Today Update

ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି

ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି। ମେ ୨୩ ତାରିଖରୁ ଗଣତି କାର୍ଯ୍ୟ ସ୍ଥଗିତ ରହିଥିଲା। ତେବେ ଶ୍ରୀଜୀଉ ମାନଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଓଲାଗି ହୋଇଥିବା ଅଳଙ୍କାର ଗୁଡିକର ଆଜି…

Continue reading
ବିଜେପିରୁ ଇସ୍ତଫା ଦେଲେ ଚାମେଲି

କେନ୍ଦ୍ରାପଡ଼ା: ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା। ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଗତ ୬ ଦିନ ଧରି ଚାଲିଥିବା ପ୍ରତିବାଦ ସଭାରେ ସରପଞ୍ଚ ଚମେଲୀ ଓଝା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା…

Continue reading
ତିନିବର୍ଷିଆ ଏଲଏଲବି ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ତିନିବର୍ଷିଆ ଏଲଏଲବି (ଆଇନ୍‌) ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ପାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ତିନିବର୍ଷିଆ ଏଲଏଲବି ପାଠ୍ୟକ୍ରମ ନିମନ୍ତେ ନିଜର କମନ୍ ଆପ୍ଲିକେସନ ଫର୍ମପୂରଣ କରିପାରିବେ। ଆଜିଠାରୁ ୩୦ ଜୁଲାଇ…

Continue reading
ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ତୁଟିଛି : ନବୀନ

ସଂସଦରେ ସଂସ୍କାର ଦାବି ଭୁବନେଶ୍ୱର: : ପରୀକ୍ଷା ବ୍ୟବସ୍ଥା ଉପରେ ଭାଙ୍ଗିଛି ଭରସା । ସଂସଦରେ ବ୍ୟାପକ ଆଲୋଚନା ଓ ସଂସ୍କାର ଦାବି କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦେଶର ଶିକ୍ଷା ବ୍ୟବସ୍ଥା…

Continue reading
କଚାଡି ଦେଲା ଦନ୍ତା, ଜଣେ ମୃତ

କେନ୍ଦୁଝର : ଶୁଣ୍ଢରେ କଚାଡି ଦେବା ଫଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ,ଉପର ରଢ଼ୁଆଁ ଗାଁ ରେ । ମୃତକ ଉପର ରଢ଼ୁଆଁ ଗାଁ…

Continue reading
କାଲିଠୁ ସଂସଦର ମୌସୁମୀ ଅଧିବେଶନ

କାଲିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ। ଏଥିରେ ସଂସଦର ଉଭୟ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ନେଇ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ିବେ…

Continue reading
ବିଦ୍ୟାଳୟ ସମ୍ମୁଖରେ ବିପଦ ସାଜିଛି ୬ଟି ଶୁଖିଲା ଗଛ

ଦେବଗଡ଼:ବିଦ୍ୟାଳୟ ସମ୍ମୁଖରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଶୁଖିଲା ଗଛ।ବିପଦକୁ ମୁଣ୍ଡାଇ ନିଜ ଜୀବନ ବାଜି ଲଗାଇ ଜନସାଧାରଣ ସମେତ ଛାତ୍ରଛାତ୍ରୀ ଉକ୍ତ ରସ୍ତା ଦେଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତିଲେଇବଣି ବ୍ଲକ ସଦର ମହକୁମାରେ ଥିବା…

Continue reading
ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତା ଶୋଚନୀୟ

ଦେବଗଡ଼:ନୂଆବାଲିରୋଇ ସ୍ଥିତ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରୁଥିବା ରାସ୍ତା ବର୍ତ୍ତମାନ ବର୍ଷା ପରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ବର୍ତ୍ତମାନ ବର୍ଷା ଦିନ ହୋଇଥିବାବେଳେ ରାସ୍ତାରେ ଖାଲ ଖମାରେ ଭର୍ତ୍ତି ହୋଇଯାଇଥିବାବେଳେ ଉକ୍ତ ରାସ୍ତାରେ ଯିବା ଆସିବା କାଠିକାର…

Continue reading
ରାଗିଂ ଘଟଣା: ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ କଂଗ୍ରେସର ପ୍ରତିନିଧି ଦଳର ଆଲୋଚନା

ଦେବଗଡ଼:ଦେବଗଡ ଜିଲ୍ଲା ସୁନାମୁଣ୍ଡା ସ୍ଥିତ ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଘଟଣାରେ ଆଜି ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ପରିଦର୍ଶନ କରି ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଥିଲେ। ଏହାସହିତ ଭବିଷ‍୍ୟତରେ ଯେମିତି…

Continue reading
ଆମ ପାଇଁ ରାଜନୀତି ଗରିବ ଲୋକର ସେବା କରିବାର ମାଧ୍ୟମ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ସରକାର ଆସିବା ପରେ ସମାଜର ସବୁ ବର୍ଗର ଉନ୍ନତି ପାଇଁ ପଦକ୍ଷେପ ନେବା ସହିତ ଆଦିବାସୀମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ପଦକ୍ଷେପ ନିଆଯାଇଛି। ଆମ ପାଇଁ ରାଜନୀତି କ୍ଷମତା ଭୋଗ କରିବାର ମାଧ୍ୟମ ନୁହେଁ, ବରଂ…

Continue reading