Today Update

ଛାତ୍ରଙ୍କ ଉପରେ ଲାଠି ଗଣତାନ୍ତ୍ରିକ ରାଷ୍ଟ୍ରପାଇଁ ଅପମାନ : ଭକ୍ତ

ଭୁବନେଶ୍ୱର: ଅଖିଳ କଂଗ୍ରେସ କମିଟିର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳ ନେତା ତଥା କଂଗ୍ରେସର ସର୍ବମାନ୍ୟ ନେତା ରାହୁଳ ଗାନ୍ଧୀଙ୍କ ସହ କଂଗ୍ରେସ ଦଳର ସାଂସଦ ଓ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀଙ୍କ ସହିତ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

Continue reading
କର୍ମକର୍ତ୍ତା ତୃଣମୂଳସ୍ତରକୁ ଯାଇ ସଂଗଠନ କରନ୍ତୁ : ଭକ୍ତ

ଭୁବନେଶ୍ୱର : କଂଗ୍ରେସ ଭବନ ଠାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପିସିସି ସଭାପତି ଭକ୍ତ ଚରଣ…

Continue reading
ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ପୁଣି ଆହୁରି ୪ଟି…

Continue reading
ନିଟ୍ ପେପର ଲିକ୍ ମାମଲା: ସରକାର ଛାତ୍ରମାନଙ୍କ ସହ ଛିଡା ହୋଇଛନ୍ତି-ମୋଦି

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଆଜି ଦ୍ୱୀତିୟ ଦିନ । ବିଭିନ୍ନ ପ୍ରସଙ୍ଗକୁ ନେଇ ଜୋରଦାର ହଙ୍ଗାମା ଭିତରେ ଉଭୟ ସଦନର କାର୍ଯ୍ୟ ମଧ୍ୟାହ୍ନ 12ଟା ଯାଏ ମୁଲତବୀ ରହିଥିଲା । ତେବେ ଦ୍ୱୀତିୟ ଦିନର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏନଡିଏର…

Continue reading
ଆହୁରି ୪୮ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ଆହୁରି ୬ ଦିନ ଯାଏ ବର୍ଷା ସମ୍ଭାବନା ଭିଜିବ ବାହୁଡା । ଦୁଇ ଦୁଇଟି ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ଵର୍ଷା ଥିବା ବେଳେ ଏଯାଏ ଲଘୁଚାପକୁ ନନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖିନାହିଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

Continue reading
ମୋଦିଙ୍କ ବାସଭବନ ଆଗରେ ରାହୁଲ ଗାନ୍ଧି ଓ କଂଗ୍ରେସର ଧାରଣା

ନିଟ ପ୍ରଶ୍ନପତ୍ର ଲିକ ଓ କକ୍ରୋଚ ଜନତା ପାର୍ଟିର ସମର୍ଥକଙ୍କ ଉପରେ ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ କଂଗ୍ରେସର ଜୋରଦାର ବିକ୍ଷୋଭ। ଆଜି ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଲ୍ଲୀର ୭ ଲୋକ…

Continue reading
ରାଜଧାନୀରେ ପ୍ରବଳ ବର୍ଷା

ରାଜଧାନୀରେ ପ୍ରବଳ ବର୍ଷା । ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ପବନ। ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ଅପରାହ୍ନରେ ଟୁଇନସିଟିରେ ପ୍ରବଳ ବର୍ଷା ହୋଇଛି । ଫଳରେ ଅନେକ ସ୍ଥାନରେ କିଛି ସମୟ ପାଁ ଟ୍ରାଫିକ୍ ଜାମ୍ ସ୍ଥିତି…

Continue reading
୨୭ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ବଡ଼ ଖବର। ଗତ କିଛିଦିନ ଧରି ଭୁବନେଶ୍ୱରରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଖୋଲିବ। ଆସନ୍ତା ୨୭ ତାରିଖ (ସୋମବାର) ସକାଳ ୮ଟାରେ ଜନ ଅଭିଯୋଗ ଶୁଣାଣି ହେବ । ଉକ୍ତ ଅଭିଯୋଗ…

Continue reading
ବଡ଼ ଘୋଷଣା, ବର୍ଷାରେ ଚାଷ ଜମି କିମ୍ବା ଘର ଭାଙ୍ଗିଥିଲେ ମିଳିବ କ୍ଷତିପୂରଣ

ଭୁବନେଶ୍ୱର: ବର୍ଷାରେ ଚାଷ ଜମି କିମ୍ବା ଘର ଭାଙ୍ଗିଥିଲେ ମିଳିବ କ୍ଷତି ପୂରଣ। ଅନଲାଇନରେ ଚାଷୀଙ୍କ ଖାତାକୁ ପଠାଯିବ କ୍ଷତିପୂରଣ ଟଙ୍କା। ଗୋଟିଏ ବ୍ଳକର ଗୋଟିଏ ଘର କିମ୍ବା ଜଣେ ବ୍ୟକ୍ତିଙ୍କ କ୍ଷତି ହୋଇଥିଲେ ବି କ୍ଷତିପୂରଣ ଦିଆଯିବ। ଏଭଳି ବଡ଼…

Continue reading
ପୂର୍ବତନ ଥାନାଧିକାରୀ ସସ୍ମିତା ମଗର ନିଲମ୍ବିତ

ବୌଦ୍ଧ :ଗଞ୍ଜେଇ ମାଫିଆଙ୍କ ସହ ସମ୍ପର୍କ ରଖିବା ବୌଦ୍ଧ ମନମୁଣ୍ଡାର ପୂର୍ବତନ ଥାନାଧିକାରୀ ସସ୍ମିତା ମଗରଙ୍କୁ ମହଙ୍ଗା ପଡ଼ିଛି । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୁଲିସ ମହାନିର୍ଦ୍ଦେଶକ ସୋମବାର ତାଙ୍କୁ ନିଲମ୍ବନ କରିଛନ୍ତି । ଏହି ନିଲମ୍ବନ ଆଦେଶ ବଳବତ୍ତର ରହିବା…

Continue reading