ବନ କର୍ମଚାରୀଙ୍କ ଗାଡିକୁ ଗୁଳିମାଡ

ମୁନିଗୁଡା : ରାୟଗଡାରେ ମାତିଛନ୍ତି ହାତୀ ଦାନ୍ତ ମାଫିଆ। ପାତ୍ରଗୁଡା ନିକଟରୁ ହାତୀ ଦାନ୍ତ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖିଛି ବନ ବିଭାଗ। ସୂଚନା ମୁତାବକ ଆଜି ବନ ବିଭାଗ ଟିମ୍ ପାତ୍ରଗୁଡା ନିକଟରୁ ହାତୀ ଦାନ୍ତ…

Continue reading
୧୦ ଲକ୍ଷ ଲାଞ୍ଚ ମାମଲା: ୩ ଅଭିଯୁକ୍ତଙ୍କ ସରିଲା ରିମାଣ୍ଡ ଅବଧି

ଭୁବନେଶ୍ୱର: ରାଜଧାନୀର ତାରକା ହୋଟେଲ ସାମ୍ନାରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ସୋମବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରୁଥିବାରୁ ସେମାନଙ୍କୁ ଅଦାଲତରେ ହାଜର କରାଯିବ ।ରବିବାର ସିବିଆଇ ଉକ୍ତ ତାରକା ହୋଟେଲର ଜେନେରାଲ ମ୍ୟାନେଜର ଶୁଭମୟ ବାନାର୍ଜୀଙ୍କୁ ପଚରାଉଚରା କରିଛି…

Continue reading
୪୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ

ଭୁବନେଶ୍ୱର : ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀ ଆପାର୍ଟମେଣ୍ଟ । ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରର ଅନେକ ଆପାର୍ଟମେଣ୍ଟରୁ ଚୋରି ହୋଇଛି । ପାହାଳରୁ ଏକ ବଡ ଧରଣର ଲୁଟ୍‌ ହୋଇଥିବା ନେଇ ଶନିବାର ଖବର ସାମ୍ନାକୁ ଆସିଛି । ୪୦…

Continue reading
ନାବାଳିକାଙ୍କୁ ଅପହରଣ:ରେଳ କର୍ମଚାରୀ ଗିରଫ

ବଲାଙ୍ଗିର: ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସ ଜଣେ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ତାଙ୍କ ନାଁ ଘନଶ୍ୟାମ ଭୋଇ। ସେ କେସିଙ୍ଗା ରେଳ ଷ୍ଟେସନରେ ଗ୍ୟାଙ୍ଗମ୍ୟାନ ଭାବେ କାର୍ୟ୍ୟ କରନ୍ତି।ସୂଚନା ଅନୁଯାୟୀ, ଗିରଫ…

Continue reading
୬୫ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ଏତଲା

ଆଳି: ୬୫ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ଏତଲା ଦାୟର କରାଯାଇଛି। ଆଳି ଥାନାରେ ୬୫ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ଏତଲା ଦାୟର କଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ)। ଅର୍ଗଳ ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ ଅଭିଯୋଗରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ୬୫…

Continue reading
ଭରତପୁର ଥାନା ଘଟଣା: ପୀଡ଼ିତାଙ୍କ ହେଲା ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଭରତପୁର ଥାନାରେ ମାମଲା। ସେନା ଅଧିକାରୀଙ୍କ ବାନ୍ଧବିଙ୍କର ପଲିଗ୍ରାଫ ଟେଷ୍ଟ କରାଇଲା କ୍ରାଇମ୍‌ବ୍ରାଞ୍ଚ ଟିମ୍। ଭୁବନେଶ୍ବର ଏସଏଫଏସଏଲରେ ଶେଷ ହେଲା ମିଛଧରା ପରୀକ୍ଷା। ରିପୋର୍ଟ ଆସିବା ପରେ ଖୋଲିବ ଗୁମର। କିଛି ଦିନ ପୀଡ଼ିତାଙ୍କ ପଲିଗ୍ରାଫ…

Continue reading
କାଠଯୋଡି ପଠାରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

କଟକ: ପରମହଂସ କୋଚିଲାଇ ନିକଟ କାଠଯୋଡି ନଦୀ ପଠାରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । ମହିଳାଙ୍କ ମୁହଁ ଓ ବେକରେ ଗଭୀର କ୍ଷତ ରହିଛି । ଘଟଣା ସ୍ଥଳରୁ ଏକ ଧାରୁଆ ଅସ୍ତ୍ର ସହ ଗ୍ଲୋଭ୍ସ ଏବଂ ମଙ୍କି କ୍ୟାପ୍‌…

Continue reading
ଗର୍ଭବତୀ ଗୁଳି ଘଟଣା: ୪ ଅଟକ

ବଣାଇ: ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ଘଟଣାରେ ୪ ଜଣଙ୍କୁ ଅଟକ ରଖିଲା ପୋଲିସ । ମହିଳାଙ୍କ ସ୍ୱାମୀ ଏବଂ ଜଣେ ପୋଲିସ କର୍ମଚାରୀଙ୍କ ସହ ଗ୍ରାମର ୨ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ…

Continue reading
୪ କୋଟି ଟଙ୍କାର ଭାଟ୍‌ ହେରଫେର, ୩ ଗିରଫ

ଭୁବନେଶ୍ୱର: ଭାଟ୍‌ ବାବଦ ୪କୋଟିରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହେରଫେର ନେଇ ଭୁବନେଶ୍ୱର ଭିଜିଲାନ୍ସରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଭିଜିଲାନ୍ସ ଟିମ୍‌ କୋରାପୁଟ ଜୟପୁରର ସିଟି ଆଣ୍ଡ ଜିଏସ୍‌ଟି କାର୍ୟ୍ୟାଳୟର ଆସିଷ୍ଟାଣ୍ଟ ବାଣିଜ୍ୟ କର ଅଧିକାରୀ ଓ ୨ଜଣ ବ୍ୟବସାୟୀଙ୍କୁ…

Continue reading
୨ ମହିଳାଙ୍କ ମୃତଦେହ ଜବତ

କଣ୍ଟାବାଞ୍ଜି: ଟ୍ରେନ୍‌ ଲାଇନରେ ପଡ଼ିଛି ୨ ମହିଳାଙ୍କ ମୃତଦେହ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ କୁକୁଡାହାଡ଼ ଯିବା ଟ୍ରାକ ପାଖରେ ଦୁଇ ମହିଳାଙ୍କ ମୃତଦେହ ଠାବ ହୋଇଛି। ତେବେ ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି। ଜଣେ ବୃଦ୍ଧା…

Continue reading