Today Update

ନିଖିଳ ଉତ୍କଳ ବାରିକ ସମିତିର ବୈଠକ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଦେବଗଡ଼:ସ୍ଥାନୀୟ ଗୋପାଳଜୀଉ ମନ୍ଦିରରେ ଆଜି ନିଖିଳ ଉତ୍କଳ ବାରିକ ସମିତିର ବୈଠକ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲୋକନାଥ ବେହେରା ମୁଖ୍ୟଅତିଥି,ସଡାନନ ବସନ୍ତରା,ମଦନ ବେହେରା,ସତ୍ୟନାରାୟଣ ବେହେରା,ପ୍ରହଲ୍ଲାଦ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।ବୈଠକରେ…

Continue reading
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଜନ୍ମଦିନରେ ରାଇକିଆ ଭାଜପା ପକ୍ଷରୁ ସେବାମୂଳକ କାର୍ଯ୍ୟକ୍ରମ

ରାଇକିଆ: କେନ୍ଦ୍ର ଶିକ୍ଷାମନ୍ତ୍ରୀ,ତଥା ସମ୍ବଲପୁର ଲୋକସଭା କ୍ଷେତ୍ରର ଲୋକପ୍ରିୟ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ରାଇକିଆ ଭାଜପା ମଣ୍ଡଳ ପକ୍ଷରୁ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କନ୍ଧମାଳ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଲେଙ୍କାଙ୍କ ନେତୃତ୍ୱରେ ଭାଜପା କାର୍ଯ୍ୟକର୍ତ୍ତା…

Continue reading
ଏଲଇଡି ଷ୍ଟ୍ରିଟ ଲାଇଟ ଦୁର୍ନୀତି : ୩ କୋଟି ଆତ୍ମସାତ୍, ୩ ଗିରଫ

ଭୁବନେଶ୍ୱର: କେନ୍ଦୁଝର, ନୟାଗଡ଼ ଏବଂ ଯାଜପୁର ଜିଲାରେ ଏଲଇଡି ଷ୍ଟ୍ରିଟ ଲାଇଟ ଲଗାଇବା ନାମରେ ହୋଇଥିବା ପ୍ରାୟ ୩ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍ ମାମଲାରେ ୩ ଠିକାଦାରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ଅଭିଯୁକ୍ତ ହେଲେ ମୟୂରଭଞ୍ଜ ଜିଲା…

Continue reading
୧ ରୁ ମହଙ୍ଗା ହେବ ପାସପୋର୍ଟ ଦେୟ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ପକ୍ଷରୁ ପାସପୋର୍ଟ ଆବେଦନ ଦେୟରେ ବଡ଼ ଧରଣର ବୃଦ୍ଧି କରାଯାଇଛି। ଜୁଲାଇ ୧ରୁ ନୂଆ ଦର ଲାଗୁ ହେବ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ‘ପାସପୋର୍ଟ (ସଂଶୋଧନ) ନିୟମ, ୨୦୨୬’ ଅଧୀନରେ ଏ ନେଇ ଗୁରୁବାର ବିଜ୍ଞପ୍ତି…

Continue reading
ଭେନେଜୁଏଲାରେ ଭୟଙ୍କର ଭୂକମ୍ପ ; ଧ୍ବଂସସ୍ତୂପ ତଳେ ହଜାର ହଜାର ଜୀବନ

କାରାକାସ : ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନେଜୁଏଲାରେ ଗୁରୁବାର ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି। ଦେଶର ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କ କହିବା ଅନୁଯାୟୀ ଭୂମିକମ୍ପ…

Continue reading
ଅଯୋଧ୍ୟା ରାମ ମନ୍ଦିର ଫଣ୍ଡ ସ୍କାମ୍; ୮ ଜଣଙ୍କ ନାଁରେ ଏଫଆଇଆର

ଅଯୋଧ୍ୟା:ଅଯୋଧ୍ୟାରେ ରାମ ମନ୍ଦିର ଦାନ ଅର୍ଥ ହେରଫେର ଅଭିଯୋଗ ମାମଲାରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଦ୍ୱାରା କରାଯାଇଥିବା ପ୍ରାରମ୍ଭିକ ତଦନ୍ତର ସୁପାରିଶ ପରେ ଅଯୋଧ୍ୟାର ଏକ ପୋଲିସ ଷ୍ଟେସନରେ ଏକ ଏଫଆଇଆର ଦାଖଲ ହୋଇଛି। ଉତ୍ତର ପ୍ରଦେଶ ସରକାର ଏହି…

Continue reading
ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା ; କୋହଲିଙ୍କୁ ହଟାଇ ଗିଲ୍‌ ୨ୟ

ଦୁବାଇ : ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ମାନ୍ୟତାରେ ବେଶ୍‌ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ବ୍ୟାଟିଂ ସୁପର ଷ୍ଟାର୍ ବିରାଟ କୋହଲିଙ୍କୁ ପଛରେ ପକାଇ ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ ମାନ୍ୟତାର ୨ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଫଳରେ କୋହଲି…

Continue reading
28ରୁ ବିଏମସି ଅଂଚଳରେ ପଲ୍ସ ପୋଲିଓ ଟୀକାକରଣ

0ରୁ 5 ବର୍ଷର ଶିଶୁଙ୍କୁ ଦିଆଯିବ ଦୁଇ ବୁନ୍ଦା ପଲ୍ସ ପୋଲିଓ ଚୀକା ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ଅଂଚଳରେ ହେବ ବ୍ୟାପକ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ-2026 । 0-5 ବର୍ଷ ମଧ୍ୟରେ ଶିଶୁମାନଙ୍କୁ ଦିଆଯିବ ପଲ୍ସ ପୋଲିଓ ବୁନ୍ଦା…

Continue reading
ମହରମ ନିମନ୍ତେ ଗୁରୁତ୍ଵପୂର୍ଣ୍ଣ ସମୀକ୍ଷା ବୈଠକ

ଜୁନ ୨୬ ତାରିଖରେ ପବିତ୍ର ମହରମ ପର୍ବକୁ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ଭାଇଚାରାର ପରିବେଶ ମଧ୍ୟରେ ପାଳନ କରିବା ନିମନ୍ତେ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ…

Continue reading
ଇତିହାସର ଅଲିଭା କଳାଦାଗ- “ଜରୁରୀକାଳିନ ପରିସ୍ଥିତି”: ବିଜେପି

ଭୁବନେଶ୍ୱର: ସମ୍ବିଧାନ ହତ୍ୟା ଦିବସ ଭାରତୀୟ ଗଣତନ୍ତ୍ରର ଏକ କଳା ଅଧ୍ୟାୟ । ଦେଶରେ ଗଣତନ୍ତ୍ର ଓ ସମ୍ବିଧାନକୁ କଂଗ୍ରେସ ବାରମ୍ବାର ହତ୍ୟା କରିବାକୁ ଚେଷ୍ଟା କରିଛି । ୫୧ ବର୍ଷ ପୂବେ କଂଗ୍ରେସ ପକ୍ଷରୁ ଲଗାଯାଇଥିବା ଜରୁରୀକାଳୀନ ପରସ୍ଥିତି ହେଉଛି…

Continue reading