Today Update

ଟେଣ୍ଡର ନିୟମ ଉଲ୍ଲଂଘନ ଏବଂ ଅସ୍ବାଭାବିକ କମ୍ ଦର ଦାଖଲକାରୀ ଠିକାଦାରଙ୍କ ବିରୋଧରେ ପଦକ୍ଷେପ ପାଇଁ ଦାବି

ଦେବଗଡ଼:ଟେଣ୍ଡର ନିୟମ ଉଲ୍ଲଂଘନ ଏବଂ ଅସ୍ବାଭାବିକ କମ୍ ଦର ଦାଖଲକାରୀ ଠିକାଦାରଙ୍କ ବିରୋଧରେ କଠୋର ପଦକ୍ଷେପ ପାଇଁ ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନ୍ ପକ୍ଷରୁ ଦାବି କରାଯାଇଛି। ଏନେଇ ଆଜି ସଂଘ ପକ୍ଷରୁ ସମଲ ସ୍ଥିତ ବ୍ରାହ୍ମଣୀ ବେସିନ୍ ମୁଖ୍ୟ ଯନ୍ତ୍ରୀ…

Continue reading
ଆଞ୍ଚଳିକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା, ୬ ଜ଼ିଲ୍ଲା ନାଟକ ପ୍ରଦର୍ଶିତ

ଦେବଗଡ଼ ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଆଞ୍ଚଳିକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଜ଼ିଲ୍ଲା ପରିଷଦ…

Continue reading
ପ୍ରତିରକ୍ଷା ଉଦ୍ୟୋଗରେ ଓଡ଼ିଶାକୁ ଗୁରୁତ୍ବ : ରାଜନାଥ

କୋରାପୁଟ/ସୁନାବେଡ଼ା : କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ)ଠାରେ ମଙ୍ଗଳବାର ଲାଇଟ୍ ହେଲିକପ୍ଟରରେ ବ୍ୟବହୃତ ‘ଶକ୍ତି ଇଞ୍ଜିନ’ର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍ ଉଦ୍‌ଘାଟିତ ହୋଇଛି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

Continue reading
ସାମିଲ ହେବେ ଯୁବ ଓ କଟିଥିବା ଭୋଟର;୨୬ରୁ ଘରକୁ ଘର ବୁଲି ସର୍ଭେ

ଭୁବନେଶ୍ୱର : ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍‌) ପ୍ରକ୍ରିୟାରେ ବାଦ୍ ପଡ଼ିଥିବା ଓ ଯୁବ ଭୋଟର୍‌ଙ୍କୁ ଭୋଟର୍‌ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ବୁଧବାର ଠାରୁ ୯ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ରାଜ୍ୟବ୍ୟାପୀ ସ୍ବତନ୍ତ୍ର ଅଭିଯାନ ଅନୁ‌ଷ୍ଠିତ ହେବ। ଭୋଟର ତାଲିକାକୁ…

Continue reading
ଆଶୁତୋଷ ଦୀକ୍ଷିତ ବାୟୁସେନା ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ: ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ କେନ୍ଦ୍ର ସରକାର ନୂଆ ବାୟୁସେନା ମୁଖ୍ୟ (୨୯ତମ) ନିଯୁକ୍ତ କରିଛନ୍ତି। ସେ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ। ସେ ଆସନ୍ତା ୩୧ ତାରିଖରୁ ଦାୟିତ୍ବ ଗ୍ରହଣ କରିବେ। ସେ ଏବେକାର ବାୟୁସେନା ମୁଖ୍ୟ…

Continue reading
ଫ୍ରାନ୍‌ସିସ ହାଲ୍‌ଜେନଙ୍କୁ ଫିଜିକ୍ସରେ ନୋବଲ୍ ପୁରସ୍କାର

ଚଳିତ ବର୍ଷ ପାଇଁ ଫିଜିକ୍ସରେ ନୋବଲ୍ ପୁରସ୍କାର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଫାନ୍ସିସ ହାଲ୍‌ଜେନଙ୍କୁ ପ୍ରଦାନ କରାଯିବ । ଆଇସ କ୍ୟୁବ୍ ନ୍ୟୁଟ୍ରିନୋ ଅବଜରଭେଟୋରିରେ ତାଙ୍କ ଗବେଷଣା ପାଇଁ ଏହି ପଦାର୍ଥ ବିଜ୍ଞାନୀଙ୍କୁ ଚିଳିତ ବର୍ଷର ନୋବଲ୍ ପୁରସ୍କାର ପ୍ରଦାନ କରାଯିବ…

Continue reading
କାଲି ଓଡିଶା ବନ୍ଦ, ପ୍ରତିବାଦରେ ସାମିଲ ହେବାକୁ BJDକୁ ଇଣ୍ଡି ମେଣ୍ଟର ଖୋଲା ନିମନ୍ତ୍ରଣ

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ପ୍ରତିବାଦ କରୁଛନ୍ତି ବିରୋଧୀ । ଗତକାଲି ଇଣ୍ଡି ମେଣ୍ଟର ନେତାମାନେ ଦିଲ୍ଲୀରେ ପ୍ରତିବାଦ କରିଥିଲେ । ଆସନ୍ତାକାଲି ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।…

Continue reading
ଗୁଣିଗାରେଡ଼ି ଆଳରେ ଦୁଷ୍କର୍ମ, ଗୁଣିଆ ଗିରଫ

ରାଇରଙ୍ଗପୁର: ବିବାହର କିଛି ଦିନ ପରେ ନବବିବାହିତାଙ୍କୁ ଶାଶୁଘରେ ନିର୍ଯାତନା ଦିଆଯାଉଥିଲା । ପରିବାରରେ ଅଶାନ୍ତି ଲାଗି ରହିଥିଲା । ଅଶାନ୍ତି ଦୂର କରିବା ପାଇଁ ଗୁଣିଆ ପାଖରେ ଆଶ୍ରୟ ନେଇଥିଲେ ମହିଳା । ଗୁଣିଗାରେଡ଼ି ଦ୍ଵାରା ସମସ୍ତ ସମସ୍ୟାର ସମାଧାନ…

Continue reading
ଛାତ୍ର ସଂସଦ ନିର୍ବାଚନ: ଆଜି ବିଜ୍ଞପ୍ତି

ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପୂର୍ବରୁ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ନିର୍ବାଚନ ହେବା ନେଇ ତାରିଖ ଘୋଷଣା ପରେ ରାଜ୍ୟର…

Continue reading
ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ବ୍ରହ୍ମପୁର: ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ଥାନା ଅଧିନସ୍ଥ ପାଳୁଖୋଳା ଜଙ୍ଗଲରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପାଟପୁର ଥାନା ପୋଲିସ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରିଥିବା…

Continue reading