Today Update

ଦେବଗଡ ଜିଲ୍ଲା ପୁରୁଣାଗଡ ଜଗନ୍ନାଥ ମନ୍ଦିରରେ ହୁଏ ୩ ଦିନ ରଥଯାତ୍ରା, ୨ ଦିନ ହୁଏ ରଥଟଣା

ଦେବଗଡ଼:ଦେବଗଡ ପୌରାଚଂଳର ପୁରୁଣାଗଡସ୍ଥିତଜଗନ୍ନାଥ ମନ୍ଦିରରେ ୩ଦିନ ଧରି ହୁଏ ରଥଯାତ୍ରା। ଦେବଗଡ ପୁରୁଣାଗଡର ଜଗନ୍ନାଥ ମନ୍ଦିରର ରଥଯାତ୍ରାର ବିଶେଷତ୍ୱ ହେଲା,ଶ୍ରୀକ୍ଷେତ୍ର ପୁରୀ ସମେତ ପ୍ରାୟ ସବୁଆଡେ ଆଷାଢ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ।କିନ୍ତୁ ପୁରୁଣାଗଡରେ ଥିବା ଜଗନ୍ନାଥ…

Continue reading
ଜିଲ୍ଲାସ୍ତରୀୟ ରାଜସ୍ଵ ସମୀକ୍ଷା ବୈଠକ

ଦେବଗଡ଼:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ରାଜସ୍ଵ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭୂ-ରାଜସ୍ଵ, ରୟାଲିଟି ଆଦାୟ,ଜଳକର,ବସୁନ୍ଧରା,ସ୍କୁଲ କଲେଜ ପଟ୍ଟା,ହାଇଟେକ୍ ସର୍ଭେ ଅଧୀନରେ ସଂଶୋଧନ ମାମଲା ଓ ସମସ୍ତ ଅନ୍ୟାନ୍ୟ…

Continue reading
ଜିଲ୍ଲା କଂଗ୍ରେସ ସଭାପତିଙ୍କ ୩୬ ଘଣ୍ଟିଆ ଉପବାସ ପ୍ରତ୍ୟାହୃତ

ଦେବଗଡ଼: ରାଜ୍ୟସରକାର ଦେବଗଡ଼ ଜିଲ୍ଲାର ବିକାଶରେ ଅବହେଳା କରୁଥିବା ଜିଲ୍ଲା କଂଗ୍ରେସ ସେମ ହେମ୍ରମ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସେ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩୬ ଘଣ୍ଟିଆ ଉପବାସରେ ବସିଥିଲେ। ଆଜି ସଂଧ୍ୟାରେ ପିସିସିର ଏକ ପ୍ରତିନିଧି ଦଳ…

Continue reading
ତ୍ରୈମାସିକ ବ୍ୟାଙ୍କର୍ସ ବୈଠକ

ଦେବଗଡ଼: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ବୁଧବାର ତ୍ରୈମାସିକ ବ୍ୟାଙ୍କର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ଜିଲ୍ଲା ପରିଷଦ ସଭାପତି କୌଶିକ ପ୍ରଧାନ ଯୋଗଦେଇ ଲୋକମାନେ…

Continue reading
ପିଏମଶ୍ରୀ ଜବହାର ନବୋଦୟ ବିଦ୍ୟାଳୟରେ ରାଗିଂ ଅଭିଯୋଗ,ପୁଲିସର ତଦନ୍ତ ଆରମ୍ଭ

ଦେବଗଡ଼:ଦେବଗଡ ଜିଲ୍ଲା ସୁନାମୁଣ୍ଡା ସ୍ଥିତ ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଛାତ୍ରାବାସରେ ରାଗିଂ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଦେବଗଡ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ବରିଷ୍ଠ ବିଭାଗର ଛାତ୍ର…

Continue reading
ପୂର୍ବ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡା.ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ

ଦେବଗଡ଼:ଦେବଗଡର ସର୍କିଟ ହାଉସ ନିକଟରେ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦେବଗଡ଼ ପୂର୍ବତନ ସାଂସଦ ସ୍ବର୍ଗତ ଡା.ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୂର୍ତ୍ତିର ଅନାବରଣ…

Continue reading
ଦ୍ଵିତୀୟ ଦିନରେ ରଥଟଣା ଆରମ୍ଭ

ପୁରୀ : ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥଟଣା। ଶରଧାବାଲି ଅଭିମୁଖେ ଶ୍ରୀଜିଉଙ୍କ ରଥ। ହରିବୋଲ, ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ। ଶ୍ରୀଗୁଣ୍ଡିଚା ଅଭିମୁଖେ ପ୍ରଥମେ ବଳଭଦ୍ରଙ୍କ ତାଲଧ୍ଵଜ ରଥ ଗଢିଛି। ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିଛି। ଶେଷରେ ନନ୍ଦିଘୋଷ…

Continue reading
ନିଟ୍‌-ୟୁଜି ଫଳ ପ୍ରକାଶ: ସାତ୍ତ୍ୱିକ ପଟ୍ଟନାୟକ ଓଡ଼ିଶା ଟପର୍‌

ଭୁବନେଶ୍ୱର: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ନିଟ୍-ୟୁଜି ୨୦୨୬ ପରୀକ୍ଷା ଫଳ ଜାରି କରାଯାଇଛି । ଚଳିତଥର ଦେଶ ବିଦେଶର ୫୫୧ଟି ସହରରେ ୫,୪୪୦ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ…

Continue reading
ଆଜି ଓଡ଼ିଶାର ୭ ଷ୍ଟେସନ୍‌ର ଲୋକାର୍ପଣ, ଦେଶର ୭୫ ଅମୃତ ଭାରତ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,: ଗଜପତି ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେବ । ଦକ୍ଷିଣ ଓଡ଼ିଶାର ପ୍ରମୁଖ ରେଳ କେନ୍ଦ୍ର ପାରଳାଖେମୁଣ୍ଡି ଷ୍ଟେସନର କାୟାକଳ୍ପ ବଦଳି ଯାଇଛି । କେନ୍ଦ୍ର ସରକାରଙ୍କ “ଅମୃତ ଭାରତ ଷ୍ଟେସନ ଯୋଜନା’ରେ ପ୍ରାୟ ୧୭ କୋଟି ଟଙ୍କାରେ ନିର୍ମିତ…

Continue reading
ମହାପ୍ରଭୁ ଟାହିଆ ନଥିବା ଶୂନ୍ୟ ମସ୍ତକରେ ରଥାରୂଢ଼

ପୁରୀ: ଆନନ୍ଦ ବଜାର ଗୁମୁଟରୁ ଚୁଙ୍କିଲେନି ମହାପ୍ରଭୁ । ସେବାୟତମାନେ ଯେତେ ବଳ ଲଗାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଧାଡ଼ି ପହଣ୍ଡିରେ ଆଗକୁ ଆଣିବା ନିମନ୍ତେ ଚେଷ୍ଟା କରିଥିଲେ ସବୁ ଫେଲ୍ ମାରିଥିଲା । ବହୁବଳୀମାନଙ୍କ ପତିଆରା ଚୁନା ହୋଇଗଲା । ୪୦…

Continue reading