Today Update

ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ ଶୁଣାଣିରେ ନୂଆ ମୋଡ଼

ଭୁବନେଶ୍ଵର : ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲ ଶୁଣାଣିରେ ନୂଆ ମୋଡ଼। ଆପୋସ ସାମଧାନ ପାଇଁ ଦୁଇ ରାଜ୍ୟର ସହମତି। ଓଡ଼ିଶା ସରକାରଙ୍କ ପ୍ରସ୍ତାବ ଉପରେ ମୋହର ମାରିଲା ଛତିଶଗଡ଼। ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଜଳ…

Continue reading
ପାଠ୍ୟପୁସ୍ତକ ତ୍ରୁଟିର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ସ୍କୁଲ ପିଲାଙ୍କ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଏବେ ରାଜ୍ୟରେ ହଇଚଇ ହେଉଛି । ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । କେଉଁଠି ଶୋଭାଯାତ୍ରା ତ କେଉଁଠି ବିକ୍ଷୋଭ କରୁଛନ୍ତି । ଆଉ ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି…

Continue reading
ସାପ କାମୁଡ଼ାରେ ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ; ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ବୈଶିଙ୍ଗା: ଗତ ମଙ୍ଗଳବାର ବେତନଟୀ ବ୍ଲକ ଅଧୀନ ଗଡ଼ଦେଉଳିଆ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଖେଳୁଥିବା ସମୟରେ ୫ମ ଶ୍ରେଣୀରେ ପଢ଼ୁଥିବା ହଷ୍ଟେଲ ଛାତ୍ର ବିଷାକ୍ତ ସର୍ପ ଦଂଶନରେ ଗୁରୁତର ହୋଇ କଟକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି…

Continue reading
ପୋଖରୀରେ ବୁଡ଼ି ଛାତ୍ର ମୃତ

ସୋର: ସୋର କଲେଜ ଛକରେ ଥିବା ଏକ ଘରୋଇ ମେସରେ ରହି ପାଠ ପଢ଼ୁଥିବା ଜଣେ ଛାତ୍ରଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ସୋର ଥାନା କଣ୍ଟାବାଙ୍କୀ ଗ୍ରାମର ସତ୍ୟବ୍ରତ ନାୟକ କଲେଜ ଛକରେ ଥିବା ବ୍ରାଇଟ ଫିଉଚର…

Continue reading
କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଖୁବ୍‌ଶୀଘ୍ର ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର ଜାରି କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ…

Continue reading
ଦୁର୍ଘଟଣା ପରେ ଜଳିଗଲା ହାଇୱା, ଜଣେ ଡ୍ରାଇଭରଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳରେ ଭୟଙ୍କର ସଡ଼କ ଦୁର୍ଘଟଣା। ହାଇୱା-ଟ୍ରକ୍ ମୁହାଁମୁହିଁ ଧକ୍କା ପରେ ହୁତୁ ହୁତୁ ହୋଇ ଜଳିଗଲା ହାଇୱା। ଘଟଣାରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଆଉ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା…

Continue reading
ଫୁଲୁଛି ମହାନଦୀ ଜଳସ୍ତର

ଫୁଲୁଛି ମହାନଦୀ ଜଳସ୍ତର। ଆଜି ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ବନ୍ୟାଜଳ। ମୁଣ୍ଡଳୀ ବ୍ୟାରେଜରେ ପ୍ରତି ସେକେଣ୍ଡରେ ଉପରମୁଣ୍ଡରେ ୭୯.୧୦ ଫୁଟ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ତଳମୁଣ୍ଡରେ ୭୫.୦୦ ଫୁଟ ଜଳ ପ୍ରବାହିତ ହେଉଛି। ସେପଟେ ସାମାନ୍ୟ କମିଛି ହୀରାକୁଦ ଜଳଭଣ୍ଡାର…

Continue reading
ପ୍ରଥମେ ‘ବନ୍ଦେ ମାତରମ୍ ’ ଓ ପରେ ‘ଜନ ଗଣ ମନ’ ଗାନ

ନୂଆଦିଲ୍ଲୀ: ଜାତୀୟ ସଙ୍ଗୀତ ଗାନ ଓ ଧୂନ୍ ନେଇ ନୂଆ ନିର୍ଦ୍ଦେଶନାମା ଜାରି କଲେ କେନ୍ଦ୍ର ସରକାର। ନୂଆ ଗାଇଡଲାଇନ୍ ଅନୁସାରେ, ପ୍ରଥମେ ‘ବନ୍ଦେ ମାତରମ୍ ’ ଓ ପରେ ‘ଜନ ଗଣ ମନ’ ଗାନ କରାଯିବ। ବନ୍ଦେ ମାତରମର ସମସ୍ତ…

Continue reading
ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର: କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ ଜଣାପଡିଛି। କନିକା ରେଞ୍ଜରେ ୯୦ ଓ ରାଜନଗର ରେଞ୍ଜରେ ୨ଟି କୁମ୍ଭୀର ବସା ଚିହ୍ନଟ…

Continue reading
ବିବାହର ଚତୁର୍ଥ ଦିନରେ ନବବଧୂ ଫେରାର

ବୈଶିଙ୍ଗା: ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍ ପାର୍ଟି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ, ଚତୁର୍ଥ ଦିନରେ ନବବଧୂ ଜଣକ…

Continue reading