Today Update

ଝାଡ଼ାବାନ୍ତିରେ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

ରାସଗୋବିନ୍ଦପୁର: ଦୁଇ ଦିନ ତଳେ ସକାଳେ ପଖାଳ ଭାତ ଓ ଆଳୁ ଚଟଣୀ ଖାଇବା ପରେ ଝାଡ଼ାବାନ୍ତି ହେବାରୁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲର ପ୍ରାୟ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ…

Continue reading
ମାଟି ତଳୁ ୨ କୋଟିର ଗଞ୍ଜେଇ ଜବତ

ଆର. ଉଦୟଗିରି: ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା କିରାମା ପଞ୍ଚାୟତ ଭିମନପୁର ଗାଁ ନିକଟସ୍ଥ ଜଙ୍ଗଲରେ ବିଭିନ୍ନ ସ୍ଥାନରୁ ମାଟି ତଳୁ ୨୦ କ୍ୱିଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ କରିଛି ପୁଲିସ। ଏହାର ଆନୁମାନିକ ମୂଲ୍ୟ ୨ କୋଟିରୁ…

Continue reading
ଓଡ଼ିଆ ନବବର୍ଷ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ଓ ଓଡିଆ ନବବର୍ଷ । ଆଜି ଓଡିଆ ନବବର୍ଷ ଉପଲକ୍ଷେ ନୂତନ ପଞ୍ଜିକାର ଶୁଭାରମ୍ଭ ହୁଏ । ପ୍ରତ୍ୟେକ ଓଡିଆ ଏହି ଦିନକୁ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି ।…

Continue reading
କଂଗ୍ରେସ-ବିଜେଡି ଏକ ଅସାଧୁ ମେଣ୍ଟ: ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡ଼ି-କଂଗ୍ରେସ ମେଣ୍ଟ ହୋଇପାରେ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ବିଜେଡିର ମେଣ୍ଟ ହେଉଛି ଏକ ଅସାଧୁ ମେଣ୍ଟ ବୋଲି କହିଛନ୍ତି ସାଂସଦ ପ୍ରଦୀପ ପୁରୋହିତ । ପ୍ରଦୀପ କହିଛନ୍ତି, କୌଣସି ଅସାଧୁ ମେଣ୍ଟ ବିଜେପିକୁ…

Continue reading
ସବୁ ବିରୋଧୀ ଏକ ହୁଅନ୍ତୁ: ମନମୋହନ

ଭୁବନେଶ୍ୱର: ମେଣ୍ଟ ଚର୍ଚ୍ଚାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମାଲ କହିଛନ୍ତି ଗଣତନ୍ତ୍ର ବ୍ୟବସ୍ଥାରେ ସମସ୍ତଙ୍କର ସବୁ ଅଧିକାର ଅଛି। ଯେଉଁମାନେ କରୁଛନ୍ତି, ସେମାନେ ତାଙ୍କ ରାସ୍ତାରେ ଯାଉଛନ୍ତି। କିଛି ଭାବିକି ସେମାନେ ଏମିତି କରୁଥିବେ। ଆମେ ବ୍ୟସ୍ତ, ବିବ୍ରତ…

Continue reading
ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ପାଦ ଛୁଇଁ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ହାଇସ୍କୁଲର ଡାଇମଣ୍ଡ ଜୁବିଲି ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସଭାରେ ନିଜ ସମୟରେ ପାଠ ପଢ଼ାଉଥିବା ଶିକ୍ଷକ ମାନଙ୍କୁ…

Continue reading
ବିଜୁ ବାବୁଙ୍କ ଲିଗାସୀକୁ ନେଇ ଏହା କହିଲେ ଭୂପିନ୍ଦର

ଭୁବନେଶ୍ୱର: ବିଜେଡି ବରିଷ୍ଠ ନେତା ଭୂପିନ୍ଦର ସିଂ ବିଜୁ ବାବୁଙ୍କ ଲିଗାସୀ କୁ ନେଇ ମନ୍ତ୍ୟବ ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଆସନ୍ତା ସମୟରେ ଦଳ ଗଠନ ହେବାକୁ ଯାଉଛି ,ସମୟ ଲାଗିବ । ଓଡ଼ିଶା ରାଜନୀତିରେ ୩ ଦଳ…

Continue reading
ଖରାଦିନରେ କ’ଣ ଖାଇବେ କ’ଣ ନାହିଁ, ଜାଣନ୍ତୁ

ଖରା ଦିନରେ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଦେଇଥାଏ । ହାତ, ପାଦ, ଚର୍ମ ଏବଂ ଓଠ ଆଦି ପାଣି କମ ପିଇଲେ ଶୁଖିଯାଏ। ପ୍ରଖର ସୁର୍ଯ୍ୟ କିରଣ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯେଉଁ କାରଣରୁ କେଶ ଶୁଖିଲା…

Continue reading
ଗ୍ରୀଷ୍ମ ଦିନେ ଅନୁଭବ କରୁଛନ୍ତି କି ଦୁର୍ବଳତା?

ଗରମ ଦିନରେ ଖାଇବା ପିଇବାକୁ ନେଇ ସାବଧାନ ରହିବା ଜରୁରୀ। ସାଧାରଣତଃ ଖରା ଦିନେ ମଣିଷ ଖୁବ୍‌ ଶିଘ୍ର ଥକି ଯାଆନ୍ତି। ତେବେ ଏହାର କାରଣ କେବଳ ଖାଇବା ବା ପିଇବା ହୋଇନଥାଏ। ଶରୀରରେ ଭିଟାମିନ କମ ଥିଲେ ମଣିଷ ଅନେକ…

Continue reading
ଖରାଦିନିଆ ଫ୍ୟାଶନ୍‌….

ଫ୍ୟାଶନ ସିଜନ୍‌ ଅନୁଯାୟୀ ବଦଳିଥାଏ। ଖରାଦିନକୁ ଲକ୍ଷ୍ୟକରି କ’ଣ ପିନ୍ଧିଲେ ଏହା ଆପଣଙ୍କୁ କମ୍ଫର୍ଟେବଲ୍‌ ଲାଗିବା ସହିତ କିପରି ଷ୍ଟାଇଲିଶ୍‌ ଦେଖାଯିବେ, ଜାଣନ୍ତୁ ଏ ସମ୍ପର୍କରେ….. ଧଳା ରଙ୍ଗ ଚୟନ କରନ୍ତୁ ପ୍ରଥମେ : ଖରାଦିନରେ ଓ୍ବାର୍ଡରୋବ୍‌ରେ ନିହାତି ଧଳାରଙ୍ଗର ଆଉଟ୍‌ଫିଟ୍‌…

Continue reading