Latest Story
MMDR BJD ବିଜେଡି ରାଜ୍ୟବ୍ୟାପୀ ଏମଏମଡିଆରକୁ ତୀବ୍ର ବିରୋଧ କରିବ:ଅରୁଣ ସାହୁMMDR CONGRESS ଏମଏମଡିଆର ଆଇନ: ବିଧାନସଭାରେ ସ୍ଵତନ୍ତ୍ର ଅଧିବେଶନ ଡାକିବାକୁ କଂଗ୍ରେସର ଦାବିratna bhander puri ୩୧ରେ ହେବ ରତ୍ନଭଣ୍ଡାରର ଗଣତି ମଣତିbullet proof jacketମାୟାବତୀ-ଅଖିଳେଶଙ୍କ ସମେତ ୪୪ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍low pressur rain ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପfarmer registration ୭.୧୮ଲକ୍ଷ ଚାଷୀ କଲେଣି ପଞ୍ଜୀକରଣbjp ଆଜି ବିଜେପି ମୁଖ୍ୟାଳୟରେ ନବନିଯୁକ୍ତ ପଦାଧିକାରୀ ବୈଠକfire in plant control room ପ୍ଲାଣ୍ଟ କଣ୍ଟ୍ରୋଲ ରୁମ୍‌ରେ ନିଆଁ, ୩ ଇଞ୍ଜିନିୟର ମୃତHeavy Rain Warning for Odisha ବର୍ଷା : ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିworld athletics continental tour ଆଜି ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍‌ ଟୁର ସିଲଭର୍‌ ମିଟ୍‌, ଶୁଭାରମ୍ଭରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

Today Update

ଓଡିଶା ରାଜନୀତିର ଅର୍ବଶତାବ୍ଦୀର ପ୍ରତିଛବି – ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ସମୟ ସାକ୍ଷୀ

ଭୁବନେଶ୍ୱର: ଓ ୟୁଏଟିର କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ବରିଷ୍ଠ ନେତା ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’ ଏକ ଅଭିନବ ରୂପରେ ଲୋକାର୍ପିତ ହୋଇଯାଇଛି । ଏକ ସ୍ମୃତି ମଧୁର ତଥ୍ୟାନୁଭିଭିକ ପୁସ୍ତକଟିଏ ଲୋକଲୋଚନକୁ ଆସିବା ପରେ ଏହାକୁ…

Continue reading
ହର୍ମୁଜ୍ ସଙ୍କଟ ପାର୍ କରି ପାରାଦୀପରେ ପହଞ୍ଚିଲା ତୈଳବାହୀ ଜାହାଜ

ପାରାଦୀପ: ହର୍ମୁଜ୍ ସଙ୍କଟ ପାର୍ କରି, ଇରାନ ଗୁଳିମାଡ଼କୁ ଟପି ପାରାଦୀପରେ ପହଞ୍ଚିଲା ତୈଳବାହୀ ଜାହାଜ। ମଧ୍ୟପ୍ରାଚ୍ୟର ଉତ୍ତେଜନା ମଧ୍ୟରେ ଶେଷରେ ପାରାଦୀପ ବନ୍ଦରରେ ପହଞ୍ଚିଛି ତୈଳବାହୀ ଜାହାଜ MT ସନମର୍ ହେରାଲ୍ଡ। ଜାହାଜଟି ଇରାକରୁ ପ୍ରାୟ ୨ ମିଲିୟନ୍ ବ୍ୟାରେଲ୍…

Continue reading
ଲଗାଣ ବର୍ଷା:କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ୍ ଛୁଟି ଘୋଷଣା

କନ୍ଧମାଳ: ରାଜ୍ୟରେ ଅନେକ ସ୍ଥାନରେ ଲଗାଣ ବର୍ଷା ହେଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ୨ ଦିନ ସ୍କୁଲ୍  ଛୁଟି ଘୋଷଣା କରାଯାଇଛି। ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି…

Continue reading
ଭୀମସେନଙ୍କ ଜାମିନ ଆବେଦନ ଖାରଜ

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଭୀମସେନ ଟୁଡ଼ୁଙ୍କ ଜାମିନ ଆବେଦନ ଖାରଜ। ଜାମିନ ଖାରଜ କରିଛନ୍ତି କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ। ଏଭଳି ଘଟଣାର ସାମାଜିକ ପ୍ରଭାବ ପ୍ରସଙ୍ଗ ଓ ଅଭିଯୁକ୍ତଙ୍କ ବିରୋଧରେ ଥିବା ଅଭିଯୋଗକୁ ଦୃଷ୍ଟିରେ…

Continue reading
ଜେଲ୍ ୱାର୍ଡର ଓ ଅପରାଧୀ ମିଳିମିଶି ପାର୍ଟି କରୁଛନ୍ତି, ମଦ ପିଇ ରାସ୍ତାରେ ବୁଲୁଛନ୍ତି

ସମ୍ବଲପୁର: ଖୁଲାମଖୁଲା ବୁଲୁଛନ୍ତି ଜେଲ୍ ୱାର୍ଡର ଓ ଅପରାଧୀ। ମିଳିମିଶି ପାର୍ଟି କରୁଛନ୍ତି, ମଦ ପିଇ ରାସ୍ତାରେ ବୁଲୁଛନ୍ତି। ଏଭିଳି କିଛି ଦୃଶ୍ୟ ସମ୍ବଲପୁର ରେଢାଖୋଲରେ ଘଟିଛି। ରେଢ଼ାଖୋଲ ଜେଲର ଚିଫ୍ ୱାର୍ଡର ଦିଲୀପ କୁମାର ଦାସ କଏଦୀଙ୍କ ସହ ବୁଲୁଛନ୍ତି।…

Continue reading
ଆରମ୍ଭ ହେଲା ଅମରନାଥ ଯାତ୍ରା

ଜମ୍ମୁ/ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପବିତ୍ର ଓ ପ୍ରତିଷ୍ଠିତ ବାବା ଅମରନାଥ ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି । ଗୁରୁବାର ସକାଳେ ଜମ୍ମୁରୁ ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳ ଶ୍ରୀନଗର ଅଭିମୁଖେ ଯାତ୍ରା କରିଛି । କଡ଼ା ସୁରକ୍ଷା ମଧ୍ୟରେ ଏହି ଜଥା ଆଜି…

Continue reading
ପଥର ଖଣିରେ ପଥର ଧସି 7 ଶ୍ରମିକ ମୃତ

ବେଙ୍ଗାଲୁରୁ (କର୍ଣ୍ଣାଟକ): ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲାସ୍ଥିତ ଏକ ପଥର ଖଣିରେ ଏକ ବିରାଟ ପଥର ଖଣ୍ଡ ଧସି ପଡ଼ିବା ଫଳରେ 7 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବେଙ୍ଗାଲୁରୁ ଦକ୍ଷିଣ ଜିଲ୍ଲାର ମଦପଟ୍ଟନାରେ ଆଜି ଭୋର ସମୟରେ ଏହି ଦୁଃଖଦ…

Continue reading
ଓଡିଶାରେ ବିଜେପି ଶକ୍ତିଶାଳୀ ହେଉଛି : ମନମୋହନ

ଭୁବନେଶ୍ୱର: ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି ଭଦ୍ରକର ପୂର୍ବତନ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଧାମନଗର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ,…

Continue reading
କ୍ୟାବିନେଟ : ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି ଯୋଜନାକୁ ମଞ୍ଜୁରୀ

ଭୁବନେଶ୍ବର : କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା । ୨୦୨୬-୨୭ ଶିକ୍ଷାବର୍ଷରୁ ହେବ ଲାଗୁ । ଶିକ୍ଷାନୁଷ୍ଠାନରେ ଛାଡ଼ ହେବ ନାମଲେଖା ଫି’ । କ୍ୟାବିନେଟ ବୈଠକରେ ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି ଯୋଜନାକୁ ମଞ୍ଜୁରୀ ମିଳିଛି। ଏଥିସହ ରାଜ୍ୟ କ୍ୟାବିନେଟର…

Continue reading
କ୍ୟାବିନେଟ: ଓଡ଼ିଶା ଗଭୀର ସମୁଦ୍ରରେ ମାଛ ଧରିବା ମିଶନ ଅନୁମୋଦିତ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୮ ଟି ବିଭାଗର ୧୨ ଟି ପ୍ରସ୍ତାବକୁ ପୂର୍ବକ ଅନୁମୋଦନ ମିଳିଛି । ଉଚ୍ଚଶିକ୍ଷା ବିଭାଗର ଗୋଟିଏ,…

Continue reading