Today Update

ସୋମବାରଠାରୁ ବର୍ଷା ପରିମାଣ ବଢ଼ିବ

ଭୁବନେଶ୍ୱର: ରାଜ୍ୟରେ ସୋମବାରଠାରୁ ବର୍ଷା ପରିମାଣ ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଏହି ଆକଳନ ଅନୁସାରେ ରବିବାର ରାଜ୍ୟର ଅଳ୍ପ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କେନ୍ଦୁଝର ଓ ମୟୂରଭଞ୍ଜ…

Continue reading
ରଥଯାତ୍ରା ପାଇଁ ମୁତୟନ ହେବେ ୧୩ ହଜାର ପୁଲିସ

​​​​​​​ପୁରୀ : ଆସନ୍ତା ଗୁରୁବାର ଶ୍ରୀକ୍ଷେତ୍ର ରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ମହାପ୍ରଭୁଙ୍କ ରଥଯାତ୍ରା କୁ ଶୃଙ୍ଖଳିତ ଏବଂ ସୁରକ୍ଷିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ, ଭକ୍ତଙ୍କ…

Continue reading
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁମାର ମଙ୍ଗଳମ୍ ବିର୍ଲା ; କଂସାରୀଗୁଡ଼ାରେ ୧୨ହଜାର କୋଟିର ନୂଆ ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ବୈଠକରେ ଓଡ଼ିଶାରେ ଗ୍ରୁପ୍ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବୃହତ୍ ପ୍ରକଳ୍ପର ସମୀକ୍ଷା ସହ ସେ ଗୁଡ଼ିକର ଶୀଘ୍ର…

Continue reading
କ୍ୟୁଆର୍‌ କୋଡ୍‌ ସ୍କାନ କଲେ ମିଳିବ ସାର

ଭୁବନେଶ୍ୱର/ନବରଙ୍ଗପୁର: ସାର ନେବାକୁ ଚାହୁଁଛନ୍ତି ତ ମୋବାଇଲ୍ ନେଇ ଆସନ୍ତୁ । ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ଥିବା ୟୁପିଆଇ୍ କ୍ୟୁଆର୍ କୋଡ୍‌ରେ ସ୍କାନ୍ କରି ଟଙ୍କା ଜମା କଲେ ଯାଇ ଚାଷୀଙ୍କୁ ମିଳିବସାର । ନଗଦ ଟଙ୍କା ଦେଇ ନେଇପାରିବେନି…

Continue reading
ଝିଆରୀକୁ ପ୍ରେମ, ଦାଦାଙ୍କୁ ହତ୍ୟା

ଅନୁଗୋଳ: ପ୍ରେମ ମାମଲାକୁ ନେଇ ଗଡ଼ିଲା ମୁଣ୍ଡ । ଝିଆରୀକୁ ପ୍ରେମ ଦାଦାଙ୍କୁ ହତ୍ୟା । ଅନୁଗୋଳରେ ପ୍ରେମ ବିବାଦକୁ ନେଇ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପ୍ରେମରେ ବାଧା ସୃଷ୍ଟି କରିବାରୁ ହତ୍ୟାକାଣ୍ଡ ଘଟାଇଛି ଯୁବକ । ପ୍ରେମିକାର ଦାଦାଙ୍କୁ…

Continue reading
ବଙ୍ଗୋପସାଗର ଅଞ୍ଚଳରେ ମଧ୍ୟମ ଧରଣର ଭୂମିକମ୍ପ

ଭୁବନେଶ୍ୱର: ବଙ୍ଗୋପସାଗର ଅଞ୍ଚଳରେ ମଧ୍ୟମ ଧରଣର ଭୂମିକମ୍ପ। ରବିବାର ସକାଳ ୫ଟା ୫ରେ ଭୂକମ୍ପ ଅନୁଭୂତ ହୋଇଛି।ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ବିଶାଖାପାଟଣାର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି…

Continue reading
ଇରାନକୁ ଟ୍ରମ୍ପଙ୍କ ଚେତାବନୀ:୧୦୦୦ ମିସାଇଲ ତୁରନ୍ତ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି

ୱାଶିଂଟନ/ତେହରାନ: ଆମେରିକା ଓ ଇରାନ ମଧ୍ୟରେ ପୁନର୍ବାର ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯଦି ଇରାନ ତାଙ୍କ ହତ୍ୟା ପାଇଁ କୌଣସି ଷଡଯନ୍ତ୍ର କରେ ତେବେ…

Continue reading
ମହାନଦୀକୁ ଡେଇଁ ନାବାଳିକା ନିଖୋଜ

ସମ୍ବଲପୁର: ଚାଉଁରପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁ ଜଣେ ନାବାଳିକା ନିଖୋଜ ହୋଇ ଯାଇଛନ୍ତି । ନାବାଳିକା ଜଣକ ଟାଉନଥାନା ଅନ୍ତର୍ଗତ ମାୟାବଗିଚାର ଅଞ୍ଜଳି ବାରିକ (୧୫) ବୋଲି ଜଣାପଡିଛି । ସେ ଜଣେ ଯୁବକ ସହ ବ୍ରିଜ ଉପରେ କଥା…

Continue reading
ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହେଲା ଖଳି

ପୁରୀ: ପବିତ୍ର ଆଷାଢ଼ ମାସ କୃଷ୍ଣପକ୍ଷ ଏକାଦଶୀ ବା ଖଳିଲାଗି ଏକାଦଶୀ ଶନିବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ଖଳି ଲାଗି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁ ଶ୍ରୀଅଙ୍ଗରେ ଖଳି ଲାଗି ହୋଇଛନ୍ତି। ସେହିପରି ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ଦଶମୀ…

Continue reading
ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି

ବିଶାଖାପାଟଣା: ଭାରତୀୟ ନୌସେନାରେ ସାମିଲ ହେଲା ‘INS ମହେନ୍ଦ୍ରଗିରି’ । ହିନ୍ଦ ମହାସାଗର ଏବଂ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ବଢୁଥିବା ରଣନୀତିକ ତିକ୍ତତା ଓ ଗ୍ଲୋବାଲ ଚ୍ୟାଲେଞ୍ଜ ମଧ୍ୟରେ ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଶନିବାର ବିଶାଖାପାଟଣା ନେଭାଲ…

Continue reading