ମଣିଷ ଜୀବନ ଆରମ୍ଭରୁ ମୃତ୍ୟୁ ପର୍ଯ୍ୟନ୍ତ ନର୍ସମାନେ ହିଁ ପାଖରେ ଥାନ୍ତି: ଅପରାଜିତା
ଭୁବନେଶ୍ୱର: ଶିଶୁଟି ଜନ୍ମ ହେବା ଠାରୁ ଆରମ୍ଭ କରି ମନୁଷ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ନର୍ସମାନେ ହିଁ ପାଖରେ ଥାଆନ୍ତି । ମହାବାତ୍ୟା ହେଉ ଅଥବା କୋଭିଡ ମହାମାରୀ ଯେକୌଣସି ବିପର୍ଯ୍ୟୟ ସମୟରେ ନର୍ସମାନେ ହିଁ ନୀରବ ଯୋଦ୍ଧା…



