Today Update

ରଥଯାତ୍ରାରେ ନିରନ୍ତର ପ୍ରଶାସନିକ ସେବା ଯୋଗାଣରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ସୁନିଶ୍ଚିତ କରାଯାଇପାରିଛି:ମୁଖ୍ୟମନ୍ତ୍ରୀ

=-ପ୍ରତିକୂଳ ପାଗ ସତ୍ତ୍ୱେ ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୬ ଭୁବନେଶ୍ୱର: ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମହାପ୍ରଭୁ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୬ ଆଜି ପୁରୀରେ ଅତ୍ୟନ୍ତ ଭକ୍ତି,…

Continue reading
ଧକ୍କା ଦେଲା ଟ୍ରକ , ଦମ୍ପତି ମୃତ

ବ୍ରହ୍ମପୁର : ବ୍ରହ୍ମପୁର ନିକଟ ରଣ୍ଢା ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା । ରାସ୍ତା ପାର ହେଲା ବେଳେ ଟ୍ରକ ଦେଲା ଧକ୍କା। ଟ୍ରକ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ୱାମୀ ହରିଶ୍ଚନ୍ଦ୍ର ଦାସ ଓ ସ୍ତ୍ରୀ ପରି…

Continue reading
ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍‌, ୩ ମୃତ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ସ୍କୁଲ ଗାଡ଼ି ପାସେଞ୍ଜର ଟ୍ରେନର ସମ୍ମୁଖୀନ ହେବା ଫଳରେ ୨ ଜଣ ସ୍କୁଲ ଛାତ୍ରଙ୍କ ସମେତ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ…

Continue reading
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା

ଭୁବନେଶ୍ବର: ୨୦୨୬-୨୭ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ୪ ଲକ୍ଷ ୨୯ ହଜାର ୨୧୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୮୨…

Continue reading
ବିଶ୍ବ ଜନସଂଖ୍ୟା ସଚେତନତା ଦିବସ ପାଳିତ

ଦେବଗଡ଼:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ବିଶ୍ବ ଜନସଂଖ୍ୟା ସଚେତନତା ଦିବସ ପାଳିତ ହୋଇଯାଇଛି।ସିଡିଏମଓ ଡା.ସଂଘମିତ୍ରା ପଣ୍ଡାଙ୍କ ସଭାପତିତ୍ବରେ ଅନୁ‌ଷ୍ଠିତ ବୈଠକରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉକ୍ତ ଦିବସ ପାଳନ ସଂପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ…

Continue reading
ଆରଏସଇଟିଆଇ ପକ୍ଷରୁ ଛତୁ ଚାଷ ତାଲିମ ଶିବିର ଉଦଯାପିତ

ଦେବଗଡ଼:ସେଣ୍ଟ୍ରାଲ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ(ଆରଏସଇଟିଆଇ)ପକ୍ଷରୁ ଦେବଗଡ ସ୍ବତନ୍ତ୍ର ଉପକାରାଗାରର ଅନ୍ତେବାସୀଙ୍କୁ ନେଇ ଚାଲିଥିବା ୬ ଦିନିଆ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି।ସେଣ୍ଟ୍ରାଲ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ମୁକେଶ…

Continue reading
ଦେବଗଡ଼ ଜିଲ୍ଲା କଂଗ୍ରେସ ସଭାପତିଙ୍କ ୩୬ ଘଣ୍ଟିଆ ଉପବାସ

ଦେବଗଡ଼:ରାଜ୍ୟସରକାର ଦେବଗଡ଼ ଜିଲ୍ଲାର ବିକାଶରେ ଅବ‌ହେଳା କରୁଥିବା ଜିଲ୍ଲା କଂଗ୍ରେସ ସେମ ହେମ୍ରମ ଅଭିଯୋଗ କରିଛନ୍ତି।ଏହାର ପ୍ରତିବାଦର ଆଜି ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩୬ ଘଣ୍ଟିଆ ଉପବାସରେ ବସିଛନ୍ତି।ତେବେ ତାଙ୍କ ଦାବି ଗୁଡିକ ଯଥାର୍ଥ…

Continue reading
କୋଭିଡକୁ ନେଇ ସତର୍କ ରାଜ୍ୟ ସରକାର: ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: କୋଭିଡ ସଂକ୍ରମଣକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସତର୍କ ଥିବାବେଳେ ସାଧାରଣ ଲୋକଙ୍କୁ ଭୟଭୀତ ନହେବାକୁ ଆହ୍ୱାନ କରିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । କୋଭିଡ ସ୍ଥିତି ସମୀକ୍ଷା ବୈଠକ ପରେ ସେ କହିଛନ୍ତି ଯେ, ରାଜ୍ୟ ସରକାର…

Continue reading
ସୁନ୍ଦରପଦା ବୋମା ବିସ୍ଫୋରଣ ମାମଲା: ଏନ୍‌ଆଇଏର ଛାନ୍‌ଭିନ୍

ଭୁବନେଶ୍ୱର,: ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ମାମଲାରେ ଏବେ ଅଭିଯୁକ୍ତ ରୋହନ ରଞ୍ଜନ ରାଉତ ଉପରେ ଫୋକସ୍ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) । ତା’ ମୋବାଇଲ୍‌ରେ କିଛି ବୋମା ପ୍ରସ୍ତୁତିର ଭିଡିଓ ଓ ଫଟୋଚିତ୍ର ଥିବାର ସୁରାକ ମିଳିଛି ।…

Continue reading
ନିଜକୁ ଜାଳିଦେଲେ ଯୁବତୀ

ବ୍ରହ୍ମପୁର : କିରୋସିନ ଢାଳି ହୋଇ ନିଜକୁ ଜାଳିଦେଲେ ଯୁବତୀ। ବ୍ରହ୍ମପୁର ବଡ଼ବଜାର ଥାନା ଶାନ୍ତିନଗର ଲେନ୍-୫ରେ ଯୁବତୀଙ୍କ ଆତ୍ମାହୁତି।ସେ ହେଲେ ରବୀନ୍ଦ୍ର ବେହେରାଙ୍କ ଝିଅ ରାଜେଶ୍ୱରୀ ବେହେରା(୨୭)। ବୁଧବାର ସକାଳୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ କଟକ…

Continue reading