Today Update

ନାବାଳିକା ଦୁଷ୍କର୍ମ ମାମଲାରେ; ଅଭିଯୁକ୍ତଙ୍କୁ ୨୦ ବର୍ଷ କାରାଦଣ୍ଡ

ଢେଙ୍କାନାଳ:ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଢେଙ୍କାନାଳ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିବା ସାଗର ବାରିକଙ୍କୁ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।ଢେଙ୍କାନାଳ ଅତିରିକ୍ତ…

Continue reading
ଆମ୍ବୁଲାନ୍ସ ଚକା ପଙ୍କଚର : ରୋଗୀଙ୍କ ଜୀବନ ଗଲା

ଭବାନୀପାଟଣା : ଆମ୍ବୁଲାନ୍ସ ଚକା ଫାଟିବାରୁ ଚକା ବଦଳା ଯିବାକୁ ଉଦ୍ୟମ ହେଲା। ତେବେ ଅନ୍ୟ ଚକଟି ମଧ୍ୟ ଖରାପ ଥିଲା। ଏଣୁ ଦୀର୍ଘ ସମୟ ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ରୋଗୀଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିବା ବେଳେ ରୋଗୀଙ୍କ…

Continue reading
ଏଣିକି ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବନି ଔଷଧ

ନୂଆଦିଲ୍ଲୀ : ଔଷଧ ବିକ୍ରି ଉପରେ ସରକାର ଶୁକ୍ରବାର ଏକ ବଡ ପଦକ୍ଷେପ ନେଇଛନ୍ତି। ଏବେ ୧୨%ରୁ ଅଧିକ ଆଲକୋହଲ ଥିବା ଔଷଧ ପାଇଁ ଆବଶ୍ୟକ ହେବ ଡାକ୍ତରଙ୍କ ପ୍ରେସକ୍ରିପସନ୍। କେନ୍ଦ୍ର ସରକାର ଔଷଧ ନିୟମ ପାଇଁ ଏହି କଠୋର ପଦକ୍ଷେପ…

Continue reading
ପିସିସି ପକ୍ଷରୁ ପ୍ରଶ୍ନ: ରାଜ୍ୟବ୍ୟାପୀ ବିଭିନ୍ନ ପ୍ରସଙ୍ଗର ଆନ୍ଦୋଳନ ସୋଫିଆଙ୍କୁ ଦେଖା ଯାଉନାହିଁ କାହିଁକି ?

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ଦଳର ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱକୁ ଅମାନ୍ୟକରି କ୍ରସ ଭୋଟିଙ୍ଗ ଜରିଆରେ ନିଲମ୍ବନକୁ ଆପଣାଇଥିବା ବିଧାୟିକା ସୋଫିଆ ଫିର୍ଦୋଷ, ଆଉ କେଉଁ ମୁହଁରେ କଂଗ୍ରେସ ନେତୃତ୍ୱ ବିଷୟରେ ଆଲୋଚନା କରୁଛନ୍ତି ବୋଲି ପିସିସି ପକ୍ଷରୁ ପ୍ରଶ୍ନ…

Continue reading
ଘୃଣା ରାଜନୀତି ବିରୁଦ୍ଧରେ ଏବଂ ଶ୍ରମଜୀବୀ ଜନଗଣଙ୍କ ଅଧିକାର ପାଇଁ ସଂଘର୍ଷ ଜାରି ରହିବ

ଭୁବନେଶ୍ୱର : ଘୃଣା ରାଜନୀତି ବିରୁଦ୍ଧରେ ତଥା ଶ୍ରମିଜିବି ଜନଗଣନଙ୍କ ଅଧିକାର ସୁରକ୍ଷା ପାଇଁ ସାଲିସ ହିନ ସଙ୍ଘର୍ଷ ଜାରୀ ରହିବ ବୋଲି ସି.ପି.ଆଇ(ଏମ୍-ଏଲ୍) ରେଡ୍ ଷ୍ଟାର ଖୋର୍ଦ୍ଧା ଜିଲ୍ଲା ଅଷ୍ଟମ ସମ୍ମିଳନୀରେ ରାଜନୈତିକ ପ୍ରସ୍ତାବ ଗୃହୀତ ହୋଇଛି l ସ୍ଥାନୀୟ…

Continue reading
ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ: ବିକଶିତ ଭାରତ ଗଠନରେ ଯୁବ ବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ- ଉପରାଷ୍ଟ୍ରପତି

ଭୁବନେଶ୍ୱର: ଜଟଣୀସ୍ଥିତ ନାଇଜର କ୍ୟାମ୍ପସରେ ୧୫ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକ୍ରିଷ୍ଣନ କହିଛନ୍ତି ଯେ “ଆଜି ମହାନ ବୈଜ୍ଞାନିକ ହୋମି ଭାଭା ଆମ ଗହଣରେ ନାହାନ୍ତି…

Continue reading
ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି

ଭୁବନେଶ୍ୱର : ଭାରତର ସାମୁଦ୍ରିକ ମତ୍ସ୍ୟକ୍ଷେତ୍ର ଓ ପ୍ରଗତିଶୀଳ ‘ନୀଳ ଅର୍ଥବ୍ୟବସ୍ଥା’ (Blue Economy) ଇତିହାସରେ ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ରାଜଧାନୀ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ…

Continue reading
ବାପାମାଆ ଛେଉଁଣ୍ଡ ପିଲାଙ୍କ ପ୍ରତି ସରକାର ସମ୍ବେଦନହୀନ: ବିଜେଡି

ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ୫୦ ହଜାରରୁ ଉଦ୍ଧ୍ୱର୍ ବାପାମାଆ ଛେଉଁଣ୍ଡ ପିଲାମାନେ ଗତ ମାର୍ଚ୍ଚ ମାସରୁ ଆର୍ଥୀକ ସହାୟତା ପାଇନାହାଁନ୍ତି । ବୟସ୍କ, ଭିନ୍ନକ୍ଷମ ଓ ବିଧବାଙ୍କୁ ଭତ୍ତା ପ୍ରଦାନରେ ବିଫଳ ହୋଇଥିôବା ସରକାର, ଛୋଟ ଛୋଟ ଅନାଥ ଶିଶୁଙ୍କ…

Continue reading
ଦୁର୍ଘଟଣାରେ ୭ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାରୁ ଏକ ହୃଦୟବିଦାରକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏକ ଦ୍ରୁତଗାମୀ ଟ୍ରକ୍ ଏବଂ କ୍ରୁଜର ଗାଡ଼ି ମଧ୍ୟରେ ସାଂଘାତିକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ହୋଇଛି…

Continue reading
ପୋଖରୀରେ ବୁଡି ଦୁଇ ଭାଇ ମୃତ

ସମ୍ବଲପୁର: ପୋଖରୀରେ ବୁଡି ଦୁଇ ଭାଇ ମୃତ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବଂଶାଜାଲ ପଞ୍ଚାୟତ ବଡ ହିଣ୍ଡୁଲ ଗାଁରେ ଅଭାବନୀୟ ଘଟଣା। ଗତକାଲି ସକାଳୁ ବଡ ହିଣ୍ଡୁଲ ସ୍କୁଲକୁ ଯାଇଥିଲେ ସିଦ୍ଧାନ୍ତ ମୁଣ୍ଡା, କୁମାର ମୁଣ୍ଡା। ସ୍କୁଲ ଯାଇ ଆଉ ଘରକୁ…

Continue reading