Today Update

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଡିଏଫ୍‌ଓଙ୍କ ଜାମିନ ଘଟଣାରେ ସିଡି ଦାଖଲ ନିର୍ଦ୍ଦେଶ

କଟକ: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଆରମ୍ଭ ହୋଇଛି । ଏହି ମାମଲାର ଅପ୍-ଟୁ-ଡେଟ୍ କେସ୍ ଡାଏରୀ ବା ସିଡି ଦାଖଲ କରିବାକୁ ହାଇକୋର୍ଟ…

Continue reading
ଆଉ ନାହାନ୍ତି ନାନା ପାଟେକର, ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

ନୂଆଦିଲ୍ଲୀ: କିଛି ଅଭିନେତା ପରଦାକୁ ଆସନ୍ତି, ଅଭିନୟ କରି ଚାଲିଯାଆନ୍ତି। କିଛି ଅଭିନେତାଙ୍କ ଅଭିନୟ ସରିଗଲା ପରେ ବି ତାଙ୍କ ସ୍ୱର ଦର୍ଶକଙ୍କ ମନରେ ଗୁଞ୍ଜରିତ ହେଉଥାଏ । ନାନା ପାଟେକର ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କର…

Continue reading
ନୂଆପଲ୍ଲୀ ଦୁଷ୍କର୍ମ ମାମଲା: ଟିଆଇ ପରେଡ୍‌ରେ ଦୁଷ୍କର୍ମକାରୀକୁ ଚିହ୍ନଟ କଲେ ପୀଡ଼ିତା

ଭୁବନେଶ୍ୱର: ନୂଆପଲ୍ଲୀ ଅଞ୍ଚଳରେ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ ତ୍ୱରିତ ତଦନ୍ତ ସହ ଚାର୍ଜସିଟ୍ ଦାଖଲକୁ ଗୁରୁତ୍ୱ ଦେଉଛି । ସବୁ ଦିଗକୁ ତନ୍ନତନ୍ନ କରି ଅନୁଧ୍ୟାନ କରାଯାଉଛି । ସାକ୍ଷ୍ୟ ପ୍ରମାଣ ଯୋଗାଡି଼ବାରେ ପୁଲିସ ଦିନରାତି ଏକ…

Continue reading
ଅତ୍ୟଧିକ ମାଡ଼ରୁ ମୃତ୍ୟୁ ଏସ୍‌ସିବିରେ ମାନସିକ ରୋଗୀଙ୍କ ମୃତ୍ୟୁ

କଟକ: କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ (ଏସ୍‌ସିବି)ରେ ମାନସିକ ରୋଗୀ ଶ୍ରୀକାନ୍ତ ଦାସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ବୁଧବାର ଆସିଛି। ଅତ୍ୟଧିକ ମାଡ଼ ମରାଯାଇଥିବାରୁ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ତଥ୍ୟ…

Continue reading
ଆଧାର କାର୍ଡରେ ନାମ ବଦଳାଇବାକୁ ନୂଆ ନିୟମ

ନୂଆଦିଲ୍ଲୀ : ଆଧାର କାର୍ଡରେ ଆପଣଙ୍କ ନାମର ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ଚାହୁଁଥିଲେ ଏବେ ନୂଆ ନିୟମରେ କରିବାକୁ ପଡିବ। ଆଧାର କାର୍ଡରେ ନାମ ସଂଶୋଧନ ପାଇଁ ଏହି ନୂଆ ନିୟମ ଆଣିଛି ୟୁନିକ୍ ଆଇଡେଣ୍ଟିଫିକେସନ୍…

Continue reading
ଆଜି ଓଡିଶା ବନ୍ଦ

ଭୁବନେଶ୍ୱର : ଆଜି ଓଡିଶା ବନ୍ଦା ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ବ୍ଲକ୍। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ କରାଯାଉଛି। ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାରେ ସାଧାରଣ ଜନତା ହନ୍ତସନ୍ତ।…

Continue reading
ରସାୟନ ବିଜ୍ଞାନରେ ନୋବେଲ୍: ହେନେରୀ ବି. କାଗନ ଓ କେନ୍ସୋ ସୋଆଇଙ୍କୁ ସମ୍ମାନ

ଷ୍ଟକହୋମ୍: ୨୦୨୬ ମସିହା ପାଇଁ ରସାୟନ ବିଜ୍ଞାନର ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ଅସମମିତ ଜୈବିକ ସଂଶ୍ଳେଷଣରେ ଅଣ-ରୈଖିକ ପ୍ରଭାବ ଏବଂ ଅଟୋକାଟାଲିସିସ୍‌…

Continue reading
୩ ଦିନ ଘଡ଼ଘଡ଼ି ସହ ଛେଚିବ ବର୍ଷା

ଭୁବନେଶ୍ୱର:ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ ଆସନ୍ତା ୨ରୁ ୩ ଦିନ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା…

Continue reading
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି ଡାକରାରେ ସାମିଲ ହୋଇଛନ୍ତି। ଫଳରେ ବସ, ଅଟୋ ଓ ଟ୍ରେନ ସେବା ପ୍ରଭାବିତ…

Continue reading
ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ ପୂଜା ମଣ୍ଡପ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଦେବାକୁ ପଡ଼ୁଥିବା ଗ୍ରାଉଣ୍ଡ…

Continue reading