Today Update

ରାଜ୍ୟର ପ୍ରତିଟି ଦିବ୍ୟାଙ୍ଗ ପ୍ରତିଭାଙ୍କୁ ମିଳିବ ସ୍ଥାୟୀ ରୋଜଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନ ଏକ ଅପୂର୍ବ ଆତ୍ମୀୟତା ଭରା ମୁହୂର୍ତ୍ତର ସାକ୍ଷୀ ହୋଇଛି । କେନ୍ଦୁଝରର ‘ସେବା ଫାଉଣ୍ଡେସନ୍’ ସଂଗଠନର ପ୍ରାୟ ୫୦ ଜଣ ବାକ୍ ଶ୍ରବଣ ଶକ୍ତି ବାଧିତ ବାଳିକା ଓ ଶାରୀରିକ ଦିବ୍ୟାଙ୍ଗ…

Continue reading
କଟକରେ “ଛାତ୍ରୋଂ କି ଗୁଞ୍ଜ” : ଅଧିକାର ସଂଗ୍ରାମ ପାଇଁ ପ୍ରସ୍ତୁତ ହୁଅନ୍ତୁ

ଭୁବନେଶ୍ୱର; କଟକ ଶହୀଦ ଭବନଠାରେ ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ଛାତ୍ରଙ୍କ ପାଇଁ ଅଭିଯାନ “ଛାତ୍ରୋଂ କି ଗୁଞ୍ଜ” କାର୍ଯ୍ୟକ୍ରମ କଟକର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇ ଯାଇଛି lଏହି କାର୍ଯ୍ୟକ୍ରମରେ ଓଡିଶା କଂଗ୍ରେସ ପ୍ରଭାରୀ…

Continue reading
ଡେଙ୍ଗୁ ଦମନ ପାଇଁ ବିଏମସିର ବ୍ୟାପକ ପଦକ୍ଷେପ: 3 ହଜାର ମଶା ଉତ୍ସ ଧ୍ୱଂସ; ଅଭିଯାନ ଜାରି

ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ (ବିଏମସି)ଅଂଚଳରୁ ଡେଙ୍ଗୁ ଦମନ ପାଇଁ ବ୍ୟାପକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି । ମୁଖ୍ୟତଃ ଜନ ସଚେତନତା ସୃଷ୍ଟି କରିବା, ମଶା ବଂଶ ଉତ୍ପତ୍ତିସ୍ଥଳଗୁଡିକୁ ଚିହ୍ନଟ କରିବା ସହ ସେଗୁଡିକୁ ଧ୍ୱଂସ କରିବାରେ ବିଏମ୍ ସି ଜୋରଦାର ଉଦ୍ୟମ…

Continue reading
ଲଗାତାର ଭାବେ ୩ ବର୍ଷ ତ୍ରୁଟିଶୂନ୍ୟ ରଥଯାତ୍ରା ଆୟୋଜନରେ ବିଜେପି ସରକାର ବିଫଳ: ବିଜେଡି

ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରାର ପ୍ରଥମ ଦିନରେ ଯେପରି ଦଳାଚକଟାରେ ୩ ଜଣଙ୍କ ମୃତୁ୍ୟ, ଶତାଧିକ ଆହତ ହେବା ଓ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ସମୟରେ ଟାହିଆ ନଥିବାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଚଳିତ ବର୍ଷ ରଥଯାତ୍ରାକୁ ତ୍ରୁଟିଶୂନ୍ୟ ଭାବେ…

Continue reading
ଶ୍ରବଣ ଶକ୍ତି ବାଧିତ ବାଳିକାଙ୍କ ନିମନ୍ତେ ଦକ୍ଷତା ବିକାଶ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି ଶ୍ରବଣ ଶକ୍ତି ବାଧିତ ବାଳିକାମାନଙ୍କ ସହ ଭାବବିନିମୟ କରିଛନ୍ତି I ଏହି ଅବସରରେ ରାଜ୍ୟପାଳ ଶ୍ରବଣ ଶକ୍ତି ବାଧିତ ବାଳିକାଙ୍କ ନିମନ୍ତେ ଦକ୍ଷତା ବିକାଶ ଏବଂ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ…

Continue reading
‘ବିକ୍ରମ-୧’ର ଉତକ୍ଷେପଣ: ବେସରକାରୀ ମହାକାଶ କ୍ଷେତ୍ର ପାଇଁ ବଡ଼ ମାଇଲଖୁଣ୍ଟ

ଆନ୍ଧ୍ରପ୍ରଦେଶ: ଧମାକାଦାର ଲଞ୍ଚିଂ ପରେ ନୂଆ ଇତିହାସ ରଚିଲା ‘ବିକ୍ରମ-୧’ର । ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧’ର ପୁନର୍ବାର କାଉଣ୍ଟଡାଉନ ପରେ ଆଜି ମହାକାଶକୁ ଉଡ଼ାଣ ଭରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପୂର୍ବାହ୍ନ ୧୨ଟା…

Continue reading
ସୋଲରେ ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇଗଲା

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଟାହିଆ ଖୋଲାଯିବା ନେଇ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ରାଜକୁମାର ସ୍ବାଇଁ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସୋଲରେ ତିଆରି ଟାହିଆ ପର୍ବତ ପରି ଓଜନିଆ ହୋଇଗଲା। ଏହାକୁ ଦଇତାପତିମାନେ ଉଠାଇବାରେ ସକ୍ଷମ ହୋଇ ନ ଥିଲେ। ଦୀର୍ଘ…

Continue reading
ସୋନମ ଓ୍ବାଙ୍ଗଚୁକ୍‌ଙ୍କୁ ପୋଲିସ ଉଠାଇନେଲା

ନୂଆଦିଲ୍ଲୀ: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଜନ୍ତରମନ୍ତରରେ ଅନଶନରେ ବସିଥିବା ଶିକ୍ଷାବିତ୍‌ ସୋନମ ଓ୍ବାଙ୍ଗଚୁକ୍‌ଙ୍କ ମାମଲାରେ ଏକ ନୂଆମୋଡ଼ ଆସିଛି। ଦିଲ୍ଲୀ ପୋଲିସ ଓ୍ବାଙ୍ଗଚୁକ୍‌ଙ୍କୁ ପ୍ରତିବାଦ ସ୍ଥଳରୁ ନେଇଯାଇଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏହି…

Continue reading
ଫାଇଲ୍ ଗାଏବ ମାମଲା, କ୍ୟାପିଟାଲ ଥାନାରେ ମନୋଜ ମିଶ୍ର ହାଜର

ଥାନାରେ ହାଜର ହେଲେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର। ନବୀନ ସରକାର ବେଳେ CMOରୁ ଫାଇଲ୍ ଗାଏବ ମାମଲାରେ କ୍ୟାପିଟାଲ୍ ଥାନାରେ ଆଜି ହାଜର ହୋଇଛନ୍ତି ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର। କ୍ୟାପିଟାଲ୍ ଥାନାରେ ପହଞ୍ଚି ମାମଲା ସମ୍ପର୍କିତ…

Continue reading
ଅଗଷ୍ଟରେ ଦିଲ୍ଲୀରେ ହେବ ଇନଭେଷ୍ଟର୍ସ ରୋଡ୍‌ ଶୋ

ଭୁବନେଶ୍ୱର: ଅଗଷ୍ଟରେ ଦିଲ୍ଲୀରେ ହେବ ଇନଭେଷ୍ଟର୍ସ ରୋଡ ଶୋ। ଦିଲ୍ଲୀରେ ଫୋକସର ଏରିଆ ରହିବ ଖାଦ୍ୟ ପ୍ରକ୍ରିୟାକରଣ ସେକ୍ଟର। ରୋଡ଼ ଶୋରେ ଟିମ ଓଡ଼ିଶାର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଭିନ୍ନ ପୁଞ୍ଜିପତିଙ୍କ ସହ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ…

Continue reading