Latest Story
MMDR BJD ବିଜେଡି ରାଜ୍ୟବ୍ୟାପୀ ଏମଏମଡିଆରକୁ ତୀବ୍ର ବିରୋଧ କରିବ:ଅରୁଣ ସାହୁMMDR CONGRESS ଏମଏମଡିଆର ଆଇନ: ବିଧାନସଭାରେ ସ୍ଵତନ୍ତ୍ର ଅଧିବେଶନ ଡାକିବାକୁ କଂଗ୍ରେସର ଦାବିratna bhander puri ୩୧ରେ ହେବ ରତ୍ନଭଣ୍ଡାରର ଗଣତି ମଣତିbullet proof jacketମାୟାବତୀ-ଅଖିଳେଶଙ୍କ ସମେତ ୪୪ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍low pressur rain ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପfarmer registration ୭.୧୮ଲକ୍ଷ ଚାଷୀ କଲେଣି ପଞ୍ଜୀକରଣbjp ଆଜି ବିଜେପି ମୁଖ୍ୟାଳୟରେ ନବନିଯୁକ୍ତ ପଦାଧିକାରୀ ବୈଠକfire in plant control room ପ୍ଲାଣ୍ଟ କଣ୍ଟ୍ରୋଲ ରୁମ୍‌ରେ ନିଆଁ, ୩ ଇଞ୍ଜିନିୟର ମୃତHeavy Rain Warning for Odisha ବର୍ଷା : ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିworld athletics continental tour ଆଜି ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍‌ ଟୁର ସିଲଭର୍‌ ମିଟ୍‌, ଶୁଭାରମ୍ଭରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

Today Update

ଦୀର୍ଘ ୩୭ ବର୍ଷର ସେବା ପରେ ସୁଶାନ୍ତ କୁମାର ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଅଣଶିକ୍ଷକ କର୍ମଚାରୀ ଶ୍ରୀ ସୁଶାନ୍ତ କୁମାର ନାୟକଙ୍କ ଅବସର ଉପଲକ୍ଷେ ଏକ ଭାବପ୍ରବଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ନାୟକ ୧୨ ମେ ୧୯୮୯ ମସିହାରେ ମହାବିଦ୍ୟାଳୟରେ ରାତ୍ରି…

Continue reading
ଦେବଗଡ ଓ ବାରକୋଟ ପୁଲିସ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମ

ଦେବଗଡ଼:ଦେବଗଡ ଥାନା ପୁଲିସ ପକ୍ଷରୁ ରାଜା ବାସୁଦେବ ହାଇସ୍କୁଲରେ ଆଜି ନିଶାମୁକ୍ତ ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ ଥାନା ଆଇଆଇସି ସବ୍ୟସାଚୀ ଶତପଥିଙ୍କ ତତ୍ତ୍ବାବଧାନ‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସଡିପିଓ ରମେଶ ମାହାନା ଯୋଗ ଦେଇ ଛାତ୍ରମାନଙ୍କୁ ସଚେତନ କରାଯିବା…

Continue reading
୧୦ ଦଫା ଦାବି ନେଇ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ସ୍ବାସ୍ଥ୍ୟ ସେବା ବ୍ୟାହତ

ଦେବଗଡ଼:ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ(ଓମଶା)ର ଆହ୍ବାନ କ୍ରମେ ୧୦ ଦଫା ଦାବି ନେଇ ଦେବଗଡ ଜିଲ୍ଲାର ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଯାହା ଫଳରେ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗଁୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ସମସ୍ତ ସରକାରୀ…

Continue reading
ହାତୀ ଆକ୍ରମଣରେ ଜଣେ ମୃତ

ଦେବଗଡ଼:ଦେବଗଡ ଜିଲ୍ଲାର ତିଲେଇବଣି ବ୍ଲକର ସଡୋ ପଂଚାୟତର ବେଲୁଆମ ଗ୍ରାମରେ ଆଜି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି।ମୃତକ ହେଲେ ବେଲୁଆମ ଗ୍ରାମର କୁଞ୍ଜବନ ତିର୍କୀ।ସୂଚନା ଅନୁଯାୟୀ,କୁଞ୍ଜବନ ଆଜି ସକାଳେ ନିକଟସ୍ଥ ଜଙ୍ଗଲକୁ ଯାଇଥିବାବେଳେ ହଠାତ ହାତୀ ତାଙ୍କୁ ଅତର୍କିତ…

Continue reading
କଳାବ୍ୟାଚ ପିନ୍ଧିଲେ SCB ଡାକ୍ତର, ବର୍ଷାରେ ଭିଜି କଲେ ପ୍ରତିବାଦ

କଟକ: ଜାତୀୟ ଡାକ୍ତର ଦିବସରେ ବର୍ଷାରେ ଓଦା ହୋଇ କଳା ବ୍ୟାଚ ପିନ୍ଧି ଡାକ୍ତରମାନେ ପ୍ରତିବାଦ କରିଛନ୍ତି । କଟକର SCB ମେଡିକାଲ କଲେଜ ଏବଂ ହସ୍ପିଟାଲ (SCBMCH)ର ଜୁନିଅର ଡାକ୍ତର ସଂଘ (JDA) ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍ (OMSA)ର…

Continue reading
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଇରାନ ରାଷ୍ଟ୍ରପତି ଡକ୍ଟର ମାସୁଦ ପେଜେଶକିଆନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଟେଲିଫୋନ୍ ଯୋଗେ ଉଭୟ ନେତା ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି। ମୁକ୍ତ ବାଣିଜ୍ୟ ସ୍ୱାଧୀନତା…

Continue reading
ସମ୍ପର୍କରେ ଡେ଼ାରି କେତେବେଳେ ଦୁର୍ବଳ ହୋଇଥାଏ ?

ନୀରବତା ଓ ଧୈର୍ଯ୍ୟଠାରୁ ବଡ଼ କୌଣସି ଗୁଣ ନାହିଁ। ନୀରବତା ଦ୍ୱାରା ସମସ୍ତ ପରିସ୍ଥିତିକୁ ସାମ୍ନା କରାଯାଇପାରେ ଓ ଧୈର୍ଯ୍ୟ ଦ୍ୱାରା ସମସ୍ତ ବିପଦକୁ ପାରି କରାଯାଇପାରେ। *ଶ୍ରଦ୍ଧାରୁ ଜ୍ଞାନ ମିଳିଥାଏ, ନମ୍ରତାରୁ ମାନ ମିଳିଥାଏ ଏବଂ ନିଜ ଯୋଗ୍ୟତାରୁ ସ୍ଥାନ…

Continue reading
ଅଧିକାଂଶ ପୁରୁଷ ନିଜ ପ୍ରେମିକାକୁ କୁହନ୍ତି ଏହି ମିଛ

ସମ୍ପର୍କରେ ଅନେକ ପୁରୁଷ ମିଛ କହିଥାନ୍ତି , ତେବେ ଏହି ମିଛ କହିବାର ଅନେକ ଗୁଡ଼ଏ କାରଣ ମଧ୍ୟ ରହିଛି। କେତେବେଳେ ପ୍ରେମିକ ତାଙ୍କ ପ୍ରେମିକାକୁ ଖୁସିରେ ଦେଖିବାକୁ ଚାହାନ୍ତିି ତ କେତେ ବେଳେ ନିଜେ କହୁଥିବା କଥାକୁ ସତ ପ୍ରମାଣିତ…

Continue reading
ମନରେଗା ଟଙ୍କା ଆତ୍ମସାତ: ୨ ଯନ୍ତ୍ରୀ ଗିରଫ

କନ୍ଧମାଳ : କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ମହାଦୁର୍ନୀତିର ପର୍ଦାଫାସ୍। ବ୍ଲକର AE, JE, ADO, PEO ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ। କୋଟଗଡ଼ ବ୍ଲକ ଧରାକୋଟ ପଞ୍ଚାୟତରେ ମନରେଗାରେ ମିଥ୍ୟା ବିଲ କରି ୩୮ ଲକ୍ଷରୁ ଅଧିକ…

Continue reading
ସୌମ୍ୟ ସ୍ୱାଇଁ ହତ୍ୟା ମାମଲା : ଦୁଇ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ସ୍ବାଇଁ ହତ୍ୟା ମାମଲାରେ ଦୁଇ ଦିନ ରିମାଣ୍ଡରେ ଆସିଲେ ତିନି ଅଭିଯୁକ୍ତ । ପୁଲିସ ଦ୍ବାରା ଗିରଫ ହୋଇଥିବା ୧୧ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ଅଭିଯୁକ୍ତଙ୍କୁ ଦୁଇଦିନ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି…

Continue reading