Today Update

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆରଆଇ

ଭୁବନେଶ୍ଵର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆରଆଇ। ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ତହସିଲର କଳୋସିହିରିଆ ଆରଆଇ ଅନିତା ଜେନା ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି। ଜମି ଡିମାର୍କେସନ ପାଇଁ ସେ ଏହି ଲାଞ୍ଚ ଟଙ୍କା ନେଉଥିଲେ। ଭିଜିଲାନ୍ସ ଟିମ୍ ତାଙ୍କ…

Continue reading
ଅଗଷ୍ଟରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ଆଗଷ୍ଟ ମାସରେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଗଷ୍ଟ ୩ରୁ ୫ ତାରିଖ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେବେ । ଭୁବନେଶ୍ବର, କଟକ…

Continue reading
ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅକ୍ଟୋବରରୁ ରାଜ୍ୟରେ ଆରମ୍ଭ ହେବ ଘରକୁ ଘର ସର୍ଭେ ପ୍ରକ୍ରିୟା

ଜିଲ୍ଲାପାଳମାନଙ୍କ ସହ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଭୁବନେଶ୍ୱର: ୨୦୨୭ ମସିହାରେ ରାଜ୍ୟରେ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌର ସଂସ୍ଥା ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ…

Continue reading
ରାଜ୍ୟରେ ସାର ସଙ୍କଟ – ଡବଲ ଇଞ୍ଜିନ ସରକାରରେ ଚାଷୀଙ୍କୁ ଧୋକା

ନିର୍ଦ୍ଧାରିତ ସମୟ ଓ ଆବଶ୍ୟକତା ମୁତାବକ ସାର ଚାଷୀଙ୍କୁ ଯୋଗାଇ ନ ଦେଲେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ ଭୁବନେଶ୍ୱର: ଏବେ ରାଜ୍ୟରେ ମୌସୁମୀ ସକ୍ରିୟ । ରୁଆ ବେଉଷଣ କାର୍ଯ୍ୟର ଅଗ୍ରଗତି ପାଇଁ ଚାଷୀ ପାଗ ଭିଡିଥିବା ବେଳେ ସରକାର ସାର…

Continue reading
ନାବାଳିକାକୁ ଗଣଦୁଷ୍କର୍ମ, ଦୁଇ ନାବାଳକ ଜୁଭେନାଇଲ କୋର୍ଟ ଚାଲାଣ

ନିମାପଡ଼ା : ଚାରିଛକ ଥାନା ଅଂଚଳରେ ଏକ ଲଜ୍ୟା ଜନକ ଘଟଣା ଘଟିଛି। ଜଣେ ୧୨ବର୍ଷିଆ ନା ବାଳିକାକୁ ୨ଜଣ ୧୪ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୁଲିସ ପୋସ୍କ ଆକ୍ଟ ଆଇନରେ…

Continue reading
ଝିଅ ବିବାହ ଆଉ ୪ ଦିନ: ବାପା ନିଖୋଜ

ଦେବଗଡ:ରିଆମାଳ ଥାନା ଟିଙ୍କବୀର ଗ୍ରାମର ଆସନ୍ତା ୨୪ ତାରିଖ ଝିଅର ବିବାହ ଥିବା ବେଳେ ବାପା ତିନି ଦିନ ହେଲା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି।ଆଜି ସ୍ତ୍ରୀ ରିଆମାଳ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ଟିଙ୍କବୀର…

Continue reading
ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ପ୍ରାଥମିକତା ଅପେକ୍ଷା ତାଲିକା ପାଇଁ ରାଇକିଆରେ ଗ୍ରାମସଭା

ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଗୃହ ବଣ୍ଟନ ନିମନ୍ତେ ପ୍ରାଥମିକତା ଅପେକ୍ଷା ତାଲିକା ପ୍ରସ୍ତୁତି ଓ ଅନୁମୋଦନ ଲକ୍ଷ୍ୟରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଗ୍ରାମସଭାରେ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଯୋଗ୍ୟ…

Continue reading
ଅବସରକାଳୀନ ପ୍ରାପ୍ୟ ମିଳିନଥିବାରୁ ଅବସରପ୍ରାପ୍ତ ପୌରକର୍ମଚାରୀଙ୍କ ଧାରଣା

ଦେବଗଡ଼:ଅବସରକାଳୀନ ପ୍ରାପ୍ୟ ନ ମିଳିବାରୁ ଆଜି ଅବସରପ୍ରାପ୍ତ ପୌର କର୍ମଚାରୀମାନେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।ସୂଚନା ଅନୁଯାୟୀ,ଅବସରପ୍ରାପ୍ତ ପୌର କର୍ମଚାରୀମାନଙ୍କୁ ସେମାନଙ୍କର ଗ୍ରାଚ୍ୟୁଇଟି, ଛୁଟି ଦରମା,ସପ୍ତମ ବେତନ କମିସନର ବକେୟା ରାଶି ପ୍ରଦାନ କରାଯାଇନାହିଁ । ଯାହା ଫଳରେ ଅବସରପ୍ରାପ୍ତ…

Continue reading
ପାରପୋଷିରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଦେବଗଡ଼:ତିଲେଇବଣି ବ୍ଲକର ପାରପୋଷି ପଂଚାୟତ ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗଦେଇ ୬୩ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ…

Continue reading
ବଜ୍ରପାତରେ ଜଣେ ମୃତ

ନିମାପଡ଼ା: ଆଜି ଅପରାହ୍ନରେ ନିମାପଡ଼ା ଥାନା ଅନ୍ତର୍ଗତ ଭିଳିଗ୍ରାମ ପଂଚାୟତ ନିମଘର ଗ୍ରାମରେ ବଜ୍ର ପାତ ଘଟି ଜଣେ ମେଣ୍ଡା ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଏହି ଗ୍ରାମର ବଂଶୀଧର ବେହେରା ବୋଲି ଜଣାପଡିଛି। ପ୍ରକାଶ ଯେ, ଅପରାହ୍ନରେ…

Continue reading