Today Update

ରାଗିଂ ଘଟଣା: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ କମିଟିର ତଦନ୍ତ

ଦେବଗଡ଼:ଦେବଗଡ ଜିଲ୍ଲା ସୁନାମୁଣ୍ଡା ସ୍ଥିତ ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଛାତ୍ରାବାସରେ ରୢାଗିଂ ଘଟଣାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ କମିଟି ପକ୍ଷରୁ ତଦନ୍ତ କରାଯାଇଛି।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ,ଶିଶୁ ମଙ୍ଗଳ…

Continue reading
ପ୍ୟାକ୍ସକୁ ସାର ପ୍ରଦାନ ପାଇଁ ଜିଲ୍ଲା କୃଷକ ସଂଘର ଦାବି

ଦେବଗଡ଼:ଦେବଗଡ ଜିଲ୍ଲାର ବିଭିନ୍ନ ପ୍ୟାକ୍ସରେ ଡିଏପି ଓ ଗ୍ରୋମର ସାର ଅଭାବ ଥିବା ନେଇ ଜିଲ୍ଲା କୃଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଜିଲ୍ଲାର ସମସ୍ତ ପ୍ୟାକ୍ସକୁ ଡିଏପି ଓ ଗ୍ରୋମର ସାର ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ…

Continue reading
ସନ୍ଧ୍ୟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ

ପୁରୀ : ଜନ୍ମବେଦୀରେ ଲୀଳା କରୁଛନ୍ତି ମହାପ୍ରଭୁ। ଶନିବାର ଚତୁର୍ଦ୍ଧାମୂର୍ତ୍ତି ଆଡପ ମଣ୍ଡପ ବିଜେ କରିବେ। ସନ୍ଧ୍ୟାରେ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ବଡ ଠାକୁର, କାଳିଆ ସାଆନ୍ତେଙ୍କ ସହ ଭଉଣୀ ସୁଭଦ୍ରା। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ରତ୍ନପଲଙ୍କ ଆସିଛି।…

Continue reading
୨୪ ଘଣ୍ଟା ମଧ୍ୟରେ ପାଗରେ ଆସିପାରେ ବ୍ୟାପକ ପରିବର୍ତ୍ତନ

ନୂଆଦିଲ୍ଲୀ : ଦେଶରେ ମୌସୁମୀ ବାୟୁ ପୁଣି ସକ୍ରିୟ ହେଉଛି ଏବଂ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାଗରେ ବ୍ୟାପକ ପରିବର୍ତ୍ତନ ଆସିପାରେ। ବିଶେଷକରି ପାହାଡ଼ିଆ ରାଜ୍ୟଗୁଡ଼ିକରେ ମୌସୁମୀ ପୁଣି ଥରେ ପ୍ରବଳ ପ୍ରତ୍ୟାବର୍ତ୍ତନ କରୁଛି। ଆଜି ୧୫ଟି ରାଜ୍ୟରେ ପ୍ରବଳ…

Continue reading
ଶଙ୍ଖ, ଘଣ୍ଟ ଓ ହରିବୋଲ ଧ୍ୱନିରେ ମୁଖରିତ ହେଲା ରାଇକିଆ, ଭକ୍ତିଭାବରେ ସମ୍ପନ୍ନ ହେଲା ରଥଯାତ୍ରା

ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆର ପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଚଳିତ ବର୍ଷ ଭକ୍ତି, ଆଧ୍ୟାତ୍ମିକତା ଓ ଉତ୍ସାହର ପରିବେଶ ମଧ୍ୟରେ ଉଲ୍ଲାସର ସହ ସମ୍ପନ୍ନ ହୋଇଛି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଓ ରଥଟଣାରେ ସାମିଲ ହେବା ପାଇଁ…

Continue reading
ରଥଯାତ୍ରାରେ ଦଳା ଚକଟା ହୋଇନି: ସ୍ୱାସ୍ଥ୍ୟମନ୍ତ୍ରୀ

ପୁରୀ: ପୁରୀ ରଥଯାତ୍ରାରେ ଅଣନିଶ୍ବାସୀ ହୋଇ ଭକ୍ତଙ୍କ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ରଥଯାତ୍ରାରେ ଦଳା ଚକଟା ହୋଇ ନ ଥିବା ମନ୍ତ୍ରୀ କହିଥିବା ବେଳେ ଅଣନିଶ୍ବାସୀ ହେବା କାରଣରୁ ଜଣେ ୬୦ ବର୍ଷୀୟ…

Continue reading
ତ୍ରୁଟିଶୂନ୍ୟ ରଥଯାତ୍ରା ପାଇଁ ସରକାରଙ୍କୁ ବିଜେଡିର ନିବେଦନ

ପୁରୀ: ରଥଯାତ୍ରା ଅବସରରେ ଠେଲା ପେଲା ଯୋଗୁଁ ଜଣେ ଭକ୍ତଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ଏହା ସହିତ ବହୁ ସଂଖ୍ୟକ ଭକ୍ତ ଆହତ ହୋଇଛନ୍ତି । ଉକ୍ତ ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ…

Continue reading
‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ ଫିଲ୍ମ ରିଲିଜ ଉପରେ ଅଙ୍କୁଶ ଲାଗିଛି। ହାଇକୋର୍ଟଙ୍କ ଅନ୍ତରୀଣ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ରଥଯାତ୍ରା ନ ସରିବା ଯାଏ ଫିଲ୍ମ ରିଲିଜ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଡଭୋକେଟ ଜେନେରାଲ ପୀତାମ୍ବର…

Continue reading
ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ସୋନୁ ନିଗମଙ୍କ ଫଟୋ ଭାଇରାଲ

ଭୁବନେଶ୍ୱର,:ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଗର୍ଭଗୃହରେ ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ ପୂଜାର୍ଚ୍ଚନା କରୁଥିବା ସମୟର ଏକ ଫଟୋ ଗୁରୁବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ସେବାୟତ, ଶ୍ରଦ୍ଧାଳୁ ଏବଂ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।…

Continue reading
ଇରାନ ଉପରେ ଆମେରିକାର ଆକ୍ରମଣ ଜାରି

ୱାଶିଂଟନ : ଆମେରିକା ଓ ଇରାନ ମଧ୍ୟରେ ଲାଗି ରହିଥିବା ସାମରିକ ସଂଘର୍ଷ କ୍ରମରେ ଆମେରିକା ସେନା କ୍ରମାଗତ ପଞ୍ଚମ ଦିନ ପାଇଁ ଇରାନର ବିଭିନ୍ନ ସାମରିକ ଘାଟିକୁ ଟାର୍ଗେଟ୍ କରି ବିମାନ ଆକ୍ରମଣ କରିଛି। ବିଶେଷ କରି ବିଶ୍ୱର ସବୁଠାରୁ…

Continue reading