Today Update

ମଦ ଦୋକାନ କର୍ମଚାରୀଙ୍କ ଦରମା ୨୫% ବଢ଼ାଇଲେ ବିଜୟ ସରକାର

ତାମିଲନାଡୁ: ତାମିଲନାଡୁର କ୍ଷମତାସୀନ ଟିଭିକେ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ ବିଜୟଙ୍କ ଅନୁମତିକ୍ରମେ ତାମିଲନାଡୁ ରାଜ୍ୟ ମାର୍କେଟିଂ କର୍ପୋରେସନର ମଦ ଦୋକାନଗୁଡ଼ିକରେ କାମ କରୁଥିବା କର୍ମଚାରୀଙ୍କ ଦରମା ୨୫% ବୃଦ୍ଧି ପାଇଛି। ଦୁର୍ନୀତିକୁ ରୋକିବା ଓ ମଦ ବୋତଲ ପାଇଁ…

Continue reading
ରାଜ୍ୟର ଗାଡ଼ିଚାଳକ ଓ ମାଲିକମାନେ ସାବଧାନ.. ଏଣିକି

ଭୁବନେଶ୍ୱର:ରାଜ୍ୟର ଗାଡ଼ିଚାଳକ ଓ ମାଲିକମାନେ ସାବଧାନ। ଯଦି ଆପଣଙ୍କ ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ନାହିଁ, ତାକୁ ତୁରନ୍ତ ଠିକ୍ କରାଇ ନିଅନ୍ତୁ ନଚେତ୍ ରାସ୍ତାରେ ଗାଡ଼ିକୁ ଚଳାନ୍ତୁ ନାହିଁ। ଏଣିକି କେବଳ ଜୋରିମାନା ବା ଚାଲାଣ କାଟି ଆପଣଙ୍କ ଗାଡ଼ିକୁ ଛାଡ଼ି…

Continue reading
ପୁଲିସ୍ ଗୁଳିରେ ଟଳିଲା ଦୁଷ୍କର୍ମକାରୀ

କୋଲକାତା; ପୁଲିସ୍ ଗୁଳିରେ ଟଳିଲା ଦୁଷ୍କର୍ମକାରୀ । ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗନା ଜିଲ୍ଲା ବରୁଇପୁରରେ ନିକଟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ନାବାଳିକା ଦୁଷ୍କର୍ମ…

Continue reading
ବିକାଶ ଓ ପରିବେଶ ପରସ୍ପରର ବିରୋଧୀ ନୁହଁନ୍ତି, ବରଂ ପରିପୂରକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ବିକଟ ଗ୍ରୀଷ୍ମ ଲହରର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ଦୀର୍ଘକାଳୀନ ସମାଧାନ। ବିକାଶ ଓ ପରିବେଶ ପରସ୍ପରର ବିରୋଧୀ ନୁହଁନ୍ତି, ବରଂ ପରିପୂରକ। ଏହି ଦୂରଦର୍ଶୀ ଆଭିମୁଖ୍ୟ ସହ ବନ ସୁରକ୍ଷା…

Continue reading
ଭିଡ ଓ ଦୁର୍ଘଟଣା ସମସ୍ୟାର ସ୍ଥାୟୀ ସମାଧାନ ସ୍କାୟୱାକ : ଅପରାଜିତା

ସ୍ମାର୍ଟ ସିଟି ଭୁବନେଶ୍ୱର ରେ ଓଡ଼ିଶାର ପ୍ରଥମ ସ୍ମାର୍ଟ ସ୍କାୟୱାକ ଷ୍ଟିଲ ଓ କାଚ ରେ ନିର୍ମିତ ହେବ ପଳାଶୁଣୀ-ରସୁଲଗଡ ୪୫୦ ମିଟର ସ୍କାୟୱାକ ତିନୋଟି ନୂଆ ଫୁଟ୍ ଓଭର୍ ବ୍ରିଜ୍ ସମେତ ୬ଟି ଲିଫ୍ଟ ଓ ଅତ୍ୟାଧୁନିକ ସୁବିଧା ଖର୍ଚ୍ଚ…

Continue reading
ରାମକୃଷ୍ଣ ଆଦର୍ଶ କଲୋନୀର ଭିତ୍ତି ପ୍ରସ୍ତର ସ୍ଥାପନ

• ଅନ୍ତର୍ଭୁକ୍ତିକରଣ ବିକାଶକୁ ଆଗେଇ ନେଉଛି ବିଏମ୍ ସି ଭୁବନେଶ୍ୱର:ଓ୍ୱାର୍ଡ ନମ୍ବର 41 ଅନ୍ତର୍ଗତ ଶାନ୍ତି ପଲ୍ଲୀଠାରେ ନିର୍ମାଣ ହେବ 55 ଗୋଟି ଦୁଇ ମହଲା ବିଶିଷ୍ଟ ରାମକୃଷ୍ଣ ଆଦର୍ଶ କଲୋନୀ । 110 ଜଣ ହିତାଧିକାରୀଙ୍କୁ ଆବଣ୍ଟନ କରାଯିବ ଏହି…

Continue reading
ଟ୍ରକ୍‌କୁ ଧକ୍କା ଦେଲା ମିନି ବସ୍, ୧୦ ଯାତ୍ରୀ ଗୁରୁତର

ଭୋଗରାଇ: ପୁରୀରୁ ଜଗା ଦର୍ଶନ ସାରି ଫେରିବା ବେଳେ ବଡ଼ ଅଘଟଣ। ଟ୍ରକକୁ ପଛପଟୁ ଧକ୍କା ଦେଲା ମିନି ବସ୍। ୧୦ରୁ ଅଧିକ ତୀର୍ଥଯାତ୍ରୀ ଗୁରୁତର। ମଙ୍ଗଳବାର ବିଳମ୍ଵିତ ରାତିରେ ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କୁଣ୍ତୁପୁର…

Continue reading
ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବେ ଜି.ଏଚ୍. ଭିକ୍ଟର ଜୋସେଫଙ୍କ ଅତିରିକ୍ତ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର:ଭାରତୀୟ ରେଳ ଇଞ୍ଜିନିୟର୍ସ ସେବା (IRSE)ର ବରିଷ୍ଠ ଅଧିକାରୀ ଶ୍ରୀ ଜି.ଏଚ୍. ଭିକ୍ଟର ଜୋସେଫ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ (Additional General Manager) ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହିତ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ/ରୋଡ୍ ସେଫ୍ଟି…

Continue reading
କମିଛି ଭୀଷଣ ବର୍ଷା,ଆଜି ପାଇଁ ୨ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର : ରାଜ୍ୟରେ ଚାଲିଥିବା ଭୀଷଣ ବର୍ଷା କମିଛି । ମଙ୍ଗଳବାର କାଁ ଭାଁ କିଛି ସ୍ଥାନରେ ଅଳ୍ପ ପରିମାଣର ବର୍ଷା ହୋଇଛି । କିନ୍ତୁ ଆସନ୍ତା ୧୧ ତାରିଖ ଯାଏ ଅଧିକାଂଶ ସ୍ଥାନରେ ବର୍ଷା ନାହିଁ । ଉପରମୁଣ୍ଡରେ ବର୍ଷା…

Continue reading
ଆୟ ବହିର୍ଭୂତ ସମ୍ପତ୍ତି: ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦ୍ରାପଡ଼ା: ରାଜ୍ୟରେ ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସର ବଡ଼ଧରଣର ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ଏକାସଙ୍ଗେ ୪ଟି ସ୍ଥାନରେ ଭିଜିଲାନ୍ସ ବିଭାଗ…

Continue reading