Today Update

ଭାସୁଛି ମୁମ୍ବାଇ: କେବଳ ପାଣି ହିଁ ପାଣି

ନୂଆଦିଲ୍ଲୀ: ଅବିଶ୍ରାନ୍ତ ବର୍ଷାରେ ଭାସୁଛି ଦେଶର ବାଣିଜ୍ୟିକ ସହର ମୁମ୍ବାଇ । ଦୈନନ୍ଦିନ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି । ଆଗାମୀ ୪୮ଘଣ୍ଟା ପାଇଁ ମଧ୍ୟ ଆଲର୍ଟ ଜାରି କରାଯାଇଛି । ବାନ୍ଦ୍ରା, ଭିଲେପାର୍ଲେ, ଚେମ୍ବୁର, ଘାଟକୋପରର ସ୍ଥିତି ଗମ୍ଭୀର ରହିଛି…

Continue reading
ମମତାଙ୍କୁ ଝଟ୍‌କା, ଦଳୀୟ ପଦ ଛାଡ଼ିଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

ନୂଆଦିଲ୍ଲୀ; ପଶ୍ଚିମବଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା ଲାଗିଛି । ତାଙ୍କର ଘନିଷ୍ଠ ସହଯୋଗୀ ଭାବେ ପରିଚିତ ଟିଏମ୍‌ସିର ରାଜ୍ୟ ସଭାପତି ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ସମସ୍ତ ଦଳୀୟ ପଦରୁ ଇସ୍ତଫା ଦେଇଛନ୍ତି । ଏ ସଂପର୍କରେ ସେ…

Continue reading
ଦାରୁବ୍ରହ୍ମଙ୍କ ଅନବସର ସେବା: ଆଜିଠୁ ୩ ଦିନ ଓଷ ଲାଗି ନୀତି

ପୁରୀ: ଦାରୁବ୍ରହ୍ମଙ୍କ ଅନବସର ସେବାକ୍ରମରେ ଶ୍ରୀମନ୍ଦିର ଅଣସର ଘରେ ଶ୍ରୀଅଙ୍ଗ ଖୋଲିବା ପରେ ଠାକୁରଙ୍କ ଫୁଲୁରୀ ତେଲ ଲାଗି ନୀତି ହୋଇଛି । ବଡ଼ଓଡ଼ିଆ ମଠ ଫୁଲୁରୀ ତେଲ ଯୋଗାଇବାର ପରମ୍ପରା ରହିଛି । ଏଣୁ ଶନିବାର ଅପରାହ୍ଣରେ ବଡ଼ଓଡ଼ିଆ ମଠରୁ…

Continue reading
ରାଜ୍ୟରେ ଆଗକୁ ଅଛି ବଡ଼ ବର୍ଷା

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟକ୍ତ କରୁଥିବାବେଳେ ଆଗକୁ ଅଛି ବଡ଼ ବର୍ଷା । କାରଣ ଅଧିକ ଘନୀଭୂତ ହେଉଛି ସ୍ପଷ୍ଟଚିହ୍ନିତ ଲଗୁଚାପ । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ନେଇପାରେ ଅବପାତର ରୂପ । ଘନୀଭୂତ ହେବାପରେ…

Continue reading
ନିଷ୍ପତ୍ତି ବଦଳାଇଲା ପ୍ରଶାସନ: ରଥଯାତ୍ରାରେ ଦିଆଯିବ ରନ୍ଧା ଓ ଶୁଖିଲା ଖାଦ୍ୟ

ପୁରୀ,: ନିଷ୍ପତ୍ତି ବଦଳାଇଲା ପ୍ରଶାସନ । ରଥଯାତ୍ରାରେ ବଡ଼ଦାଣ୍ଡ ମାର୍କେଟ ଛକରୁ ଶରଧାବାଲି ଭିତରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟାଯିବ । ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିବିଶେଷ ପ୍ରାଶାସନିକ ଅନୁମତି ନେଇ ମାର୍କେଟ ଛକଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ…

Continue reading
ଗ୍ୟାସ୍ ଟ୍ରାଜେଡି: ୧୫କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

କେନ୍ଦୁଝର : ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡି ଘଟଣା ।ଆଉ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବରେଇଗୋଡା ପଞ୍ଚାୟତରେବଣା ଗାଁର ପାଣୁଆ ଜୁଆଙ୍ଗଙ୍କ ୨୩ ବର୍ଷିୟ ଝିଅ ରୋହିଣୀ ଜୁଆଙ୍ଗ…

Continue reading
ଏସ୍‌ଆଇଆର୍‌ ଚିଠା ତାଲିକା, ଓଡ଼ିଶାରେ କଟିଲା ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ

ଭୁବନେଶ୍ବର: ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟ ଓଡ଼ିଶା ଶେଷ ହୋଇଛି । ଏଥିସହ ଚିଠା ଭୋଟର୍ ତାଲିକା ପ୍ରକାଶ ପାଇଛି । ଏହି ତାଲିକା ଅନୁସାରେ ପ୍ରାୟ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ କଟିଛି। ରାଜ୍ୟରେ ବର୍ତ୍ତମାନ…

Continue reading
ଆଞ୍ଚଳିକ ସୁଭଦ୍ରାଶକ୍ତି ଭିଜନ ସମ୍ମିଳନୀ

ମହିଳାଙ୍କ ଆର୍ଥିକ ସୁଦୃଢ଼ୀକରଣ ସହ ଦେବଗଡ଼ ରାଜ୍ୟର ଏକ ମଡେଲ ଜ଼ିଲ୍ଲା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ଦେବଗଡ଼:ମିଶନ ଶକ୍ତି ବିଭାଗ ପକ୍ଷରୁ ଆଜି ସ୍ଥାନୀୟ ପଶ୍ଚିମ ଓଡିଶା ବିକାଶ ପରିଷଦ ପ୍ରେକ୍ଷାଳୟରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ…

Continue reading
ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଦେବଗଡ଼:ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ,ମିଶନଶକ୍ତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଦେବଗଡ ଗସ୍ତରେ ଆସି ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସମୀକ୍ଷା କରିଥିଲେ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀରେ ଅନୁଷ୍ଠିତ ସମୀକ୍ଷା…

Continue reading
ପ୍ରଧାନପାଟର ବିକାଶ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ଉପ ମୁଖ୍ୟମନ୍ତ୍ରୀ

ଦେବଗଡ଼:ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଦେବଗଡ ଗସ୍ତରେ ଆସି ପ୍ରଧାନପାଟ ଜଳପ୍ରପାତର ପରିଦର୍ଶନ କରିଥିଲେ।ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପ୍ରଧାନପାଟ ଜଳପ୍ରପାତ ଦେବଗଡ଼ ଜିଲ୍ଲାର ଏକ ଅନନ୍ୟ ପରିଚୟ ଏବଂ ଓଡ଼ିଶାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ ପର୍ଯ୍ୟଟକଙ୍କ ଆବଶ୍ୟକତାକୁ…

Continue reading