Today Update

ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ଆଣ୍ଟି ନକ୍ସଲ ଅପରେସନ ରେ ମାଲକାନଗିରି ପୋଲିସ କୁ ବଡ ସଫଳତା। ଆନ୍ଦ୍ର ଓଡିଶା ସୀମାନ୍ତ ରୁ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଜବତ ସାମଗ୍ରୀ ଆନ୍ଦ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟି (…

Continue reading
୩ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଆସ୍ତେ ଆସ୍ତେ ସକ୍ରିୟ ହେଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି, କିନ୍ତୁ ଦକ୍ଷିଣ ଓଡ଼ିଶାରେ ଜୁଲାଇ ୩ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶନିବାର କେନ୍ଦୁଝର,…

Continue reading
ଭୂକମ୍ପରେ ଥରିଲା ଉତ୍ତର-ପୂର୍ବ ଜାପାନ

ନୂଆଦିଲ୍ଲୀ:ଥରିଲା ଜାପାନ। ରବିବାର ସକାଳେ ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି।। ଉତ୍ତର-ପୂର୍ବ ଜାପାନର ତୀବ୍ରତା ୬.୧ ଥିବା ଜଣାପଡିଛି । କିନ୍ତୁ ଏହି ଭୂକମ୍ପ ପରେ କୌଣସି ସୁନାମୀ ଚେତାବନୀ ଜାରି କରାଯାଇନାହିଁ । ବର୍ତ୍ତମାନ ଏହି ଭୂକମ୍ପ ଯୋଗୁଁ…

Continue reading
କରାଚିରେ ଆତଙ୍କବାଦୀ ଆକ୍ରମଣ, ୬ ମୃତ

କରାଚି:ପାକିସ୍ତାନର କରାଚି ସହରରେ ଶନିବାର ସନ୍ଧ୍ୟାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୬ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ପାକିସ୍ତାନ ସିନ୍ଧ ରେଞ୍ଜର୍ସର ୩ ଯବାନ ଓ ୩ ଆତଙ୍କବାଦୀ ଥିବା ଜଣାପଡ଼ିଛି। ରେଞ୍ଜର୍ସଙ୍କ ଶିବିର ଉପରକୁ ଆତଙ୍କବାଦୀମାନେ ପ୍ରଥମେ…

Continue reading
ହୁତୁହୁତୁ ହୋଇ ଜଳିଗଲା ଫିନାଇଲ ତିଆରି କାରଖାନା

ରାଜଗାଙ୍ଗପୁର: ହୁତୁହୁତୁ ହୋଇ ଜଳିଗଲା ଫିନାଇଲ ତିଆରି କାରଖାନା। ଦେଖୁ ଦେଖୁ ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର କେମିକାଲ ଓ ଅନ୍ୟାନ୍ୟ ସମଗ୍ରୀ ।ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଟିମ୍ ପହଞ୍ଚି…

Continue reading
ତାମିଲନାଡ଼ୁ ଗ୍ୟାଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

କେନ୍ଦୁଝର: ତାମିଲନାଡ଼ୁ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାର ଆଉ ଜଣେ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି । ଏହାସହ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଅନ୍ଧାରି ସାହିର ଜୁଆଙ୍ଗ ଯୁବତୀ ବୁଧୁବାରୀ…

Continue reading
ମଟନ୍ ବଦଳରେ ଚିକେନ୍ ଦେବାରୁ କ୍ୟାଟରିଂ ଯୁବକଙ୍କ ବେକ କାଟିଲେ

ବାଲେଶ୍ୱର: ବାହାଘର ଭୋଜିରେ ମଟନ୍ ବଦଳରେ ଚିକେନ୍ ଦେବାରୁ କ୍ୟାଟରିଂ ଯୁବକଙ୍କ ବେକ କାଟିଲେ ୪ ନାବାଳକ। ରେମୁଣା ଥାନା ଅଠାନ୍ତର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗୁରୁତର ଯୁବକଙ୍କୁ ଫକୀରମୋହନ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା ।…

Continue reading
ଯାତ୍ରୀବାହୀ ବସ୍‌ରେ ନିଆଁ

ଅନୁଗୁଳ : ଜାତୀୟ ରାଜପଥରେ ହଠାତ୍ ହୁତୁହୁତୁ ଜଳିଗଲା ଯାତ୍ରୀବାହୀ ବସ୍। ଦେଖୁ ଦେଖୁ ପୋଡି ପାଉଁଶ ହୋଇଗଲା ବସ୍। ଡ୍ରାଇଭରଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪୦ରୁ ଅଧିକ ଯାତ୍ରୀ। ବସ୍‌ଟି ରାଉରକେଲାରୁ ପାରାଦୀପ ଆସୁଥିବା…

Continue reading
ସୋମବାର ଶ୍ରୀଜିଉଙ୍କ ସ୍ନାନଯାତ୍ରା

ପୁରୀ,: ସୋମବାର ଶ୍ରୀଜିଉଙ୍କ ସ୍ନାନ ଯାତ୍ରା । ଏହି ଦୁର୍ଲଭ ସ୍ନାନ ଓ ହାତୀବେଶ ଦର୍ଶନ କରିବା ନିମନ୍ତେ ଶ୍ରୀକ୍ଷେତ୍ରକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ତେଣୁ ମହାପ୍ରଭୁଙ୍କ ନୀତି ଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ରକ୍ଷା, ଶ୍ରଦ୍ଧାଳୁଙ୍କୁ ମୌଳିକ…

Continue reading
ଆସୁଛି ବଡ଼ ଲଘୁଚାପ

ଭୁବନେଶ୍ୱର: ଆସୁଛି ବଡ଼ ଲଘୁଚାପ । ପ୍ରବଳ ବର୍ଷା ଅଜାଡ଼ିବ ଓଡ଼ିଶାରେ । ଜୁଲାଇ ପହିଲାରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରାଯାଇଛି । ଏହି ସୂଚନା ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା…

Continue reading