଲା ସେଓ, ଓଡ଼ିଶାରୁ ନିଆଯାଉଥିଲା ଗଞ୍ଜେଇ। ଓଡ଼ିଶାର ଗଞ୍ଜେଇ ଲିଙ୍କ୍ ଲମ୍ବିଛି କାଶ୍ମୀର ଯାଏଁ। ଏଭଳି ଏକ ଗ୍ୟାଙ୍ଗକୁ ଜମ୍ମୁରୁ ଗିରଫ କରି ଭୁବନେଶ୍ବର ଆଣିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ-NCB। ଦୁଇ ଜଣ ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀ…

Continue reading
ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର, ଡକାୟତି ଯୋଜନା ବେଳେ ଗୁଳିମାଡ଼

ଝାରସୁଗୁଡ଼ା: ଶନିବାର ସକାଳେ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଳି ଥାନା ଅଞ୍ଚଳରେ ଏନକାଉଣ୍ଟର ହୋଇଛି। ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନ ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଆହତ ଅପରାଧୀକୁ ଚିକିତ୍ସା ପାଇଁ ଝାରସୁଗୁଡ଼ା…

Continue reading