ଚାଞ୍ଚଲ୍ୟ: ମାର୍ଗଶିର ଗୁରୁବାରରେ ମହିଳାଙ୍କ ତଣ୍ଟି କାଟିଦେଲେ

ଦଶପଲ୍ଲା : ନୟାଗଡ଼ ଜିଲା ବାଣିଗୋଚ୍ଛା ଥାନା ଗଙ୍ଗାଡିହ ଗାଁ ରାସ୍ତାକଡ଼ରୁ ଗୁରୁବାର ତଣ୍ଟିକଟା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। କେହି ମହିଳାଙ୍କୁ ହତ୍ୟା କରି ପରବର୍ତ୍ତୀ ସମୟରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷେ ମହିଳାଙ୍କ ପରିଚୟ…

Continue reading
୭ ମାସର ଗର୍ଭବତୀଙ୍କୁ ଗୁଳି

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ମୃତ ମହିଳାଙ୍କ…

Continue reading
ମାଓ ଆତଙ୍କ : ବିଜେପି କର୍ମୀଙ୍କୁ ହତ୍ୟା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁରରେ ମାଓ ଆତଙ୍କ ଦେଖିବାକୁ ମିଳିଛି। ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବିଜେପି କର୍ମୀଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି। ଛତିଶଗଡ ପୁଟୁର ଥାନା ଅନ୍ତର୍ଗତ ସମନପଲ୍ଲୀ ଗାଁ ନିକଟରେ ବିଜେପି…

Continue reading
ଝାମ୍ପି ନେଲେ ଅଧ କେଜି ସୁନା

ଦେବଗଡ : ଝାମ୍ପି ନେଲେ ଅଧ କେଜି ସୁନା। ଦେବଗଡରେ ସୁନା ଦୋକାନୀଙ୍କ ଠାରୁ ଝାମ୍ପି ନେଲେ ଅଳଙ୍କାର ବ୍ୟାଗ୍‌ । ଅମ୍ବାଦୋଳା ଥାନା ନିକଟ ରାସ୍ତାକଡ ଦୋକାନରୁ ଅଳଙ୍କାର ନେଇ ଚମ୍ପଟ ମାରିଛନ୍ତି ଲୁଟେରା । ଦୋକାନ ଖୋଲୁଥିବା ବେଳେ…

Continue reading
ଗୁଣିଆ ସନ୍ଦେହରେ ହତ୍ୟା

ବନ୍ଧୁଗାଁ: ଅନ୍ଧ ବିଶ୍ଵାସର କରୁଣ ପରିଣତି। ଗୁଣି ଗାରେଡି ସନ୍ଦେହରେ ହତ୍ୟା। ଗୁଣିଆ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଯାରପା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନାନୁଯାୟୀ, ଯାରପା ଗାଁର ଜଙ୍ଗମା ମିନିଆକା ନାମକ…

Continue reading
୨ କେଜି ବ୍ରାଉନସୁଗର ଜବତ, ଜଣେ ଗିରଫ

ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ଅରଡ ବଜାରରୁ ୨ କିଲୋ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ। ବ୍ରାଉନସୁଗାର କାରବାର କରୁଥିବା ଜଣେ ଅଭିଯୁକ୍ତକୁ ଗରିଫ କରାଯାଇଥିବାବେଳେ ଅନ୍ୟଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତରା ନାଁ ଅମଜାଦ ଖାଁ ବୋଲି ଜଣାପଡ଼ିଛି।…

Continue reading
ପ୍ରେମିକାର ଅନ୍ତରଙ୍ଗ ଭିଡିଓ କରି ବ୍ଲାକମେଲ କରୁଥିଲା ପ୍ରେମିକ; ଶେଷରେ କ’ଣ ହେଲା ଜାଣନ୍ତୁ….

ବାଙ୍ଗାଲୁରୁ : ପ୍ରେମରେ ଫସାଇ ବ୍ଲାକମେଲ କରି ପ୍ରେମିକାକୁ ପୁଳା ପୁଳା ଟଙ୍କା ମାଗୁଥିଲା ପ୍ରେମିକ । ଏଭଳି ଏକ ଘଟଣା ଘଟିଛି ବେଙ୍ଗଲୁରୁରେ । ପ୍ରେମିକ ଜଣଙ୍କ ଏକ ଧନୀ ଯୁବତୀଙ୍କୁ ବିବାହ କରିବ କହି ନିଜ ପ୍ରେମରେ ଫସାଇ…

Continue reading
ଛାତ୍ରୀଙ୍କୁ ଗୁଳିକରି ହତ୍ୟା, ଅନର କିଲିଂ ସନ୍ଦେହ

ଉତ୍ତରପ୍ରଦେଶର କାନପୁରରେ ଜଣେ କଲେଜ ଛାତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟା କାଣ୍ଡ ଛାତ୍ରୀଙ୍କ ଘରେ ଘଟିଥିବାରୁ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଏକ ଅନର କିଲିଂ(ସମ୍ମାନ ପାଇଁ ହତ୍ୟା) ବୋଲି ସନ୍ଦେହ କରାଯାଉଛି। ମୃତ ଛାତ୍ରୀଙ୍କ…

Continue reading
ପଥର ଛେଚି ଯୁବକଙ୍କୁ ହତ୍ୟା

ପୁରୀ : ପୁରୀରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଥିବାର ଖବର ମିଳିଛି। ଶ୍ରୀସେତୁ ତଳେ ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ପଥର ଛେଚି ହତ୍ୟା କରାଯାଇଛି। ମୃତକ ପୁରୀ ସଦର ଥାନା ଅନ୍ତର୍ଗତ ଖଣ୍ଡିଆବନ୍ଧ ଗାଁର ସୁଦର୍ଶନ ସାହୁ। ତାଙ୍କ ବୟସ…

Continue reading
ଯନ୍ତ୍ରୀଙ୍କ ୧୮ ପ୍ଲଟ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବିପୁର ସମ୍ପତ୍ତି ଠାବ କରାଯାଇଛି । ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ୨ଟି ବହୁତଳ କୋଠା ଠାବ କରାଯାଇଛି । ଭୁବନେଶ୍ୱରରେ ୬ଟି ପ୍ଲଟ ସମେତ ମୋଟ ୧୮ଟି…

Continue reading