Today Update

ମାଆ ଓ ଝିଅକୁ ନିର୍ମମ ହତ୍ୟା, ବନ୍ଦ ଘରୁ ମିଳିଲା ମୃତଦେହ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ମହୁଲଡିହା ଅନ୍ତର୍ଗତ ଡକେଇପାଳ ଗାଁରେ ଏକ ବନ୍ଦ ଘର ଭିତରୁ ଜଣେ ମହିଳା ଏବଂ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ମିଳିଛି । ଘର ଭିତରେ ମାଆ ଓ ଝିଅଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି…

Continue reading
ମନ୍ କି ବାତ୍ : ସମୁଦ୍ର ଠାରୁ ଗଗନ ପର୍ଯ୍ୟନ୍ତ ଭାରତ ଆତ୍ମନିର୍ଭର -ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଆଜି 135 ତମ ଏପିସୋଡ୍‌ରେ ପହଞ୍ଚିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବକମାନଙ୍କ ପାଇଁ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିବା ସହିତ ଦେଶ ଦୁନିଆରେ ଘଟୁଥିବା ସାମ୍ପ୍ରତିକ ଘଟଣାବଳୀ ଉପରେ…

Continue reading
ବାପା ଓ ସାନ ଭାଇଙ୍କୁ ହାଣିଦେଲେ ଯୁବକ

ମୟୂରଭଞ୍ଜ: ସମ୍ପର୍କରେ ଲାଗିଲା ରକ୍ତ ଛିଟା। ସାମାନ୍ୟ ମୋବାଇଲ୍ ଫୋନ୍‌କୁ ନେଇ ତେଲେଙ୍ଗା କଟୁରୀରେ ବାପା ଓ ସାନ ଭାଇଙ୍କୁ ହାଣିଦେଇଛନ୍ତି ଜଣେ ଯୁବକ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଶିରାଥଳିରେ। ଏହି ଗ୍ରାମର ସଦାନନ୍ଦ ବାରିକଙ୍କ ସାନ…

Continue reading
ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

ଝାରସୁଗୁଡ଼ା: ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ। ସ୍ୱାମୀକୁ ଅଟକ ରଖିଛି ପୁଲିସ। ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ହଂଶାମୁରା କଣ୍ଟାପାଲିର ଘୁନଘୁଟି ପଡ଼ାରେ ଘଟିଛି ଏହି ଘଟଣା। ମୃତ ମହିଳାଙ୍କ ନାଁ ସୌଦାମିନୀ କିସାନ (୨୭)। ଅଭିଯୁକ୍ତ ତଥା…

Continue reading
ଶାଶୁକୁ ପନିକିରେ ହାଣିଲା ବୋହୂ

ବାଲେଶ୍ୱର: ଶାଶୁକୁ ପନିକିରେ ହାଣିଲା ବୋହୂ। ଗୁରୁତର ଅବସ୍ଥାରେ ଶାଶୁ ମେଡିକାଲରେ ଭର୍ତ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ପଥରଘାଟା ଗାଁରେ। ପାରିବାରିକ କଳହରୁ ଶାଶୁ ଘରେ ଏକୁଟିଆ ଥିବାବେଳେ ବୋହୂ ଉତକ୍ଷିପ୍ତ ହୋଇ ଶାଶୁଙ୍କୁ…

Continue reading
ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ

ଭୁବନେଶ୍ୱର: ସ୍ମାର୍ଟସିଟିର ଲାଇଫ ଲାଇନ୍ କୁହାଯାଉଥିବା ‘ଆମ ବସ’ ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆମ ବସ୍‌ର ପୁଣି ଆତଙ୍କ । ମଞ୍ଚେଶ୍ୱର ଅଞ୍ଚଳରେ ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ। ସ୍କୁଲ ସାରି…

Continue reading
ପ୍ରସନ୍ନ-ଭୂପିନ୍ଦର ଭେଟଘାଟ

ଭୁବନେଶ୍ୱର: ସୁଜତା କାର୍ତ୍ତିକେୟନ ବିଜୁ ଜନତା ଦଳରେ ମିଶିବା ପରେ ଏବେ ଦଳର ବରିଷ୍ଠ ନେତାଙ୍କ ମେଳି ଆରମ୍ଭ ହୋଇଯାଇଛି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଭୂପିନ୍ଦର ସିଂ ମଧ୍ୟରେ ଭେଟଘାଟ ହୋଇଛି । ଶ୍ରୀ ସିଂ ଶନିବାର…

Continue reading
ଆପଣ ଘରେ ପିନ୍ଧୁଛନ୍ତି କି ଚପଲ ? ଭୋଗିବେ ସାଙ୍ଘାତିକ ପରିଣାମ

ଆମେ ଅଧିକାଂଶ ସମୟରେ ଜୋତା ଚପଲ ଉପରେ ଧ୍ୟାନ ଦେଇ ନଥାଉ । ହେଲେ ଜୋତା ଚପଲ ମଧ୍ୟ ଆପଣଙ୍କୁ କାଙ୍ଗାଳ କରିଦେଇପାରେ । ଏଥିପ୍ରତି ଧ୍ୟାନ ରଖିବା ଜରୁରୀ । ଜାଣନ୍ତୁ ଜୋତା ଚପଲ ସମ୍ପର୍କରେ କିଛି ବାସ୍ତୁ ଟିପ୍ସ…

Continue reading
ଘରକୁ ଥଣ୍ଡା ରଖିବାର ଉପାୟ

ଶୀତତାପ ନିୟନ୍ତ୍ରିତ କକ୍ଷରେ ଝରକା, କବାଟ ସବୁବେଳେ ବନ୍ଦ ରହୁଥିବାରୁ ସଂକ୍ରମଣଜନିତ ରୋଗ ଶୀଘ୍ର ବ୍ୟାପିଥାଏ । ବିଶେଷଜ୍ଞ ଦଳ ମଧ୍ୟ ବାରମ୍ବାର ସତର୍କ କରାଇଛନ୍ତି, କରୋନା ମହାମାରୀ ନିୟନ୍ତ୍ରଣ ନ ହେବା ପର୍ଯ୍ୟନ୍ତ ଏସି (ଶୀତତାପ ନିୟନ୍ତ୍ରିତ ଯନ୍ତ୍ର)ର ବ୍ୟବହାର…

Continue reading
ଘରୁ ବାହାରିଲେ ବାର ଅନୁଯାୟୀ କରନ୍ତୁ ଏହି ଉପାୟ, ମିଳିବ ସଫଳତା

ଘରୁ ବାହାରକୁ ଯିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଯେକୌଣସି ମହତ୍ତ୍ୱପୂର୍ଣ୍ଣ କାର୍ୟ୍ୟ ପାଇଁ ଘରୁ ବାହାରିବା ପରେ କାର୍ୟ୍ୟରେ ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତି ପାଇଁ କିଛି ସରଳ ଉପାୟ ରହିଛି, ଯାହାକୁ ବାର…

Continue reading