ନିଆଳି ମାଧବାନନ୍ଦ ଜୀଉ ପୀଠରୁ ଶ୍ରୀମନ୍ଦିର ଗଲା ଅଣସର ଭାର
ନିଆଳି : ସ୍ନାନ ପୂର୍ଣ୍ଣିମାରେ 108 ଗରା ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ବରରେ ପୀଡିତ । ବିଭିନ୍ନ ଉପଚାରରେ ଅଣସର ଘରେ ଶ୍ରୀଜିଉଙ୍କର ଚିକିତ୍ସା ଚାଲୁ ରହିଛି । ମହାପ୍ରଭୁଙ୍କ ଅସୁସ୍ଥତା ସମ୍ପର୍କରେ ଏବେ ମାମୁ ମାଧବାନନ୍ଦ ଜୀଉ ଅବଗତ…
ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍
ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର
୨୮ରେ ମିଳିବ ସୁଭଦ୍ରାର ୫ମ କିସ୍ତି, ନୟାଗଡ଼ରେ ରାଜ୍ୟସ୍ତରୀୟ ସୁଭଦ୍ରା ସମାବେଶ
ଗାନ୍ଧିମାର୍ଗରେ ଶିକ୍ଷକ-କର୍ମଚାରୀଙ୍କ ଧାରଣାବର୍ଷା: ମୟୂରଭଞ୍ଜ-ବାଲେଶ୍ୱର-କେନ୍ଦ୍ରାପଡ଼ାକୁ ରେଡ୍ ଆଲର୍ଟ
ବ୍ୟବସାୟୀ ଅପହରଣ ମାମଲା, ମହିଳା ଏସଆଇ ଅଟକDG Anti Naxal Operations handed over the cheque of Rs 6.55 lakh to wife of Late Home Guard
ଆଜି ନୂଆ ଟିମ୍ ଘୋଷଣା କରିପାରନ୍ତି ନୀତିନ ନବୀନ
ଜାତୀୟ ପ୍ରତୀକ ଓ ଗାନ ପ୍ରତି ଅବମାନନା ଓ ବାଧା ସୃଷ୍ଟି କରି ଦଣ୍ଡନୀୟ ଅପରାଧ କରଛନ୍ତି ସୋନିଆ: ଅଭିଳାଷ ପଣ୍ଡା
ଆଜାଦ ନଗରରୁ ବହୁ ନେତୃତ୍ୱ ଓ କର୍ମକର୍ତ୍ତାଙ୍କ ବିଜେପିରେ ଯୋଗଦାନନିଆଳି : ସ୍ନାନ ପୂର୍ଣ୍ଣିମାରେ 108 ଗରା ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ବରରେ ପୀଡିତ । ବିଭିନ୍ନ ଉପଚାରରେ ଅଣସର ଘରେ ଶ୍ରୀଜିଉଙ୍କର ଚିକିତ୍ସା ଚାଲୁ ରହିଛି । ମହାପ୍ରଭୁଙ୍କ ଅସୁସ୍ଥତା ସମ୍ପର୍କରେ ଏବେ ମାମୁ ମାଧବାନନ୍ଦ ଜୀଉ ଅବଗତ…
ପୁରୀ:ରଥଖଳା ଚଳଚଞ୍ଚଳ । ତିନିରଥର ମହାରଣା ସେବକ, ଭୋଇ ସେବକ, ଚିତ୍ରକାର ସେବକ ଲାଗି ପଡିଛନ୍ତି । ହାତରେ ଆଉ ଦିନ ମାତ୍ର କେଇଟା । ଇତି ମଧ୍ୟରେ ତିନିରଥରେ ପାର୍ଶ୍ୱ ଦେବ ଦେବୀ ସଂସ୍ଥାପନ କାର୍ଯ୍ୟ ଶେଷ ହୋଇ ଯାଇଛି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ଙ୍କ ମଧ୍ୟରେ ମେଲବୋର୍ଣ୍ଣରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ପରେ ଗୁରୁବାର ଜାରି ହୋଇଥିବା ମିଳିତ ବିବୃତ୍ତିରେ ଅଷ୍ଟ୍ରେଲିଆ ଭାରତକୁ କେବଳ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ଦୀର୍ଘମିଆଦୀ ୟୁରେନିୟମ ରପ୍ତାନି କରିବାକୁ ସମ୍ମତି…
କଟକ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରିବାକୁ ଯାଉଛି ୫୮ ଏକର ଜମି। ଏହାର ମୂଲ୍ୟ ୩୦୦ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏକରାଜାତ ମାହଲ ଜମି ସମ୍ପର୍କିତ ଦୀର୍ଘଦିନର ଏହି ମାମଲାର ରାୟ ପ୍ରକାଶ ପରେ ଖୋର୍ଦ୍ଧାଜିଲ୍ଲା…
ୱାସିଂଟନ:ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ଅନିଲ ମେନନ୍ ଇତିହାସ ରଚିବାକୁ ଯାଉଛନ୍ତି। ଅନିଲ ମେନନ ଜୁଲାଇ ୧୪ ତାରିଖରେ ପ୍ରଥମ ଥର ପାଇଁ ଆର୍ନ୍ତଜାତିକ ସ୍ପେଶ୍ ଷ୍ଟେସନ (ଆଇଏସ୍ଏସ୍) ଯିବେ। ୪୯ ବର୍ଷୀୟ ମେନନ୍ ରୁଷୀୟ…
ଭୁବନେଶ୍ୱର:ରାଜ୍ୟ କଂଗ୍ରେସରେ କିଛି ଠିକ୍ଠାକ୍ ଚାଲିନାହିଁ ବୋଲି ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି। ବିଧାନସଭାର ସ୍ଥାୟୀ କମିଟି ବୈଠକ ଅବସରରେ ଗୁରୁବାର ସୋଫିଆ କହିଛନ୍ତି, ପିସିସି ସଭାପତି ଯେଉଁଭଳି ଦାୟିତ୍ୱ ନେଇ କାମ କରିବା କଥା ତାହା କରୁନାହାନ୍ତି।…
ଦିଗପହଣ୍ଡି: ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ । ଶ୍ରୀ ଶନିଶ୍ଚର ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦାନ ବାକ୍ସ…
ଭୁବନେଶ୍ୱର:ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା ଅନ୍ୟକେଉଁ କାରଣ ଏହା ପଛରେ ରହିଛି ତାକୁ ନେଇ ଚାଲିଛି ବିଭିନ୍ନ ଆଲୋଚନା। ଏହାରି…
କେନ୍ଦୁଝର: ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ (ବିଜେଡି)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭେଟିଛନ୍ତି। ଜିଲାର ବାଂଶପାଳ, ତେଲକୋଇ ଓ ହରିଚନ୍ଦନପୁର ବ୍ଲକ ଅଞ୍ଚଳ…
ଭୋଗରାଇ: ଲଘୁଚାପ କାରଣରୁ ସମୁଦ୍ର ଅଶାନ୍ତ ରହିଛି । ଏଭକି ସ୍ଥିତିରେ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମା କାଳୀ ନାମକ ଏକ ମାଛ ଧାରା ଟ୍ରଲର ରବିବାର ୧୫ ଜଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯାଇଥିଲା…











