Latest Story

Today Update

ଓଡ଼ିଶାକୁ ପର୍ଯ୍ୟଟକଙ୍କ ସ୍ୱର୍ଗ ଭାବେ ଗଢ଼ିତୋଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଉଦଘାଟିତ ପର୍ଯ୍ୟଟନର ପ୍ରଚାର ପାଇଁ ନୂତନ ‘ଓଡ଼ିଶା ଟୁରିଜିମ୍ ପୋର୍ଟାଲ୍’ ଏବଂ ‘ଇନଭେଷ୍ଟମେଣ୍ଟ ଇନ୍‌ସେଣ୍ଟିଭ୍ ୱେବ୍ ଆପ୍ଲିକେଶନ୍’ର ଶୁଭାରମ୍ଭ ଭୁବନେଶ୍ୱର: ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ପ୍ରଦାନ…

Continue reading
ନବନିଯୁକ୍ତ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀ ଡ.ସ୍ୱଦେଶ ସିଂହଙ୍କ ଓଡିଶା ଆଗମନ

 ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ ଦିଆଯିବ ଏବଂ ଦଳୀୟ ସଂଗଠନକୁ ଆହୁରୀ ଅଧିକ ସୁଦୃଢ କରାଯିବ : ଶ୍ରୀମତୀ ଡି.ପୁରନ୍ଦେଶ୍ୱରୀ  ବିମାନ ବନ୍ଦରରେ ପ୍ରଭାରୀ ଓ ସହପ୍ରଭାରୀଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା  ସେବା…

Continue reading
ବିଜେଡି ମିଡିଆ ସେଲ୍ଟି ମ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ବିଜେପିର କୁଶାସନରେ ଅତିଷ୍ଠ ଓଡ଼ିଶାବାସୀଙ୍କୁ ଶାଣିତ ଓ ସଚେତନ କରିବ ବିଜେଡି ଭୁବନେଶ୍ୱର, ୦୩/୧୦/୨୦୨୬: ଭାରତୀୟ ଜନତା ପାର୍ଟି ସରକାରର କୁଶାସନ ଓ କୁପରିଚାଳନାରେ ଓଡ଼ିଶାବାସୀ ଅତିଷ୍ଠ ହୋଇଗଲେଣି । ସାରା ରାଜ୍ୟରେ ଲୋକେ ଏବେ ଏଭଳି ଲୋକବିରୋଧୀ ଶାସନରେ ତ୍ରାହି…

Continue reading
୫ରୁ ବଦଳିବ ପାଣିପାଗ; ୧୩ରେ ଲଘୁଚାପ

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ଶୁଖିଲା ରହିବ ପାଗ । ୫ ତାରିଖ ଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ,…

Continue reading
ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ଘୋଷଣା

ଭୁବନେଶ୍ୱର: ବହୁ ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ଆରମ୍ଭ ହେବ । ଏନେଇ ଶନିବାର ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ। ବିଜ୍ଞପ୍ତି ପ୍ରକାଶ ସହ କେଉଁ ଦିନ କଣ ସବୁ ପ୍ରକ୍ରିୟା ରହିବ ସେସବୁର ସଂପୂର୍ଣ୍ଣ…

Continue reading
ଇପିଏଫ୍ଓ: କର୍ମଚାରୀଙ୍କ ଦରମା କାଣ୍ଟଛାଣ୍ଟ କରିପାରିବେନି କମ୍ପାନି

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭ରେ କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (ଇପିଏଫ୍ଓ)ର ମାସିକ ବେତନ ସୀମାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ଦେଶରେ ୧ କୋଟିରୁ ଊଦ୍ଧ୍ୱର୍ ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହେବେ…

Continue reading
ଏସ୍ଆଇଆର୍: କଟିଥିବା ଭୋଟରଙ୍କ ନାଁ ପୁଣି ଯୋଡ଼ାଯିବ

ନୂଆଦିଲ୍ଲୀ: ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ କୋଟି କୋଟି ଯୋଗ୍ୟ ଭୋଟରଙ୍କୁ ଭୋଟଦାନ ଅଧିକାରରୁ ବଞ୍ଚିତ କରାଯାଇଥିବା ଅଭିଯୋଗ ଆସିବା ପରେ ଭାରତର ନିର୍ବାଚନ କମିଶନ (ଇସିଆଇ) ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏସ୍ଆଇଆର୍ ସରିଥିବା…

Continue reading
ଟ୍ରାକକୁ ଫେରିଛନ୍ତି ବିଜେଡିର ବରିଷ୍ଠ ନେତା, ମିଳିଛି ଗୁରୁଦାୟିତ୍ୱ

ଭୁବନେଶ୍ବର: ବିଜେଡି ପକ୍ଷରୁ ଦଳର ମିଡିଆ ସେଲକୁ ପୁନର୍ଗଠନ କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଆଜି ଇଲେକ୍ଟ୍ରୋନିକ ମିଡିଆ, ପ୍ରିଣ୍ଟ ମିଡିଆ, ସୋସିଆଲ ମିଡିଆ ଓ ଆଇଟି ସହ ବିଭିନ୍ନ ଦାୟିତ୍ୱ ପାଇଁ ନୂଆ ଟିମ ଘୋଷଣା…

Continue reading
ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

Continue reading
ଫ୍ଲାଏଦୁବାଇ ବିମାନ ଘଟଣା: ଇରାନକୁ ଟ୍ରମ୍ପଙ୍କ ଚେତାବନୀ

ୱାଶିଂଟନ : ଫ୍ଲାଏଦୁବାଇ ବିମାନର ସହ ପାଇଲଟ୍‌ ସେହି ବିମାନର ମୁଖ୍ୟ ପାଇଲଟ୍‌ ସ୍ମିତ ମଚ୍ଛାରଙ୍କୁ ଛୁରିରେ ଆକ୍ରମଣ କରିବା ଏବଂ ଏହାର ପରବର୍ତ୍ତୀ ଘଟଣାକ୍ରମକୁ ନେଇ ଆମେରିକା ନିଜସ୍ବ ତଦନ୍ତ ଜାରି ରଖିଛି। ଆକ୍ରମଣକାରୀ ସହ ପାଇଲଟଙ୍କ ଇରାନ ସହ…

Continue reading