Today Update

ଜିଆରଏସଙ୍କ ତଥ୍ୟ ମାଗିଲେ ସରକାର

ଭୁବନେଶ୍ବର: ୫ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବେ କାର୍ୟ୍ୟରତ ଥିବା ଗ୍ରାମ ରୋଜଗାର ସେବକ ବା ଜିଆରଏସଙ୍କର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ନିଯୁକ୍ତି, ସେବାକାଳଠାରୁ କାର୍ୟ୍ୟସ୍ଥିତି ପର୍ୟ୍ୟନ୍ତ…

Continue reading
ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ବିଭତ୍ସ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ପୁଣି ଏକ ମୁଣ୍ଡ ଗଡ଼ିଛି । ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ଗାଁ ଛକ ନିକଟରେ ଜଣେ ଯୁବକଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଏହି କାଣ୍ଡ ଘଟିଛି।…

Continue reading
ଭିଜିଲାନ୍ସକୁ ଚକମା ଦେଇ ASI ଲାଞ୍ଚ ଟଙ୍କା ଧରି ଫେରାର

​​​​​ଭୁବନେଶ୍ଵର : ଭିଜିଲାନ୍ସକୁ ଚକମା ଦେଇ ଚମ୍ପଟ ମାରିଲେ ପୁଲିସ ବାବୁ। ନାଚୁଣୀ ଥାନା ASI ଅକ୍ଷୟ ସେଠୀ ଲାଞ୍ଚ ନେଇ ଫେରାର, ଜଳକା ହୋଇଗଲା ଭିଜିଲାନ୍ସ ଟିମ୍ । ଜମି ବିବାଦର ସମାଧାନ ପାଇଁ ASI ଅକ୍ଷୟ ସେଠୀ ୫…

Continue reading
ପହଞ୍ଚିଲା ଦଶମୂଳ, ସୁସ୍ଥ ହେବେ ମହାପ୍ରଭୁ

ପୁରୀ: ଅନବସର ସେବା କ୍ରମରେ ଦଇତାପତିଙ୍କ ସେବା ଯତ୍ନ ପାଇ ଦାରୁବ୍ରହ୍ମ ଆରୋଗ୍ୟଲାଭ କରୁଛନ୍ତି । ଶୁକ୍ରବାର ଦଶମୀ ତିଥିରେ ମହାପ୍ରଭୁଙ୍କ ଚକା ବିଜେ ନୀତି ହୋଇଛି । ଶ୍ରୀବିଗ୍ରହ ଶୋଇବା ଅବସ୍ଥାରୁ ଜାଗ୍ରତ ଅବସ୍ଥାକୁ ଆସିଛନ୍ତି । ଅଣସରପିଣ୍ଡିରେ ଠାକୁରଙ୍କୁ…

Continue reading
ଆଗ ପଛ ହୋଇ ଓଡ଼ିଶା ଆଡ଼କୁ ଆସୁଛି ଦୁଇଟି ଲଘୁଚାପ

ଭୁବନେଶ୍ୱର: ଆଗ ପଛ ହୋଇ ଦୁଇଟି ଲଘୁଚାପ ଓଡ଼ିଶା ଆଡ଼କୁ ଆସୁଛି । ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହୋଇପାରେ । ବେଶି ବର୍ଷିବ ଉତ୍ତର ଓଡ଼ିଶାରେ। ଏମିତି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ…

Continue reading
୧୩ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ଆସନ୍ତା ସୋମବାର ଜୁଲାଇ ୧୩ତାରିଖରେ ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି” କାର୍ଯ୍ୟକ୍ରମ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ କାର୍ଯ୍ୟ ଅବାରୁ ଆସନ୍ତା ସୋମବାର ୧୩ତାରିଖରେ ‘ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତି ଅଭିଯୋଗ…

Continue reading
ଭାଷାଭିତ୍ତିକ ବାର୍ଷିକ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମାନ ନିର୍ଦ୍ଧାରଣ ଅଭିମୁଖୀକରଣ

ଦେବଗଡ଼: ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦେବଗଡ଼ ପରିସରରେ ଆଜି ଭାଷାଭିତ୍ତିକ ବାର୍ଷିକ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମାନ ନିର୍ଦ୍ଧାରଣ ଅଧ୍ୟୟନ ଉପରେ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରତିଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ଗୌଡ଼ ଦ୍ବୀପ ପ୍ରଜ୍ଜଳନ…

Continue reading
ଦେବଗଡ଼ ଜିଲ୍ଲା ନୋଡାଲ ଅଧିକାରୀଙ୍କ ରିଆମାଳ ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ

ଦେବଗଡ଼:ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନ ତଥା ସଚିବ ଏବଂ ଦେବଗଡ ଜିଲ୍ଲା ନୋ‌ଡାଲ ଅଧିକାରୀ ଭୂପେନ୍ଦ୍ର ସିଂ ପୁନିଆ ଦ୍ଵିତୀୟ ଦିନରେ ରିଆମାଳ ବ୍ଲକ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ।…

Continue reading
ପୁଣି ଜଣେ ଆଇପିଏସଙ୍କ ଇସ୍ତଫା

ଭୁବନେଶ୍ଵର : ଜଗମୋହନ ମୀନାଙ୍କ ପରେ ଆଉ ଜଣେ ଯୁବ ଆଇପିଏସଙ୍କ ଇସ୍ତଫା। ଓଡ଼ିଶା କ୍ୟାଡର ଯୁବ ଆଇପିଏସ ସି. ଏ. ରାମଦାସ ଚାକିରି ଛାଡିଛନ୍ତି। ୨୦୨୫ ବ୍ୟାଚ୍ ଆଇପିଏସ ରାମଦାସ ହାଇଦ୍ରାବାଦ ସର୍ଦ୍ଦା ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀରେ…

Continue reading
ନକଲି ‘ଆଇଏଏସ୍‌ ଅଧିକାରୀ’ ଗିରଫ

ଭୁବନେଶ୍ୱର : ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ଉଚ୍ଚ ପଦବୀରେ ନିଯୁକ୍ତି ଦେବାକୁ କହି ୨୦ ଲକ୍ଷ ଠକେଇ କରିଥିବା ଅଭିଯୋଗରେ ନକଲି ଆଇଏଏସ୍‌ ଅଧିକାରୀଙ୍କୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ କଲକାତାର ହୁଗୁଳି ଅଞ୍ଚଳରେ ରହୁଥିବା କେନ୍ଦ୍ରାପଡ଼ାର…

Continue reading