Today Update

ଲଘୁଚାପ କ୍ଷେତ୍ର ସୃଷ୍ଟି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ…

Continue reading
୧୮ରୁ ଶ୍ରୀମନ୍ଦିରରେ ହେବ ବୈଷୟିକ ଯାଞ୍ଚ

ପୁରୀ: ଜୁଲାଇ ୧୮ରୁ ଶ୍ରୀମନ୍ଦିରରେ ହେବ ବୈଷୟିକ ଯାଞ୍ଚ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ସଦସ୍ୟ ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣର ସଦସ୍ୟ ମାନେ ମିଳିତ ଯାଞ୍ଚ୍ କରିବେ। ଜୁଲାଇ ୧୮ ତାରିଖ ପୂର୍ବାହ୍ନ ୧୦ ଟା ୩୦ ରୁ…

Continue reading
୫ରେ ଆସିବ ଚିଠା ଭୋଟର ତାଲିକା

ଆସନ୍ତା ୫ ତାରିଖରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା। ଏନେଇ ଗତକାଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା SIRର ଫର୍ମ ବଣ୍ଟନ ଓ…

Continue reading
ଓଡିଶା ରାଜନୀତିର ଅର୍ବଶତାବ୍ଦୀର ପ୍ରତିଛବି – ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ସମୟ ସାକ୍ଷୀ

ଭୁବନେଶ୍ୱର: ଓ ୟୁଏଟିର କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ବରିଷ୍ଠ ନେତା ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’ ଏକ ଅଭିନବ ରୂପରେ ଲୋକାର୍ପିତ ହୋଇଯାଇଛି । ଏକ ସ୍ମୃତି ମଧୁର ତଥ୍ୟାନୁଭିଭିକ ପୁସ୍ତକଟିଏ ଲୋକଲୋଚନକୁ ଆସିବା ପରେ ଏହାକୁ…

Continue reading
ହର୍ମୁଜ୍ ସଙ୍କଟ ପାର୍ କରି ପାରାଦୀପରେ ପହଞ୍ଚିଲା ତୈଳବାହୀ ଜାହାଜ

ପାରାଦୀପ: ହର୍ମୁଜ୍ ସଙ୍କଟ ପାର୍ କରି, ଇରାନ ଗୁଳିମାଡ଼କୁ ଟପି ପାରାଦୀପରେ ପହଞ୍ଚିଲା ତୈଳବାହୀ ଜାହାଜ। ମଧ୍ୟପ୍ରାଚ୍ୟର ଉତ୍ତେଜନା ମଧ୍ୟରେ ଶେଷରେ ପାରାଦୀପ ବନ୍ଦରରେ ପହଞ୍ଚିଛି ତୈଳବାହୀ ଜାହାଜ MT ସନମର୍ ହେରାଲ୍ଡ। ଜାହାଜଟି ଇରାକରୁ ପ୍ରାୟ ୨ ମିଲିୟନ୍ ବ୍ୟାରେଲ୍…

Continue reading
ଲଗାଣ ବର୍ଷା:କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ୍ ଛୁଟି ଘୋଷଣା

କନ୍ଧମାଳ: ରାଜ୍ୟରେ ଅନେକ ସ୍ଥାନରେ ଲଗାଣ ବର୍ଷା ହେଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ୨ ଦିନ ସ୍କୁଲ୍  ଛୁଟି ଘୋଷଣା କରାଯାଇଛି। ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି…

Continue reading
ଭୀମସେନଙ୍କ ଜାମିନ ଆବେଦନ ଖାରଜ

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଭୀମସେନ ଟୁଡ଼ୁଙ୍କ ଜାମିନ ଆବେଦନ ଖାରଜ। ଜାମିନ ଖାରଜ କରିଛନ୍ତି କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ। ଏଭଳି ଘଟଣାର ସାମାଜିକ ପ୍ରଭାବ ପ୍ରସଙ୍ଗ ଓ ଅଭିଯୁକ୍ତଙ୍କ ବିରୋଧରେ ଥିବା ଅଭିଯୋଗକୁ ଦୃଷ୍ଟିରେ…

Continue reading
ଜେଲ୍ ୱାର୍ଡର ଓ ଅପରାଧୀ ମିଳିମିଶି ପାର୍ଟି କରୁଛନ୍ତି, ମଦ ପିଇ ରାସ୍ତାରେ ବୁଲୁଛନ୍ତି

ସମ୍ବଲପୁର: ଖୁଲାମଖୁଲା ବୁଲୁଛନ୍ତି ଜେଲ୍ ୱାର୍ଡର ଓ ଅପରାଧୀ। ମିଳିମିଶି ପାର୍ଟି କରୁଛନ୍ତି, ମଦ ପିଇ ରାସ୍ତାରେ ବୁଲୁଛନ୍ତି। ଏଭିଳି କିଛି ଦୃଶ୍ୟ ସମ୍ବଲପୁର ରେଢାଖୋଲରେ ଘଟିଛି। ରେଢ଼ାଖୋଲ ଜେଲର ଚିଫ୍ ୱାର୍ଡର ଦିଲୀପ କୁମାର ଦାସ କଏଦୀଙ୍କ ସହ ବୁଲୁଛନ୍ତି।…

Continue reading
ଆରମ୍ଭ ହେଲା ଅମରନାଥ ଯାତ୍ରା

ଜମ୍ମୁ/ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପବିତ୍ର ଓ ପ୍ରତିଷ୍ଠିତ ବାବା ଅମରନାଥ ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି । ଗୁରୁବାର ସକାଳେ ଜମ୍ମୁରୁ ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ଶ୍ରୀନଗର ଅଭିମୁଖେ ଯାତ୍ରା କରିଛି । କଡ଼ା ସୁରକ୍ଷା ମଧ୍ୟରେ ଏହି ଜଥା ଆଜି…

Continue reading
ପଥର ଖଣିରେ ପଥର ଧସି 7 ଶ୍ରମିକ ମୃତ

ବେଙ୍ଗାଲୁରୁ (କର୍ଣ୍ଣାଟକ): ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲାସ୍ଥିତ ଏକ ପଥର ଖଣିରେ ଏକ ବିରାଟ ପଥର ଖଣ୍ଡ ଧସି ପଡ଼ିବା ଫଳରେ 7 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲାର ମଦପଟ୍ଟନାରେ ଆଜି ଭୋର ସମୟରେ ଏହି ଦୁଃଖଦ…

Continue reading