Today Update

ମୁଁ ବିଜେଡିରେ ଥିଲି, ଅଛି ଓ ରହିବି :ବିକ୍ରମ ଆରୁଖ

ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ବିକ୍ରମ ଆରୁଖ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ବର୍ତ୍ତମାନ ସେ ମୁହଁ ଖୋଲି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ବିଜେଡିରେ ଥିଲି, ଅଛି ଏବଂ ଆଗକୁ ମଧ୍ୟ ରହିବି…

Continue reading
୩ ଦିନଧରି ରଥଯାତ୍ରା ଅନୁଷ୍ଠିତ

ଦେବଗଡ଼:ରଥଯାତ୍ରା ଉପଲକ୍ଷେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଗାଁଠୁ ସହର ସବୁଠି ଗଡିଥିଲା ରଥ।ପୌରାଚଂଳର ରାଜରାଜୁଡା ଅମଳର ପୁରୁଣାଗଡସ୍ଥିତ ଜଗନ୍ନାଥ ମନ୍ଦିରରେ ପ୍ରଥମ ଦିନ ସକାଳେ ତିନି ଠାକୁରଙ୍କ ବିଭିନ୍ନ ନୀତି କରାଯାଇଥିଲା।ପରେ ସଂଧ୍ୟାରେ ତିନିଠାକୁରଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୂଢ କରାଯାଇଥିଲା।ପରମ୍ପରା…

Continue reading
ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର

ଦେବଗଡ଼:ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ସଦର ମହକୁମାରେ ବିଧାୟକଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ରିଆମାଳ ସ୍ଥିତ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ନିଜସ୍ୱ କାର୍ଯ୍ୟାଳୟରେ ଯୋଗ ଦେଇ ଜନସାଧାରଣଙ୍କ ୧୭ଟି ଅଭିଯୋଗ…

Continue reading
ତିନିଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ଦେବଗଡ଼:ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଡ଼ଅଁରା ପଞ୍ଚାୟତର ଲୁଧାପୋଷି ଗ୍ରାମରେ ସଙ୍କଟମୋଚନ ଲାଇଫ କ୍ଲବ ପକ୍ଷରୁ ଚାଲିଥିବା ତିନିଦିନିଆ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ପ୍ରତିଯୋଗିତାରେ ୨୪ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ପୁରୁଣାପାଣି ଦଳ ୨-୦ ଗୋଲରେ…

Continue reading
ଭୁବନେଶ୍ୱରରେ ଶୁଭାରମ୍ଭ ହେଲା ମେଡିଅଙ୍କର୍ସ ମଲ୍ଟି ସ୍ପେସିଆଲିଟି କ୍ଲିନିକ୍ – ଓଡ଼ିଶାର ପ୍ରଥମ “କ୍ଲିନିକ୍ ସେୟାର୍ ମଡେଲ୍”

ଭୁବନେଶ୍ୱର: ମେଡିଅଙ୍କର୍ସ ମଲ୍ଟି ସ୍ପେସିଆଲିଟି କ୍ଲିନିକ୍, ଓଡ଼ିଶାର ପ୍ରଥମ “କ୍ଲିନିକ୍ ସେୟାର୍ ମଡେଲ୍” ର ଶୁଭ ଉଦ୍ଘାଟନ ରବିବାର ଭୁବନେଶ୍ୱରରେ ସମ୍ପନ୍ନ ହୋଇଛି। ଏହା ମାଧ୍ୟମରେ ଏକାଧିକ ବିଶେଷଜ୍ଞ ଡାକ୍ତରଙ୍କ ସେବାକୁ ଗୋଟିଏ ଛାତ ତଳେ ସୁଲଭ ଓ ସମନ୍ୱିତ ଭାବେ…

Continue reading
ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ସାଜିଛି ‘ମନ୍ କି ବାତ’ : ମନମୋହନ ସାମଲ

ଭୂବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଛି । ଦେଶବାସୀଙ୍କ ସହ ସିଧାସଳଖ ଯୋଡ଼ି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ୨୦୧୪ ଅକ୍ଟୋବର…

Continue reading
୧୨ଟା ଯାଏଁ ଲୋକସଭା ମୁଲତବି

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ବନ୍ଦେ ମାତରମ୍ ସମ୍ପର୍କିତ ଏକ ବିଲ୍ ଆଗତ କରିବେ। ଅଯୋଧ୍ୟା ରାମ ମନ୍ଦିରରେ ପ୍ରସାଦ ଚୋରି, ଲଦାଖି ଶିକ୍ଷାବିତ୍ ଏବଂ ପରିବେଶ କର୍ମୀ ସୋନମ୍…

Continue reading
ମୌସୁମୀ ଅଧିବେଶନ ; ମୋଦୀଙ୍କ ଉଦବୋଧନ

ନୂଆଦିଲ୍ଲୀ : ଆଜି ଠାରୁ ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗଣମାଧ୍ୟମକୁ ସମ୍ବୋଧିତ କରି ଛନ୍ତି। ଅଧିବେଶନ ସମୟରେ ସେ ଦେଶର ଯୁବପିଢ଼ି, ବୈଜ୍ଞାନିକ ଏବଂ ଆର୍ଥିକ ପ୍ରଗତିକୁ ପ୍ରଶଂସା କରିଥିଲେ। ସେ କହି…

Continue reading
ଆଜିଠୁ ସଂସଦର ମୌସୁମି ଅଧିବେଶନ

ନୂଆଦିଲ୍ଲୀ : ସୋମବାର ଠାରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ସରକାର ଏକାଧିକ ବିଲ୍ ଆଗତ କରିବାକୁ ତାଲିକାଭୁକ୍ତ କରିଛନ୍ତି। ସେହିପରି ବିରୋଧୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ…

Continue reading
ଲର୍ଡସରେ ଭାରତକୁ ହରାଇ ଇଂଲଣ୍ଡ ଜିତିଲା ଦିନିକିଆ ସିରିଜ୍

ଲର୍ଡସ: ଲର୍ଡସର ଐତିହାସିକ ମଇଦାନରେ ରବିବାର ଏଭଳି ଏକ ମ୍ୟାଚ୍ ଦେଖିବାକୁ ମିଳିଥିଲା, ଯେଉଁଥିରେ ରନ୍ ର ବର୍ଷା ହୋଇଥିଲା, ନୂତନ ରେକର୍ଡ ସୃଷ୍ଟି ହୋଇଥିଲା ଏବଂ ଶେଷରେ ଇଂଲଣ୍ଡ ବିଜୟୀ ହୋଇଥିଲା। ରୋହିତ ଶର୍ମାଙ୍କ ଚମତ୍କାର ୧୩୮ ରନ୍, ବିରାଟ…

Continue reading