Latest Story
MMDR BJD ବିଜେଡି ରାଜ୍ୟବ୍ୟାପୀ ଏମଏମଡିଆରକୁ ତୀବ୍ର ବିରୋଧ କରିବ:ଅରୁଣ ସାହୁMMDR CONGRESS ଏମଏମଡିଆର ଆଇନ: ବିଧାନସଭାରେ ସ୍ଵତନ୍ତ୍ର ଅଧିବେଶନ ଡାକିବାକୁ କଂଗ୍ରେସର ଦାବିratna bhander puri ୩୧ରେ ହେବ ରତ୍ନଭଣ୍ଡାରର ଗଣତି ମଣତିbullet proof jacketମାୟାବତୀ-ଅଖିଳେଶଙ୍କ ସମେତ ୪୪ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍low pressur rain ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପfarmer registration ୭.୧୮ଲକ୍ଷ ଚାଷୀ କଲେଣି ପଞ୍ଜୀକରଣbjp ଆଜି ବିଜେପି ମୁଖ୍ୟାଳୟରେ ନବନିଯୁକ୍ତ ପଦାଧିକାରୀ ବୈଠକfire in plant control room ପ୍ଲାଣ୍ଟ କଣ୍ଟ୍ରୋଲ ରୁମ୍‌ରେ ନିଆଁ, ୩ ଇଞ୍ଜିନିୟର ମୃତHeavy Rain Warning for Odisha ବର୍ଷା : ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିworld athletics continental tour ଆଜି ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍‌ ଟୁର ସିଲଭର୍‌ ମିଟ୍‌, ଶୁଭାରମ୍ଭରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

Today Update

ଛାତ୍ରଛାତ୍ରୀଙ୍କୁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ: ଗଣଶିକ୍ଷା ସଚିବ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍. ଥିରୁମାଲା ନାୟକ ସ୍ପଷ୍ଟ କରିଛନ୍ତି। ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା…

Continue reading
ଆୟ ବର୍ହିଭୂତ ସମ୍ପତ୍ତି : ଭିମସାର ଅଧୀକ୍ଷକ ଗିରଫ

ଭୁବନେଶ୍ଵର:ଆୟ ବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର) ଅଧୀକ୍ଷକ ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କୁ ଗିରଫ କଲା ଭିଜିଲାନ୍ସ। ମଙ୍ଗଳବାର ଅଶ୍ୱିନୀଙ୍କର ବିଭିନ୍ନ ସ୍ଥାନରେ ଥିବା ଘରଗୁଡିକରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା।…

Continue reading
ରାଜନାଥଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବିରୋଧରେ ଲୋକସଭାରେ ସ୍ବାଧିକାର ଭଙ୍ଗ ନୋଟିସ ଦେଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ। ମଙ୍ଗଳବାର ବେଣୁଗୋପାଳ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଲେଖିଥିବା ଚିଠିରେ ଗୃହ ପରିଚାଳନା ନିୟମ ୨୨୩ ଅନୁଯାୟୀ ରାଜନାଥଙ୍କ…

Continue reading
ବିଜେଡ଼ିରେ ସୁଜାତାଙ୍କ ଏଣ୍ଟ୍ରି ଦଳକୁ ହେବ ସହାୟକ ନା ବୋଝ ?

ନିକଟରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ଧର୍ମପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳର (ବିଜେଡ଼ି) ସଦସ୍ୟତା ଗ୍ରହଣ କରିଛନ୍ତି । ଗତ ୨୫ ତାରିଖ ଦିନ ଦଳର ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଠାରେ ଆୟୋଜିତ ଏକ…

Continue reading
ହିଞ୍ଜିଳି ପାଇଁ ନିଖୋଜ ହୋଇଯାଇଛନ୍ତି ନବୀନ

ଭୁବନେଶ୍ୱର: ହିଂଜିଳି… ନବୀନ ପଟ୍ଟନାୟକଙ୍କ ରାଜନୈତିକ ଗଡ଼। ଯେଉଁଠୁ ସେ ଲଗାତାର ୬ ଥର ବିଜୟୀ ହୋଇଛନ୍ତି। କିନ୍ତୁ ୨୦୨୪ ନିର୍ବାଚନ ପରେ ସତେ ଯେମିତି ହିଞ୍ଜିଳି ପାଇଁ ନିଖୋଜ ହୋଇଯାଇଛନ୍ତି ନବୀନ। ଦୁଇ ବର୍ଷରେ ମାତ୍ର ଥରଟିଏ ନିଜ ନିର୍ବାଚନମଣ୍ଡଳୀକୁ…

Continue reading
ଗ୍ୟାସ ଟ୍ରାଜେଡି: ଓଡ଼ିଆ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ ଜୁଆଙ୍ଗ ଯୁବତୀ। ମୃତ ଯୁବତୀ କେନ୍ଦୁଝର ଜିଲାର ଅଞ୍ଜନା ଜୁଆଙ୍ଗ ବୋଲି ସୂଚନା…

Continue reading
ଡାକ୍ତର ଦିବସରେ କଳାବ୍ୟାଚ ପିନ୍ଧିଲେ ଡାକ୍ତର

ଭୁବନେଶ୍ୱର: ଡାକ୍ତର ଦିବସରେ କଳାବ୍ୟାଚ ପିନ୍ଧିଲେ ଡାକ୍ତର। ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍-OMSA ପକ୍ଷରୁ ଧାରଣା। କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ଡାକ୍ତର। OMSA ପକ୍ଷରୁ ୧୦ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ଚାଲିଛି।କେନ୍ଦ୍ରୀୟ ବେତନ ଗଠନ…

Continue reading
ପୀତବାସ ପଣ୍ଡା ହତ୍ୟା ମାମଲାରେ ଟ୍ବିଷ୍ଟ: ବିକ୍ରମ ପଣ୍ଡା ମୁଖ୍ୟ ଷଡ଼ଯନ୍ତ୍ରକାରୀ

ବ୍ରହ୍ମପୁର: ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଟ୍ବିଷ୍ଟ। ହତ୍ୟା ଦଫାରୁ ବାଦ ପଡ଼ିଲେ ବିକ୍ରମ ପଣ୍ଡା। ଚୂଡ଼ାନ୍ତ ଚାର୍ଜସିଟରେ ୧୪ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଦଫାକୁ ବାଦ ଦିଆଯାଇଛି। ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ…

Continue reading
ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସର ନବରଙ୍ଗପୁର ବନ୍ଦ ଡାକରା

ନବରଙ୍ଗପୁର : ୧୨ ଘଣ୍ଟିଆ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ତ୍ରୁଟି ପ୍ରତିବାଦରେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ନବରଙ୍ଗପୁର ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ। ବର୍ଷା ଯୋଗୁଁ ଘଣ୍ଟାଏ ବିଳମ୍ବରେ ବନ୍ଦ…

Continue reading
୩ ବେଳକୁ ଲଘୁଚାପ କ୍ଷେତ୍ର ସମ୍ଭାବନା

ଭୁବନେଶ୍ୱର: ଉତ୍ତରବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଦେଢ଼ରୁ ୫.୮ କିଲୋମିଟିର ଉଚ୍ଚତା ଯାଏଁ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ ଆସନ୍ତା ୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେରେ…

Continue reading