Today Update

ପ୍ୟାକ୍ସକୁ ସାର ପ୍ରଦାନ ପାଇଁ ଜିଲ୍ଲା କୃଷକ ସଂଘ ପକ୍ଷରୁ ଦାବି

ଦେବଗଡ଼:ଦେବଗଡ ଜିଲ୍ଲାର ବିଭିନ୍ନ ପ୍ୟାକ୍ସରେ ଡିଏପି ଓ ଗ୍ରୋମର ସାର ଅଭାବ ଥିବା ନେଇ ଜିଲ୍ଲା କୃଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଜିଲ୍ଲାର ସମସ୍ତ ପ୍ୟାକ୍ସକୁ ଡିଏପି ଓ ଗ୍ରୋମର ସାର ତୁରନ୍ତ ପ୍ରଦାନ କରିବା ପାଇଁ ସଂଘ…

Continue reading
ଗୋହିରାମଧ୍ୟମ ଜଳସେଚନ ପ୍ରକଳ୍ପର ମୁଖ୍ୟ ଡାହାଣ ବାମ କେନାଲ, ମାଇନର, ସବମାଇନର ଓ ୱାଟରକୋର୍ସ ପୁନରୁଦ୍ଧାର ଦାବି

ଦେବଗଡ଼:ଗୋହିରାମଧ୍ୟମ ଜଳସେଚନ ପ୍ରକଳ୍ପର ମୁଖ୍ୟ ଡାହାଣ ବାମ କେନାଲ, ମାଇନର, ସବମାଇନର ଓ ୱାଟରକୋର୍ସ ପୁନରୁଦ୍ଧାର କରିବା ପାଇଁ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଦାବି କରାଯାଇଛି।ଏନେଇ ଆଜି କମିଟିର ସଦସ୍ୟ ଅନୁଗୁଳ ଜିଲ୍ଲାର ସମଲ ସ୍ଥିତ ଜଳସେଚନ ବିଭାଗର…

Continue reading
ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ

ଦେବଗଡ଼:ତିଲେଇବଣି ବ୍ଲକର ଗାଙ୍ଗନଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଟିକେଶ୍ୱର ଦେହୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲିପ ଦେହୁରୀ, ଶିକ୍ଷାବିତ ଅଖିଳ ସାହୁ ଓ…

Continue reading
ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରଥମ କ୍ଲଷ୍ଟର ସ୍ତରୀୟ ବୈଠକ

ଦେବଗଡ଼ ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ପ୍ରତିଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ଗୌଡ଼ କାର୍ଯ୍ୟକ୍ରମକୁ ଉଦଘାଟନ କରି ନୂତନ ଶିକ୍ଷା ନୀତି ଆଧାରରେ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ବୈଠକର…

Continue reading
ପ୍ରଶାସନିକ ବିଫଳତାରୁ ଚାଷୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନକ: ବିଜେଡି

ଭୁବନେଶ୍ୱର: ବିଜେପି ସରକାର ଚାଷୀ କୂଳ ପାଇଁ କାଳ ସାଜିଛି । ମଣ୍ଡିରେ ଅବ୍ୟବସ୍ଥା ପାଇଁ ଟୋକନ ଥାଇ ବି ଜଣେ ଚାଷୀ ଧାନ ବିକ୍ରି କରିପାରିଲା ନାହିଁ । ଶେଷରେ ପ୍ରଶାସନିକ ବିଫଳତା ପାଇଁ ବିଷ ପିଇ ଆତ୍ମହତ୍ୟା ଭଳି…

Continue reading
ବଳରାମ ଦାସଙ୍କ ସମାଧିପୀଠସ୍ଥିତ ବେଗୁନିଆରେ ନିର୍ମାଣ ହେବ ‘ଲକ୍ଷ୍ମୀ ପୁରାଣ କରିଡର’

ଭୁବନେଶ୍ୱର,: ମିଶନ ଶକ୍ତି ଭବନସ୍ଥିତ ଅଡିଟୋରିଅମ ହଲ୍‌ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ “ଶକ୍ତି ବନ୍ଦନାର ମହାଗାଥା – ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ” ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ…

Continue reading
ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ଫଳ

ଭୁବନେଶ୍ୱର :ପିଜି ପ୍ରବେଶିକା ପରୀକ୍ଷା (କମନ୍‌ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬) ରେଜଲ୍ଟ ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ନିଜର ପରୀକ୍ଷାଫଳ ଦେଖିପାରିବେ, ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ…

Continue reading
ଓଡିଶାର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଆମର ମୁଖ୍ୟ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ଅର୍ଥନୀତିରେ ପରିଣତ କରିବା ଏବଂ ବିଶ୍ୱସ୍ତରୀୟ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଦିଗରେ ଆଜି ରାଜ୍ୟ ଶିଳ୍ପ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଆଜି ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ,…

Continue reading
ଆଗୁଆ ଜାମିନ୍‌ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ପୂର୍ବତନ ଆଇଆଇସି ସଂଧ୍ୟାରାଣୀ

ରାଜନଗର: ରାଜନଗର ବ୍ଲକ୍ ତାଳଚୁଆ ସାମୁଦ୍ରିକ ଥାନାର ପୂର୍ବତନ ଆଇଆଇସି ସନ୍ଧ୍ୟାରାଣୀ ଜେନା ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ଗତ ଜୁନ ୨୯ ତାରିଖ ଦିନ ହାଇକୋର୍ଟଙ୍କ ନିକଟରେ ସେ ଜାମିନ୍ ପାଇଁ ଆବେଦନ କରିଛନ୍ତି…

Continue reading
ଏକ କୋଟି ସଂଶୋଧିତ ଲକ୍ଷ୍ମୀ ପୁରାଣ ବହି ବାଣ୍ଟିବେ ସରକାର

ଭୁବନେଶ୍ବର : ନୂଆ ସ୍ୱର ଓ ନୂଆ ଛାନ୍ଦରେ ପରିମାର୍ଜିତ ହୋଇ ଆସିବ ମହାକବି ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ । ଏବେ ଘରେ ଘରେ ପଢ଼ା ଯାଉଥିବା ଲକ୍ଷ୍ମୀ ପୁରାଣ ବଳରାମ ଦାସଙ୍କ ଭ୍ରମାତ୍ମକ ସଂସ୍କରଣ । ନୂଆ…

Continue reading