ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲେ ବାପା ଓ ଦୁଇ ପୁଅ
ନବରଙ୍ଗପୁର: ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲେ ବାପା ଓ ଦୁଇ ପୁଅ, ମାଆ ଏବଂ ଆଉ ଜଣେ ପୁଅ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା କୁଣ୍ଡାଇ ଥାନା ଦେଓଭାରଣ୍ଡି ଗାଁ ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା…
ଦାଦନ ମୃତକଙ୍କ ପରିବାର ପାଖରେ ‘ସ୍ୱାକ୍’,ଅସହାୟ ପରିବାରକୁ ରାସନ, ପୋଷାକ ଓ ସହାୟତା ପ୍ରଦାନ
ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟ ବିଜେପି ସଭାପତି
ନିଶାମୁକ୍ତ ଓଡ଼ିଶା ସହ ଆଧୁନିକ ପୋଲିସ ବାହିନୀ ଗଠନ ଆମର ଲକ୍ଷ୍ୟ: ଡିଜିପି
ସୁଲତାଙ୍କ ପୋଷ୍ଟକୁ ନେଇ ବଢ଼ିଲା ବିବାଦ, କ୍ୟାପିଟାଲ ଥାନାରେ ବିଜେପିର ଏତଲା
ଓସିଏସ ପରୀକ୍ଷା ନିୟମରେ ବଡ଼ ପରିବର୍ତ୍ତନ
ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି
ଦବିଲା ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍
ଇଣ୍ଡୋନେସିଆ ଭୂମିକମ୍ପ : ମୃତ୍ୟୁ ସଂଖ୍ୟା ୫୭ ଛୁଇଁଲା
ସର୍କିଟ ହାଉସରୁ ବନ୍ଧୁକ ଜବତ, ୨ଗିରଫ
ଆର ଆଇଙ୍କୁ ହାଣିଦେଲେ ଦୁର୍ବୃତ୍ତନବରଙ୍ଗପୁର: ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲେ ବାପା ଓ ଦୁଇ ପୁଅ, ମାଆ ଏବଂ ଆଉ ଜଣେ ପୁଅ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା କୁଣ୍ଡାଇ ଥାନା ଦେଓଭାରଣ୍ଡି ଗାଁ ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା…
ଦେବଗଡ଼:ଦେବଗଡ ସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଆଜି ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଯୋଗଦେଇ ଲୋକଙ୍କର ଅଭିଯୋଗ ଶୁଣିଥିଲେ। ବିଶେଷ କରି ରାସ୍ତା ଏବଂ ପାନୀୟ ଜଳ ସମସ୍ୟାର ସମାଧାନ ସହିତ…
ଦେବଗଡ଼:ବାରକୋଟ ବ୍ଲକସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ଶିବ ମନ୍ଦିର ପରିସରରେ ସଭାପତି ପଞ୍ଚାନନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସଂପାଦକ ପଞ୍ଚାନନ ସାହୁ ପୂର୍ବ ଅଧିବେଶନର ବୈଠକ ସଂପର୍କରେ ସୂଚନା ଦେଇଥିଲେ। ବୈଠକରେ ବାରକୋଟରେ ନିର୍ମିତ ହୋଇଥିବା…
ଦେବଗଡ଼:ସ୍ଥାନୀୟ ମାରୱାଡି ଧର୍ମଶାଳାରେ ଆଜି ଜିଲ୍ଲା କୃଷକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି।ସଂଘର ସଭାପତି ପ୍ରମୋଦ ଝାଙ୍କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ତ୍ରୁଟିପୂର୍ଣ୍ଣ ହାଇଟେକ ସର୍ଭେକୁ ସଂପୂର୍ଣ୍ଣ ରଦ୍ଦ କରାଯାଉ। ଯଦି ଉକ୍ତ ସମସ୍ୟାର ସମାଧାନ ନ କରାଗଲେ ଆନ୍ଦୋଳନ କରାଯିବ…
ଭୁବନେଶ୍ବର: କନ୍ଦାଇଲାଣି ପିଆଜ। ଗୋଦାମଠାରୁ ଆରମ୍ଭ କରି ଖୁଚୁରା ଦୋକାନ ପର୍ଯ୍ୟନ୍ତ, ସବୁଠି ବଢ଼ିଛି ଦର। କିଛି ଦିନ ତଳେ କ୍ବିଇଣ୍ଟାଲ ପିଛା ୨୨ଶହ ଟଙ୍କାରେ ବିକ୍ରି ହେଉଥିବା ପିଆଜ ୨୮ଶହ ଟଙ୍କା ଛୁଇଁଲାଣି। ଫଳରେ ପୁଣି ଖାଉଟିଙ୍କ ଉପରେ ମହଙ୍ଗା…
ପୁରୀ : ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପୀଡ଼ିତ ଶ୍ରୀଜୀଉମାନେ ସୁସ୍ଥ ହୋଇଛନ୍ତି। ଏ ସଂପର୍କରେ ଆଜି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜଙ୍କୁ ଅବଗତ କରାଯାଇଛି। ରବିବାର ଦ୍ବାଦଶୀ ତିଥିରେ…
ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଚୈାଦ୍ୱାର-କଟକ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ପ୍ରଭାତ ବିଶ୍ୱାଳ ନିଜ…
ଭୁବନେଶ୍ୱର: ରାଜ୍ୟ ବିଜେପି ସରକାର, ନବୀନ ସରକାରଙ୍କ ସମୟରେ ପ୍ରତିଷ୍ଠିତ ହୋଇଥିବା ମିଶନ ଶକ୍ତିର ଗୌରବମୟ ଇତିହାସକୁ ଲିଭାଇବାର ବୃଥା ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ କରି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ସରକାରଙ୍କ…
ଭୁବନେଶ୍ୱର: ଓଡିଶା ରାଜ୍ୟର ସ୍ୱାର୍ଥ ସମ୍ୱନ୍ଧୀୟ ବିଭିନ୍ନ ପ୍ରସଙ୍ଗ ପାର୍ଲାମେଣ୍ଟରେ ଉପସ୍ଥାପନ ହେବ । ଏନେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପରାମର୍ଶ ଲୋଡ଼ିଛନ୍ତି ଡ଼ ସଂତୃପ୍ତ ମିଶ୍ର । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟସଭା…
ଭୁବନେଶ୍ୱର: କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିଜେପି ସରକାର ସମର୍ପିତ । ଓଡ଼ିଶାରେ ବିଜେପି ସରକାର ଆସିବା ପରେ କୃଷି ଓ କୃଷକଙ୍କ ଦିନକୁ ଦିନ ଉନ୍ନତି ହେବାରେ ଲାଗିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ…











