ଓ୍ୱାୟନାଡ଼ ଉପନିର୍ବାଚନ: ପ୍ରିୟଙ୍କା ଗାନ୍ଧି ଆଗୁଆ
ନୂଆଦିଲ୍ଲୀ: କେରଳର ୱାୟନାଡ଼ ଲୋକସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆଜି ଆସୁଛି। ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି। ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ନିର୍ବାଚନ ମୈଦାନରେ ଡେବ୍ୟୁ କରିଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ୨୦ ହଜାର…




