Today Update

ରଥଯାତ୍ରା ଡ୍ୟୁଟି ପାଇଁ ମୁତୟନ ହେବେ ୧୨ ହଜାର ପୁଲିସ, ୨୫୦ ପ୍ଲାଟୁନ୍‌ ଫୋର୍ସ

ପୁରୀ,: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ୨୦୨୬ ପାଇଁ ଶେଷ ସମନ୍ୱୟ କମିଟି ବୈଠକ ଶେଷ। ଆଉ ୯ ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଲାଗି…

Continue reading
ରଥଯାତ୍ରା ସମୀକ୍ଷା ବୈଠକ: ସମର୍ପଣ ଓ ସମନ୍ଵୟର ମନ୍ତ୍ର ଦେଲେ ମୋହନ

ଭୁବନେଶ୍ଵର : ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସମୀକ୍ଷା ବୈଠକ। ମିଟିଂରେ ସମର୍ପଣ ଓ ସମନ୍ଵୟର ମନ୍ତ୍ର ଦେଲେ ମୋହନ ଚରଣ ମାଝୀ। ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ଗୁରୁତ୍ଵ। ସ୍ଵାସ୍ଥ୍ୟ, ପରିମଳ ଓ ଟ୍ରାଫିକ୍ ଉପରେ ଫୋକସ୍। କର୍ଡନ ପାସ୍ ଉପରେ…

Continue reading
ଲଗାଣ ବର୍ଷା ପାଇଁ ୭ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା

ବର୍ଷା ପାଇଁ ସ୍କୁଲ ଛୁଟି। ଲଗାଣ ବର୍ଷା ପାଇଁ ୭ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। କଟକ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା, କନ୍ଧମାଳ, ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସମ୍ବଲପୁର ମହାନଗର ନିଗମ…

Continue reading
ଯୁବକଙ୍କୁ ହତ୍ୟା ପରେ ନଦୀରେ ପିଙ୍ଗି ଦେଲେ

ନୟାଗଡ଼: ଯୁବକ ନିଖୋଜ। ପିଟିପିଟି ହତ୍ୟା ପରେ ଶବକୁ ନଦୀରେ ପିଙ୍ଗି ଦିଆଯାଇଥିବା ଅଭିଯୋଗ। ନୟାଗଡ଼ ସଦରଥାନା ଡାଳିଆମଡା ଗାଁରୁ ଆସିଛି ଏଭଳି ଅଭିଯୋଗ। ଡାଳିଆମଡା ଗାଁର ଚିରଞ୍ଜିବୀ ସାହୁଙ୍କ ପୁଅ ଅଭିମନ୍ୟୁ ଗତକାଲି ଗାଁର ଏକ ଦୋକାନକୁ ଔଷଧ କିଣିବାକୁ…

Continue reading
ନଦୀରେ ବୁଡ଼ି ନାବାଳକ ମୃତ

ରାଉରକେଲା: ହମିରପୁର ଘାଟରେ ସାଙ୍ଗମାନଙ୍କ ସହ ମାଛ ଧରୁଥିଲା ବେଳେ କୋଏଲ ନଦୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ହୋଇଛି l ମୃତକ ହେଲେ ସେକ୍ଟର ୨୦ ଆଜାଦ ବସ୍ତିର ମହମ୍ମଦ ଆସିଫ ଅହମ୍ମଦ (୧୭)l ଅନ୍ୟ ତିନି ସାଙ୍ଗ ବର୍ତ୍ତି…

Continue reading
ପିକଅପ ଧକ୍କାରେ ଶ୍ରମିକ ମୃତ

ରାଉରକେଲା: ପିକଅପ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି l ମୃତକ ଜଣକ ହେଉଛନ୍ତି ରାଉରକେଲା ନେତାଜୀ ନଗର ଅଂଚଳର l ଆଜି ସକାଳ ପ୍ରାୟ ସାଢେ ୯ଟାରେ କଲୁଙ୍ଗା କୋକାକୋଲା କାରଖାନା ସମ୍ମୁଖ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା l…

Continue reading
ବର୍ଷାରେ ମୁମ୍ବାଇ ବେହାଲ: ଚାରିମହଲା ଘର ଭୁଶୁଡ଼ି ୬ ମୃତ

ମୁମ୍ବାଇ: ମୁମ୍ବାଇର ମାନଖୁର୍ଦ ଅଞ୍ଚଳରେ ଏକ ଚାରିମହଲା ଘର ଭୁଶୁଡ଼ିବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଚାପି ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ…

Continue reading
ପାସପୋର୍ଟର ଆସିଲା ନୂଆ ରାଙ୍କିଂ ; ଜାଣନ୍ତୁ, ଭାରତର ସ୍ଥାନ କେତେ ନମ୍ୱରରେ

ନୂଆଦିଲ୍ଲୀ :ଗ୍ଲୋବାଲ୍ ସିଟିଜେନ୍ ସଲ୍ୟୁସନ୍ସ ଦ୍ୱାରା ପ୍ରକାଶିତ ହୋଇଛି ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ-୨୦୨୬। ଏଥିରେ ଭାରତ ୧୯୭ଟି ଦେଶ ମଧ୍ୟରୁ ୧୨୫ ତମ ସ୍ଥାନରେ ରହିଛି। ଗତ ବର୍ଷ ତୁଳନାରେ ଭାରତର ରାଙ୍କିଂ ଗୋଟିଏ ସ୍ଥାନ ତଳକୁ ଖସି ଯାଇଛି। ତଥାପି,…

Continue reading
ରଥଯାତ୍ରା: ଗୋଟିଏ ବି ଅଧିକ କର୍ଡନ ପାସ୍‌ ଇସ୍ୟୁ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ପାଖେଇ ଆସୁଛି ରଥଯାତ୍ରା । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରଥଯାତ୍ରା ସମୀକ୍ଷା ବୈଠକ କରିଛନ୍ତି । କର୍ଡନ ପାସ୍ ଉପରେ ଜିଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ଅନୁସାରେ ଗୋଟିଏ ବି ଅଧିକ କର୍ଡନ…

Continue reading
ବାଙ୍କିପୁର ଉପନିର୍ବାଚନ ଲଢ଼ିବେ ପ୍ରଶାନ୍ତ କିଶୋର

ପାଟନା: ବିହାରର ରାଜନୈତିକ ଦୃଶ୍ୟପଟରେ ଏକ ନୂତନ ହଇଚଇ ସୃଷ୍ଟି ହୋଇଛି । ବାଙ୍କିପୁର ବିଧାନସଭା ଉପନିର୍ବାଚନ ପାଇଁ ଜନ ସୁରାଜ ପାର୍ଟି ପ୍ରଶାନ୍ତ କିଶୋରଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରିଛି। ଉଲ୍ଲେଖନୀୟ ଯେ ବାଙ୍କିପୁରରେ ଉପନିର୍ବାଚନ ଜୁଲାଇ ୩୦ରେ ହେବାକୁ…

Continue reading