୧୦ ବର୍ଷର ଝିଆରୀକୁ ଦୁଷ୍କର୍ମ: ଦାଦା ଓ ବଡ଼ ବାପା ଗିରଫ
ବ୍ରହ୍ମପୁର : ଘରେ ବି ଝିଅ ସୁରକ୍ଷିତ ନୁହେଁ। ବାପା ସମାନ ଦାଦା ଓ ବଡ଼ ବାପା ରାକ୍ଷସ ପାଲଟିଗଲେ । ୧୦ ବର୍ଷର ଝିଆରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ଅଞ୍ଚଳରେ ଏଭଳି…
ସୁଧାକିରଣ ମହାବିଦ୍ୟାଳୟ ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା
ଜିମ୍ବାୱେରେ ଡଙ୍ଗା ବୁଡ଼ିଲା; ୧୫ ମୃତ
ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ଯୁବକଙ୍କୁ ନିର୍ମମ ହତ୍ୟା
ଇସ୍ତଫା ଦେଲେ ଟାଟା ସନ୍ସ ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ୍!
କ୍ୟାନ୍ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ
ଯୁବତୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ
ଶ୍ରୀମନ୍ଦିରରେ ଆସନ୍ତାକାଲି ବନକଲାଗି ନୀତି
ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ
ବି.ଏଡ୍, ଏମ୍.ଏଡ୍., ବିଏଚ୍.ଏଡ୍. ନାମଲେଖା ପାଇଁ ପ୍ରଥମ ମେଧାତାଲିକା ପ୍ରକାଶବ୍ରହ୍ମପୁର : ଘରେ ବି ଝିଅ ସୁରକ୍ଷିତ ନୁହେଁ। ବାପା ସମାନ ଦାଦା ଓ ବଡ଼ ବାପା ରାକ୍ଷସ ପାଲଟିଗଲେ । ୧୦ ବର୍ଷର ଝିଆରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ଅଞ୍ଚଳରେ ଏଭଳି…
କେନ୍ଦ୍ରାପଡା: ସିମେଣ୍ଟ ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଲା ଚିଙ୍ଗୁଡ଼ି ବୋଝେଇ କଣ୍ଟେନର । ଫଳରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ରହିଛନ୍ତି । ସୋମବାର ସକାଳୁ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ରାସ୍ତାର କେନ୍ଦ୍ରାପଡ଼ା ସଦର…
ପୁରୀ: ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ରଥଯାତ୍ରା ଦିନ ପ୍ରାଣପ୍ରିୟା ପତ୍ନୀଙ୍କୁ ଛାଡି ଭାଇ-ଭଉଣୀଙ୍କୁ ସାଙ୍ଗରେ ଘେନି ମାଉସୀମା ଘରକୁ ଆସିଛନ୍ତି କାଳିଆ ସାଆନ୍ତ । ଏଥିପାଇଁ ମହାପ୍ରଭୁଙ୍କ ଉପରେ ଅଭିମାନ କରି ହଟିଆ ଠାକୁରଙ୍କ ରଥ…
ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ କକରୋଚ ଜନତା ପାର୍ଟିର ଆନ୍ଦୋଳନ ୨୩ ତମ ଦିନରେ ପହଞ୍ଚିଛି । ଆଜି ହଜାର ହଜାର ଆନ୍ଦୋଳନକାରୀ ପୋଲିସ ନିର୍ଦ୍ଦେଶକୁ ଅମାନ୍ୟ କରି ସଂସଦ ଅଭିମୁଖେ ବାହାରିଛନ୍ତି । ନିଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା…
ବେଲପାହାଡ଼: ଝାରସୁଗୁଡ଼ା ଜିଲାର ବେଲପାହାଡ଼ ରେଳ ଫାଟକ ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ଏକ ଏଟିଏମରେ ରବିବାର ସକାଳେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ସ୍ଥାନୀୟ ଲୋକମାନେ…
ବରଗଡ଼: ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ବିଳମ୍ବିତ ରାତିରେ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଡା. ସୁଦୀପ୍ତ କୁମାର ରାଉତ ଡାକ୍ତରଖାନାରେ କର୍ତ୍ତବ୍ୟରତ ଥିବାବେଳେ ଜଣେ ଅଭିଯୁକ୍ତ ସେଠାରେ ରହିଥିବା ଏକ ଷ୍ଟୁଲ ଉଠାଇ…
ଭୁବନେଶ୍ଵର: ସଂସଦର ମୌସୁମୀକାଳୀନ ଅଧିବେଶନ ନେଇ ଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଯୋଗଦାନ କରିଛନ୍ତି। ଏହାସହିତ ବିଜୁ ଜନତା ଦଳର ସଂସଦରେ କାର୍ୟ୍ୟକାରିତା…
ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ବିକ୍ରମ ଆରୁଖ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ବର୍ତ୍ତମାନ ସେ ମୁହଁ ଖୋଲି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ବିଜେଡିରେ ଥିଲି, ଅଛି ଏବଂ ଆଗକୁ ମଧ୍ୟ ରହିବି…
ଦେବଗଡ଼:ରଥଯାତ୍ରା ଉପଲକ୍ଷେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଗାଁଠୁ ସହର ସବୁଠି ଗଡିଥିଲା ରଥ।ପୌରାଚଂଳର ରାଜରାଜୁଡା ଅମଳର ପୁରୁଣାଗଡସ୍ଥିତ ଜଗନ୍ନାଥ ମନ୍ଦିରରେ ପ୍ରଥମ ଦିନ ସକାଳେ ତିନି ଠାକୁରଙ୍କ ବିଭିନ୍ନ ନୀତି କରାଯାଇଥିଲା।ପରେ ସଂଧ୍ୟାରେ ତିନିଠାକୁରଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୂଢ କରାଯାଇଥିଲା।ପରମ୍ପରା…
ଦେବଗଡ଼:ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ସଦର ମହକୁମାରେ ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ରିଆମାଳ ସ୍ଥିତ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ନିଜସ୍ୱ କାର୍ଯ୍ୟାଳୟରେ ଯୋଗ ଦେଇ ଜନସାଧାରଣଙ୍କ ୧୭ଟି ଅଭିଯୋଗ…











